Movie prime

୧୨ ବର୍ଷ ର ଝିଅ ବାହା ହେଲା ୨୫ ବର୍ଷୀୟ ପୁଅକୁ ..ଚଉଠି ରାତି ରେ ଝିଅ ସହ ଯାହା ହେଲା...

 
Hb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୨୫ ବର୍ଷୀୟା ମ୍ୟାଡମ ଙ୍କୁ ଗ-ର୍ଭ-ବ-ତୀ କରି ଦେଇଥିଲା ନାବାଳକ ଛାତ୍ର। ପୁଅକୁ ମାତ୍ର ୧୫ ବର୍ଷ ହୋଇଛି। ଏହି ବୟସରେ ପୁଅ ମଧ୍ୟ ୨୫ ବର୍ଷୀୟ ମ୍ୟାଡମ ଙ୍କୁ ଧରି ଚାଲି ଆସିଛି।
ଆଉ ସେ ମ୍ୟାଡମ କୁ ଗ-ର୍ଭ-ବ-ତୀ କରି ତାକୁ ବାହା ହେବ ବୋଲି ମଧ୍ୟ କହୁଛି। ତେବେ ଆପଣ ମାନେ ଜାଣିଥିବେ କି ପ୍ରେମ କେତେବେଳେ କାହାକୁ କେମିତି ହେଇଯିବ ତାହା କେବେ ହେଲେ କେହି ଜାଣି ପାରନ୍ତି ନାହିଁ।
Hh
ହେଲେ ଏହି ଦୁଇ ପ୍ରେମୀ ଯୁଗଳ ଙ୍କୁ ଦେଖିଲେ ଲାଗୁଛି କି ପ୍ରେମ କିନ୍ତୁ ମଣିଷକୁ ଅନ୍ଧ କରି ଦେଇଥାଏ ବୋଲି।୧୫ ବର୍ଷ ବୟସର ପୁଅ ପୁଣି ପ୍ରେମ କରିଛି ନିଜର ସ୍କୁଲ୍ ଦିଦିଙ୍କୁ। ଦିଦିଙ୍କ ପାଖକୁ ସବୁଦିନ ସେ ଟିଉସନ୍ ହେବା ପାଇଁ ଯାଉଥିଲା।
ହେଲେ ଦିଦି ତାକୁ ଟିଉସନ୍ କରୁଥିବା ବେଳେ ସେ ଦିଦିଙ୍କୁ ପ୍ରେମ କରି ବସିଥିଲା।୨୫ ବର୍ଷୀୟ ଏହି ଦିଦି ଙ୍କୁ ୧୫ ବର୍ଷର ପିଲା ପ୍ରେମ କରି ତାଙ୍କୁ ଗ-ର୍ଭ-ବ-ତୀ କରି ଦେଇଥିବା ଜଣା ପଡ଼ିଛି।
ଏହି ସ୍କୁଲ୍ ଦିଦି ଜଣକ ମଧ୍ୟ ଏହି ପିଲାଟିକୁ ବିବାହ କରିବା ପାଇଁ ସଂପୂର୍ଣ୍ଣ ଭାବରେ ରାଜି ହୋଇ ଅଛନ୍ତି। ଏମାନଙ୍କ କଥା ଆପଣ ମାନେ ମଧ୍ୟ ଶୁଣିଲେ ଆପଣ ମାନେ ମଧ୍ୟ ମୁଣ୍ଡରେ ହାତ ଦେଇ ଦେବେ।
Bb
କାରଣ ଏହି ମହିଳା ଜଣକ ହେଉଛନ୍ତି ଏହି ଛାତ୍ର ଜଣକର ଗଣିତ ମ୍ୟାଡାମ। ପିଲାଟି ସବୁଦିନ ଯାଇ ଏହି ମ୍ୟାଡାମ ଜଣକ ପାଖରେ ଗଣିତ ପଢ଼ୁଥିଲା। ପରେ ଯାଇ ଏକ୍ସଟ୍ରା ଟିଉସନ୍ ମଧ୍ୟ ହେଉଥିଲା। ହେଲେ ଏଭଳି କାଣ୍ଡ ଘଟିବ ବୋଲି କେହି ଜାଣି ନଥିଲେ।
ଏବେ ଏହି ଘଟଣା ସଂପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏହାକୁ ଲୋକମାନେ ଖୁବ୍ ନିନ୍ଦା ମଧ୍ୟ କରିଛନ୍ତି। ଏହା ଆମ ସମାଜକୁ କଳୁଷିତ କରୁଛି ବୋଲି ଅନେକ ମଧ୍ୟ ନିଜର ମତ ରଖିଛନ୍ତି।
ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଏଭଳି ଘଟଣା ସବୁ ଘଟିବା ଦ୍ବାରା ଆମ ସମାଜ ଉପରେ ଏହା କି କି ପ୍ରଭାବ ସବୁ ପକାଉଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.