Movie prime

ଦେଢ଼ ଲକ୍ଷ ଡ୍ରୋନ ଉପରେ ପାଣି ଦେଖନ୍ତୁ କଣ ହେଲା ଏହାର ଫଳାଫଳ ସତ ଜାଣିଲେ ମୁଣ୍ଡରେ ହାତଦେବେ

 
Viral video
ଆପଣମାନେ ଜାଣିଥିବେ ଏଭଳି ବ୍ୟକ୍ତି ମାନେ ଅଛନ୍ତି ଯେଉଁମାନେ କିଛି କିଛି ନୂଆ କଥା ଜାଣିବା ପାଇଁ ଆଉ କରିବା ପାଇଁ ଚାହିଁଥାନ୍ତି।ସୋସିଆଲ ମିଡିଆରେ ଏଭଳି ଅନେକ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ ଯେଉଁଥିରେ ବ୍ୟକ୍ତି ମାନେ ନିଜର ଆଇଡିଆ ମାଧ୍ୟମରେ ଭଲ ଜିନିଷ ତିଆରି କରିଥାନ୍ତି।ଦର୍ଶକ ମାନଙ୍କୁ ମଧ୍ୟ ଏଭଳି ଭିଡିଓ ବହୁତ ପସନ୍ଦ ଲାଗିଥାଏ।ବର୍ତ୍ତମାନ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।
ଜଣେ ୟୁ ଟ୍ୟୁବ୍ ର ଏକ ଲକ୍ଷ ପଚାଶ ହଜାର ଟଙ୍କାର ଡ୍ରୋନ ଉପରେ କିଛି ପରୀକ୍ଷଣ କରିଛନ୍ତି।ଡ୍ରୋନ ଭଲ ଭାବରେ ଫୋଲ୍ଡ୍ ହୋଇଥାଏ।ସବୁଠାରୁ ବଡ଼ କଥା ହେଉଛି ଯେ ଏହି ଡ୍ରୋନ ଟି ୱାଟର ପ୍ରୁଫ କି ନୁହେଁ ତାହା ଦର୍ଶକ ମାନଙ୍କୁ ଜଣେଇବା ପାଇଁ ୟୁ ଟ୍ୟୁବର ଜଣଙ୍କ ଏହି ଡ୍ରୋନ ଉପରେ ପରୀକ୍ଷଣ କରିଛନ୍ତି।ଏହି ଭିଡିଓ ଟି ଦର୍ଶକମାନଙ୍କୁ ଏତେ ମାତ୍ରାରେ ପସନ୍ଦ ଆସିଛି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି।
କିନ୍ତୁ ଡ୍ରୋନ ରେ ହାଇ ପାୱାର ର ବ୍ୟାଟେରୀ ରହିଛି।ସେଥିରେ ଯଦି ପାଣି ଭର୍ତି କରିବେ ତାହେଲେ ତାହା ଫାଟି ଯାଇପାରେ।ୟୁ ଟ୍ୟୁବର ଜଣଙ୍କ ରିମୋର୍ଟ୍ କଣ୍ଟ୍ରୋଲ ସାହାଯ୍ୟରେ ଡ୍ରୋନ କୁ ଉଡାଇଥିଲେ।କିଛି ସମୟ ପରେ ଡ୍ରୋନ ଉପରେ ପାଣି ଢ଼ାଳି ଦେଇଥିଲେ।କିନ୍ତୁ ତଥାପି ଡ୍ରୋନ ଟି ଉଡିବାରେ ଲାଗିଥିଲା।ୟୁ ଟ୍ୟୁବ୍ ର ଜଣଙ୍କ ଦେଖି ବହୁତ ଖୁସି ହୋଇଥିଲେ।ପାଣି ଜଗ ଟି ଯେତେ ପାଖକୁ ଯାଇଥିଲା ଡ୍ରୋନ ଟି ଉପରକୁ ଉଠୁଥିଲା।
କାରଣ ଡ୍ରୋନ ରେ ସେନ୍ସର ରହିଛି।ପାଣି ଢ଼ାଳିବା ପରେ ମଧ୍ୟ ସବୁ କାମ କରୁଥିଲା। ଆଉଥରେ ପାଇପ୍ ଲଗାଇ ଡ୍ରୋନ ଉପରେ ପାଣି ପକାଇଥିଲେ।କିନ୍ତୁ ତଥାପି ଡ୍ରୋନ ଟି କାମ କରୁଥିଲା।ପାଇପ୍ ଦ୍ଵାରା ଯେତେ ପାଣି ପକାଇଥିଲେ ମଧ୍ୟ ଡ୍ରୋନ ଟି ଉଡିବାରେ ଲାଗିଥିଲା।ଏଥିରୁ ଜଣାପଡିଲା ଯେ ଡ୍ରୋନ ଟି ୱାଟର ପ୍ରୁଫ ଅଟେ।ଦର୍ଶକମାନେ ଏହି ଭିଡିଓ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ବୋଲି ମତାମତ ଦେଇଛନ୍ତି।