Movie prime

ଜବରଦସ୍ତି ସ୍ତ୍ରୀ ସହ ସମ୍ପର୍କ ରଖୁଥିଲା ମଦୁଆ ସ୍ବାମୀ...ମଦ ନିଶା ରେ ରଖିଦେଲା ପଡିଆ ଘର ଯୁବତୀ ସହ ସମ୍ପର୍କ..

 
Ggg
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ଆଜି ଆମେ ସେଭଳି ଏକ ଦୁଃଖଦ ଘଟଣା ବିଷୟ ରେ କହିବାକୁ ଯାଉଛୁ।କୌଣସି ଏକ କାରଣ ରୁ ପରିବାର ଠାରୁ ଅଲଗା ହୋଇ ଯାଇ ଥିଲେ ମହିଳା।
ଆସି ରାସ୍ତା କଡ଼ ରେ ରହୁ ଥିଲେ। ଡ-ଷ୍ଟ-ବି-ନ ରୁ ଖାଦ୍ୟ ଖାଇ ବଞ୍ଚୁ ଥିଲେ।ହେଲେ କିଏ ଜାଣି ଥିଲା ତାଙ୍କ ସହିତ ଏଭଳି କିଛି ଘଟଣା ଘଟିବ।ମହିଳା ଙ୍କ ର ଏକୁଟିଆ ର ସୁଯୋଗ ନେଇ କିଛି ଯୁବକ ମାନେ ତାଙ୍କୁ ଅ-ପ-ହ-ର-ଣ କରି ନେଇ ଥିଲେ।
Gh
ସୂଚନା ଅନୁସାରେ ଏଭଳି ଘଟଣା ଦେଖିବାକୁ ମିଳିଛି ବିହାର ରାଜ୍ୟ ରେ।ସେଠାରେ ଗତ କିଛି ଦିନ ତଳେ ଜଣେ ମହିଳା ଙ୍କୁ କିଛି ଯୁବକ ମାନେ ଉଠାଇ ନେଇ ଥିଲେ।ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖି ଥିଲେ।
ଏହା ପରେ ତାଙ୍କୁ ନେଇ ପୁଣି ସେହି ରାସ୍ତା କଡ ରେ ଛାଡି ଦେଇ ଆସିଲେ।ମହିଳା ଙ୍କ ସହିତ ଏଭଳି ଘଟଣା ଘଟିବା ପରେ ସେ ମାନସିକ ରୋଗୀ ପାଲଟି ଯାଇ ଥିଲେ।ନିଜକୁ ସମ୍ପୂର୍ଣ୍ଣ ରୂପେ ଭୁଲି ଗଲେ।ଏକୁଟିଆ ରାସ୍ତା ରେ ଘୁରି ବୁଲିଲେ।
Hu
ଯେ କୌଣସି ଲୋକ ଙ୍କୁ ବାଡି ଧରି ଗୋଡ଼ାଇ ଥିଲେ।ଗଛ କୁ ଜୋର ରେ ପିଟୁ ଥିଲେ।ଏଭଳି କାର୍ଯ୍ୟ ଦେଖି ଜଣେ ଯୁବକ ତାଙ୍କ ପାଖକୁ ଆସିଲେ।ତାଙ୍କୁ ସାହାର୍ଯ୍ୟ କରିବା ପାଇଁ।ଏହା ପରେ ସେ ପୋଲିସ ଙ୍କୁ ଖବର ଦେଇ ଥିଲେ।
ପୋଲିସ ବାବୁ ମାନେ ଘଟଣା ସ୍ଥଳ ରେ ପହଞ୍ଚି ମହିଳା ଙ୍କୁ ଉଦ୍ଧାର କରି ଥିଲେ।ଓ ତାଙ୍କ ବିଷୟ ରେ ତଦନ୍ତ ଆରମ୍ଭ କରି ଥିଲେ।ଯୁବକ ଜଣକ ତାଙ୍କୁ ନେଇ ଏବେ ମେଡିକାଲ ରେ ଭର୍ତି କରିଛନ୍ତି।ଯୁବକ ଙ୍କ ଏଭଳି କାମ କୁ କିଛି ଲୋକ ଖୁବ୍ ପସନ୍ଦ କରୁଛନ୍ତି।
ତେବେ ଆପଣ ମାନେ ଥରେ ଭାବନ୍ତୁ ଏଭଳି ଜଣେ ମାନସିକ ବି-କା-ର-ଗ୍ର-ସ୍ତ ମହିଳା ଙ୍କ ସହିତ ଏଭଳି ନିନ୍ଦନୀୟ କାମ କରିବା କେତେ ଦୂର ଠିକ୍ ହୋଇଚି।ଯେଉଁ ମାନେ ଏଭଳି କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଦଣ୍ଡ ଦେବା ଆବଶ୍ୟକ ବୋଲି ଏବେ କୁହା ଯାଉଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.