Movie prime

ଶାଢୀ ପିନ୍ଧି ଯୁବତୀ କଲେ ସ୍କେଟିଂ ଦେଖନ୍ତୁ ଏହି ଭିଡିଓ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗୁଛି ଏହି ଭିଡ଼ିଓ

 
VIRAl Video
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଏମିତି ଅନେକ ପ୍ରକାରର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହୋଇଥାଏ ।
ଆଉ ସୋସିଆଲ ମିଡିଆରେ ସବୁ ପ୍ରକାରର ଦେଶ ଆଉ ବିଦେଶ ଆଉ ଲୋକମାନଙ୍କର ରହଣି ସହଣୀ ଏବଂ ଲୋକମାନେ ତାଙ୍କର କିଛି ଭିଡିଓ ସେୟାର କରିଥାନ୍ତି ଆଉ ଆମେ ଏହାକୁ ଦେଖିଥାଉ ।
ଆପଣମାନେ ସମସ୍ତେ ତ ସ୍କେଟିଂ ବିଷୟରେ ଜାଣିଥିବେ ବା ଶୁଣିଥିବେ ବା ଦେଖିଥିବେ ମଧ୍ୟ । ଆଉ ସ୍କେଟିଙ୍ଗ ଛୋଟ ପିଲାମାନେ କରିଥାନ୍ତି, ଯୁବକ ଆଉ ଯୁବତୀମାନେ ମଧ୍ୟ କରିଥାନ୍ତି ।
ଆଉ ଏହା ଆପଣମାନେ ଦେଖିଥିବେ ମଧ୍ୟ । କିନ୍ତୁ ସ୍କେଟିଂ କରିବା ବହୁତ ସହଜ ଦେଖାଗଲେ ମଧ୍ୟ ଏହା ପ୍ରତି ଧ୍ୟାନ ନଦେଲେ ଆପଣ ଅସୁବିଧାରେ ପଡିଥାନ୍ତି। 
ଆପଣ କେବେ ଜଣେ ଯୁବତୀ ଶାଢ଼ୀ ପିନ୍ଧି ସ୍କେଟିଂ କରୁଥିବାର ଦେଖିଛନ୍ତି କି ନା ଶୁଣିଛନ୍ତି । ଆଉ ଆଜି ଆପଣମାନେ ଆଜି ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ ଜଣେ ଯୁବତୀ କେତେ ସୁନ୍ଦର ଭାବରେ ଏକ ଧଳା ରଙ୍ଗର ଶାଢ଼ୀ ପିନ୍ଧି ବହୁତ ସୁନ୍ଦର ଆଉ ମନକୁ ଆକୃଷ୍ଟ କରିଲା ଭଳି ସ୍କେଟିଂ କରୁଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟ ଆଉ ଚାଞ୍ଚଲ୍ୟ ସୃଷ୍ଟି କରିଛି । 
ଏହି ଘଟଣାଟି କେରଳର ବୋଲି ଜଣାପଡିଛି । ଏହି ଭିଡିଓକୁ କେରଳର ଜଣେ ଯୁବତୀ ଲାରିସା ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି । ଆଉ ସେ ଲେଖିଛନ୍ତି, ସ୍କେଟିଂ କରିବାକୁ ବହୁତ ମଜା ଲାଗେ କିନ୍ତୁ ଶାଢ଼ୀ ପିନ୍ଧି ସ୍କେଟିଂ କରିବା ଏତେ ସହଜ ନୁହେଁ ।
ଆଉ ଏହି ଭିଡିଓ ଦ୍ଵାରା ସେ ଲୋକଙ୍କ ଠାରୁ ବହୁତ ଭଲପାଇବା ଲୁଟିଛନ୍ତି । ଆଉ ରହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି