Movie prime

ଲିଭ୍ ଇନ୍ ରେ ରହୁଥିଲେ ପ୍ରେମୀ ଯୁଗଳ..ସକାଳୁ ସକାଳୁ କବାଟ ଖୋଲା ହେବାରୁ ଯାହା ଦେଖିଲେ ଲୋକେ..

 
Hh
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ରାତି ପାହିଲେ ବାଜି ଥାନ୍ତା ଯୋରି ମହୁରୀ।ପୁଅର ବାପା ଏବଂ ଝିଅର ବାପା ଦୁହେଁ ଦୁହିଁକୁ ସମୁଦୀ ବୋଲି ଡାକୁଥିଲେ।
ଦୁଇ ପରିବାର ଙ୍କ ଆଖିରେ ଅନେକ ସାରା ସ୍ବପ୍ନ।ଗୋଟିଏ ସାଙ୍ଗ ର ଝିଅ ଆଉ ଜଣେ ସାଙ୍ଗ ଙ୍କ ଘର କୁ ବୋହୂ ହୋଇ ଯାଇଥାନ୍ତା।ହେଲେ ଭାଗ୍ୟ କଣ କରିଲା କେଜାଣି ଦୁଇ ପରିବାର କୁ ମଝିରେ ଭସାଇ ଦେଇ ଆରପାରି କୁ ଚାଲିଗଲେ ପ୍ରେମୀ ଯୁଗଳ।
Bb
କାରଣ କଣ ଥିଲା ତାହା ଏ ପର୍ଯ୍ୟନ୍ତ ଜଣା ପଡି ନଥିବା ବେଳେ ଏନେଇ ପ୍ରେମୀ ଯୁଗଳ ଏକ ସାଙ୍ଗ ରେ ଦୌଡ଼ି ରେ ଝୁଲି ଆ-ତ୍ମ-ହ-ତ୍ୟା କରିଛନ୍ତି।ଦୀର୍ଘ ଦିନ ଧରି ଲିଭ୍ ଇନ୍ ରେ ଥିଲେ ପ୍ରେମୀ ଯୁଗଳ। ବାହା ହେବା ପାଇଁ ଅନେକ ସ୍ବପ୍ନ ଦେଖିଥିଲେ।
ହେଲେ ବାହା ବେଦୀ ରେ ବସିବା ପୂର୍ବରୁ କୋକେଇ ରେ ଶୋଇଗଲେ।ଉଭୟଙ୍କ ଝୁଲନ୍ତା ମୃ-ତ-ଦେ-ହ ଘର ଭିତରୁ ଉଦ୍ଧାର ହେବା ପରେ ଦୁଇଟି ପରିବାର ଙ୍କ ପାଦ ତଳୁ ମାଟି ଖସି ଯାଇଛି।ଏଭଳି ଦୁଃଖଦ ଘଟଣା ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନା ଅଞ୍ଚଳ ରେ ଦେଖିବାକୁ ମିଳିଛି।
Bb
ଏହି ଘଟଣା କୁ ନେଇ ବର୍ତମାନ ପୋଲିସ ତଦନ୍ତ କରୁଛନ୍ତି।ଦୁର୍ଗାପୁର ଗ୍ରାମ ର ବର୍ଷା ଙ୍କୁ ଗୋପୀ ପ୍ରେମ କରୁଥିଲେ। ଗୋପୀ ଙ୍କ ଘର ମଧ୍ୟ ସେହି ଗ୍ରାମ ରେ।
ଯେଉଁଥି ପାଇଁ ଉଭୟ ଦୀର୍ଘ ଦିନ ଧରି ଲିଭ୍ ଇନ୍ ରେ ରହୁଥିଲେ।
ବାହା ହୋଇ ଘର ସଂସାର କରିବା ପାଇଁ ସ୍ବପ୍ନ ଦେଖୁଥିଲେ।କାମ କରି ବେଶ ଖୁସିରେ ଚଳୁଥିଲେ।ହେଲେ ଆଜି ସକାଳେ ଘରର କବାଟ ନ ଖୋଲିବାରୁ ପରିବାର ଲୋକଙ୍କ ମନରେ ସନ୍ଦେହ ହୋଇଥିଲା।ଆଉ ଦେଖିଲା ବେଳକୁ ଏକ ସାଙ୍ଗ ରେ ଝୁଲି ପଡିଛନ୍ତି ପ୍ରେମୀ ଯୁଗଳ।
ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଏହା ଦେଖି ସ୍ଥାନୀୟ ଲୋକମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.