Movie prime

ଡ୍ୟୁଟି କରୁଥିବା ବେଳେ ହୋମଗାର୍ଡଙ୍କ ସହ ଘଟିଗଲା ଭୟଙ୍କର ଦୁ-ର୍ଘ-ଟ-ଣା ଦେଖନ୍ତୁ କଣ ହେଇଗଲା ଅଚାନକ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି ଏକ ଘଟଣା ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏହି ଖବର ଏବେ ସମସ୍ତଙ୍କୁ ଦୁଃଖ ଦେଇଛି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏକ ଦୁର୍ଘଟଣା ବିଷୟରେ ଜାଣିପାରିବେ ଯାହା ଆପଣ ଆଗରୁ କେବେ ଦେଖି ନଥିବେ । 
Bb
ବିପଦ କେତେବେଳେ ଆସିବ ସେକଥା କିଏ ଜାଣିଛି । ଏହି ଭିଡିଓ ଦେଖିଲେ ଆପଣମାନେ ଜାଣିପାରିବେ କି ବିପଦ ମାଡ଼ି ଆସେ ନ ଜଣାଇ ଆଉ ନକହି । ଚାହୁଁ ଚାହୁଁ ଘଟିଗଲା ଅଘଟଣ । କେହି କିଛି ବୁଝିବା ଆଗରୁ ଏଭଳି ଘଟି ଯାଇଥିଲା କାର୍ଯ୍ୟରତ ହୋମ ଗାର୍ଡ ଜଣକ ସହିତ ।
ଏହି ହୋମ ଗାର୍ଡ ଜଣକ କେବେ କଣ ଭାବିଥିବେ ତାଙ୍କ ସହିତ ଏଭଳି ଘଟଣା ଘଟିବ ବୋଲି । ସବୁଦିନ ଭଳି ସେ ମଧ୍ୟ ଗତକାଲି ନାଇଟ ଡ୍ୟୁଟି କରିବାକୁ ଯାଇଥିଲେ । ଆଉ ତାଙ୍କ ଉପରେ ଚଢ଼ିଗଲା କାର । 
ରାତି ଯେତେ ବଢ଼ି ଚାଲିଥିଲା ତାଙ୍କୁ ସେତେ ବିପଦ ମାଡ଼ି ଆସୁଥିଲା । ଚାହୁଁ ଚାହୁଁ ସବୁକିଛି ବଦଳି ଯାଇଥିଲା । ଏବେ ମରଣ ସହ ସଂଗ୍ରାମ କରୁଛନ୍ତି ଏହି ହୋମ ଗାର୍ଡ ଜଣକ । ଏହି ହୋମ ଗାର୍ଡ ଜଣକ ଏବେ ମେଡିକାଲ ବେଡ଼ରେ ପଡିଛନ୍ତି ।
Hh
ରାତି ସମୟରେ ଏଭଳି ଘଟଣା ଘଟିଥିଲା । ରାତି ସମୟରେ କିଟକିଟ ଅନ୍ଧାର ରାତିରେ ଏହି ଘଟଣା ଘଟିଥିଲା । ସେହି ସମୟରେ ଏକ କାର ୧୮ ନମ୍ୱର ବାରିପଦା ପଟୁ ଆସି ଝାଡଖଣ୍ଡ ଅଭିମୁଖେ ଯାଉଥିଲା। 
ଏହାପରେ କାର ଯାଉଥିବା ରାସ୍ତାରେ ବମ୍ବେ ଛକ ବଜାର ଉପରେ ଥିବା ଅର୍ଦ୍ଧ ନିର୍ମିତ ଓଭର ବ୍ରିଜ ନିକଟରେ ଭାରସାମ୍ୟ ହରାଇ ବସିଥିଲା କାର । ଆଉ ଏହାପରେ ଏହି କାର ଆସି ହୋମ ଗାର୍ଡ ଜଣଙ୍କ ଉପରେ ଚଢ଼ି ଯାଇଥିଲା ।
ତାଙ୍କୁ କାର ଲହୁ ଲୁହାଣ କରି ପାଖରେ ଥିବା ଏକ ଦୋକାନ ଭିତରକୁ ପଶି ଯାଇଥିଲା । ଏହି ହୋମ ଗାର୍ଡ ଜଣକ ହେଉଛନ୍ତି ଲିଟୁ ମହାନ୍ତି । ଆଉ ହୋମ ଗାର୍ଡ ଜଣକ ଦୁର୍ଘଟଣା ସ୍ଥାନରେ ଗୁରୁତର ହୋଇ ଯାଇଥିଲେ । ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।