Movie prime

ନୟାପଲ୍ଲୀ ରେ କଲେଜ୍ ପଢୁଆ ଛାତ୍ରୀ କୁ ଟେକି ନେଇ...ଭଙ୍ଗା ଘରେ ୬ ଘଣ୍ଟା କଲେ ବ-ଳା-ତ୍କା-ର...

 
Vf
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ନିଜ ଇଚ୍ଛା କୁ ପୂରଣ କରିବା ପାଇଁ କିଛି ଲୋକ ମାନେ ଅନ୍ୟ ର ଜୀବନ କୁ ବର୍ବାଦ କରି ଦେଉଛନ୍ତି।
ଆଜି ଆମେ ସେଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହି ଘଟଣା ଟି ଭୁବନେଶ୍ୱର ର ନୟାପଲ୍ଲୀ ଅଞ୍ଚଳ ରେ ଦେଖିବାକୁ ମିଳିଛି।ଜଣେ ୧୩ ବର୍ଷୀୟ ନାବାଳିକା ଝିଅ କୁ ଦୁ-ଷ୍କ-ର୍ମ କରା ଯାଇଛି।ଛୋଟ ଝିଅ ଟି ସହିତ ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତି କୁ ଦ-ଣ୍ଡ ଦିଆ ଯିବା ଦରକାର।
Ff
ସୂଚନା ଅନୁସାରେ ଭୁବନେଶ୍ୱର ର ନୟାପଲ୍ଲୀ ଅଞ୍ଚଳ ରୁ ଗତ କାଲି ଏଭଳି ଏକ ଘଟଣା ସାମ୍ନା କୁ ଆସିଚି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସେଠାରେ ଗତ କିଛି ଦିନ ତଳେ କୃଷ୍ଣଚନ୍ଦ୍ର ନାମକ ଜଣେ ଯୁବକ ଆସି ଏକ ଭଡ଼ା ଘରେ ରହୁ ଥିଲେ।
ସେ ଯେଉଁ ଠାରେ ରହୁଥିଲେ ତାହାର ସାମ୍ନା ରେ ଆଉ ଜଣେ ଭଡ଼ା ନେଇ ରହୁଥିଲେ।ଉଭୟ ଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିଲା।ତାଙ୍କର ଗୋଟିଏ ୧୩ ବର୍ଷୀୟ ନାବାଳକ ଝିଅ ରହିଛି। ହଟାତ ଦିନେ କୃଷ୍ଣ ଚନ୍ଦ୍ର ସେହି ନାବାଳିକା ଝିଅ କୁ ତାଙ୍କ ଘରୁ ଉଠାଇ ନେଇ ଯାଇ ଥିଲେ।
ସେହି ଝିଅ କୁ ସେ ବ-ଳା-ତ୍କା-ର କରି ଥିଲା।ଅଙ୍କଲ ଅଙ୍କଲ ଡାକୁ ଥିବା ସେହି ଝିଅ ର କଥା କୁ ସେ ଜମା ରୁ ବି ଶୁଣି ନ ଥିଲା।ନିଜ ଶରୀର ର ଇଚ୍ଛା କୁ ପୂରଣ କରିବା ପାଇଁ ସେ ତାର ସବୁ କିଛି ସାରି ଦେଲା।
Yy
ତେବେ ଆଜି ପୋଲିସ ସେହି ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏଭଳି ଲୋକ ଙ୍କୁ କଠିନ ରୁ କଠିନ ଦଣ୍ଡ ଦେବା ପାଇଁ ପରିବାର ଲୋକେ ଦାବି କରିଛନ୍ତି।ତାଙ୍କୁ ଫାଶୀ ଖୁଣ୍ଟ ରେ ଝୁଲାଇ ଦିଆ ଯାଉ।
ଛୋଟ ଛୁଆ ଟି ର ଖେଳିବା ବୁଲିବା ବୟସ ରେ ଏଭଳି କିଛି ଘଟି ଯାଇଛି।ପୋଲିସ ଯୁବକ ଙ୍କୁ ରାସ୍ତା ମଝିରୁ ଗିରଫ କରି ଥିଲା।ଏହା ପରେ ଘଟଣା ର ତଦନ୍ତ କରି ତାକୁ କୋର୍ଟ ଚାଲାଣ କରି ଥିଲା।
ଏହି ଘଟଣା ଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଚି।ଏଭଳି କାମ କରି ଥିବା ସେହି ଯୁବକ ଙ୍କୁ ଫାଶୀ ଖୁଣ୍ଟ ରେ ଦଣ୍ଡିତ କରା ଯାଉ ବୋଲି କିଛି ଲୋକ ମାନେ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.