Movie prime

ଜାଗରରେ ଘଟିଗଲା ବଡ ଅଘଟଣ ଦେଖନ୍ତୁ ବିବାହର ପ୍ରଥମ ଜାଗର ପାଳି ପାରିଲେନି ଡାକ୍ତର ବାବୁ ଚାଲିଗଲା ଜୀବନ

 
Vv
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ତ ଜାଣିଥିବେ ଲୋକମାନେ କେତେ ଆଶା ନେଇ ବିବାହ କରିଥାନ୍ତି । ଆଉ ସେମାନେ ବିବାହ ପରେ ଏକାଠି ଓଷା ବ୍ରତ ପାଳନ କରିବାକୁ ଚାହିଁ ଥାଆନ୍ତି ।
କିନ୍ତୁ କିଛି ଘଟଣା ଘଟି ଯାଇଥାଏ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହାସହ ଆପଣ ଦୁଃଖ ମଧ୍ୟ କରିବେ । ଏହି ବର୍ଷକ ତଳେ ଡାକ୍ତର ବାବୁ ବିବାହ କରିଥିଲେ ।
Rt
ଆଉ ଏହି ବର୍ଷ ଥିଲା ତାଙ୍କର ପ୍ରଥମ ଶିବରାତ୍ରୀ । ଯାହାକୁ ନେଇ ଡାକ୍ତର ବାବୁ ବହୁତ ଖୁସି ଥିଲେ । ଡାକ୍ତର ବାବୁ ଡ୍ୟୁଟି ସାରି ଘରକୁ ଫେରୁଥିଲେ । ରାତି ପାହିଲେ ହୋଇଥାନ୍ତା ଜାଗର । ଆଉ ସାଙ୍ଗ ହୋଇ ଉପବାସ କରି ସେମାନେ ପ୍ରଥମ ଶିବରାତ୍ରୀ ପାଳି ଥାଆନ୍ତେ ।
ସେମାନେ ଉଜାଗର ରହି ଦୀପ ଜାଳି ଥାଆନ୍ତେ । କିନ୍ତୁ ତା ଆଗରୁ ଷଣ୍ଢ ନେଇଗଲା ଡାକ୍ତର ବାବୁଙ୍କ ଜୀବନ । ଯିଏ ଦିନେ ଅନ୍ୟର ଜୀବନ ବଞ୍ଚାଉଥିଲେ ତାଙ୍କର ଆଜି ଜୀବନ ଚାଲିଗଲା । 
Jj
ଏହି ଡାକ୍ତର ବାବୁ ରୋଗୀ ସେବା ନିଜର କର୍ତ୍ତବ୍ୟ ଆଉ ଦାୟିତ୍ଵ ବୋଲି ଭାବି ନେଇଥିଲେ । ରୋଗୀଙ୍କ କଥା ଶୁଣିଲେ ସେ ସବୁ କିଛି ଛାଡ଼ି ବାହାରି ଆସୁଥିଲେ ସେବା କରିବା ପାଇଁ । ଆଜି ସେହି ଡାକ୍ତରଖାନା ଅଛି ଆଉ ରୋଗୀମାନଙ୍କ ଭିଡ ବି ଲାଗୁଛି କିନ୍ତୁ ଡାକ୍ତର ବାବୁ ଏହି ଦୁନିଆରେ ନାହାଁନ୍ତି ।
କିଛି ସମୟ ପରେ ଡାକ୍ତର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଯାଇଥାନ୍ତେ କିନ୍ତୁ ଡାକ୍ତରଙ୍କ ସହିତ ଏଭଳି ଘଟଣା ଘଟିଥିଲା । ଯୁବ ଡାକ୍ତରଙ୍କ ଏଭଳି ଅକାଳ ବିୟୋଗ ପାଇଁ ସମସ୍ତେ ଦୁଃଖିତ ଅଛନ୍ତି ।
G
କମ୍ ବୟସରେ ଚାଲିଗଲେ ଡାକ୍ତର ବାବୁ । ସଡକ ଦୁର୍ଘଟଣାରେ ଚାଲିଗଲା ଡାକ୍ତର ବାବୁଙ୍କ ଜୀବନ । ନୟାଗଡ଼ ଜିଲ୍ଲା ବଡ ପଣ୍ଡେଶ୍ୱର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଲୋୟଲ କୁମାର ସାହୁଙ୍କର ଏଭଳି ଘଟଣା ଘଟିଛି । ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ତାଙ୍କ ଘର କଟକ ଆଠଗଡ଼ ଅଞ୍ଚଳରେ । ସେ ଡ୍ୟୁଟି ସାରି ଘରକୁ ଫେରିଥିବା ସମୟରେ ଏକ ଷଣ୍ଢ ସହ ତାଙ୍କ ବାଇକ୍ ବାଡ଼େଇ ହୋଇ ଏଭଳି ଘଟଣା ଘଟିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲ ନିଆ ଯାଇଥିଲା କିନ୍ତୁ ସେତେବେଳେ ତାଙ୍କୁ ଡାକ୍ତର ମୃ-ତ ବୋଲି ଘୋଷଣା କରିଥିଲେ ।