Movie prime
ରାସ୍ତା ମଝିରେ ଦୁଇ ଗୋଧୀଙ୍କ ପ୍ରେମ ଦେଖନ୍ତୁ ଏହି Viral ହେଉଥିବା ଭିଡିଓ
 
Viral video
ବର୍ତ୍ତମାନ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଦୁଇ ଗୋଧି ଙ୍କ ମଧ୍ୟରେ ଥିବା ପ୍ରେମ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।ରାସ୍ତା ଉପରେ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଛି।ଭିଡିଓ ଟି ବହୁ ମାତ୍ରାରେ ଭାଇ ରାଳ ହେବାରେ ଲାଗିଛି।ଦର୍ଶକମାନେ ଏଭଳି ଦୃଶ୍ୟ ଦେଖି ଆଚମ୍ବିତ ହୋଇଯାଉଛନ୍ତି।
ଜୀବ ଜନ୍ତୁ ମାନଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ।ଯାହା ଦେଖିବାକୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି।ସେମିତି ଏକ ଭିଡିଓ ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି।ଯେଉଁଥିରେ ଦେଖିବାକୁ ମିଳିଛି ଯେ ଦୁଇଟି ଗୋଧି ପରସ୍ପରକୁ ଆଲିଙ୍ଗନ କରୁଛନ୍ତି।ଏଭଳି ଚିତ୍ର ବିରଳ।ଏହି ଭିଡିଓ କୁ ଯିଏ କେହି ବି ଦେଖୁଛନ୍ତି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।ଭିଡିଓ ଟି ଥାଇ ଲ୍ୟାଣ୍ଡ ର ବୋଲି ଜଣାପଡ଼ିଛି।
ଏହି ଭିଡିଓ ଟି ସୋସିଆଲ ମିଡିଆରେ ସେୟାର କରାଯାଇଛି।ଭିଡିଓ ରେ ଜଣେ ବ୍ୟକ୍ତି ଏହାକୁ ପୋଷ୍ଟ କରିଛନ୍ତି।ରାସ୍ତାରେ ଯାଉଥିବା ସମୟରେ ଏଭଳି ଦୃଶ୍ୟ ଦେଖି ଭିଡିଓ କରିଥିଲେ।ଏବଂ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ସେୟାର କରିଥିଲେ।ଯାହାଫଳରେ ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ବହୁତ ଖୁସି ହେଉଛନ୍ତି।
ଏଭଳି ଭିଡିଓ ବହୁତ କମ୍ ଦେଖିବାକୁ ମିଳିଥାଏ।କିଛି ସମୟ ଧରି ଦୁଇ ଜଣ ସେହିପରି ଆଲିଙ୍ଗନ କରି ରହିଥିଲେ।ସେଠାରେ ଅନେକ ଗାଡ଼ି, ମଟର ମଧ୍ୟ ଯିବା ଆସିବା କରୁଥିଲା।ଭିଡିଓ ରେ ଜଣେ କାର ଚାଳକ ହିଁ ରେକର୍ଡ କରିଥିଲେ ବୋଲି ଜଣାପଡିଛି।ଏହି ଭିଡିଓ କି ସମସ୍ତେ ବହୁତ ଭଲ ପାଇବା ଦେଇଛନ୍ତି।ଏବଂ ଏହି ଭିଡିଓ ଯିଏ ଦେଖୁଛନ୍ତି ସେ ଆଲୋଚନା କରିଛନ୍ତି।