Movie prime

କ୍ୟାମେରାରେ ମାଟି ଲଗାଇ ଘଟାଇ ଦେଲେ ଭୟଙ୍କର ଦୁ-ର୍ଘ-ଟ-ଣା ଦେଖନ୍ତୁ କେମିତି ହେଲା ଏହି ସାଙ୍ଘାତିକ ଚୋରି

 
Gh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Jj
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଦୁଖଃଦ ଖବର ସାମ୍ନାକୁ ଆସିଛି।
ବନ୍ଧୁଗଣ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା, ଉତ୍କର୍ଷ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କରେ ପଶିଲେ ଚୋର। ଷ୍ଟ୍ରଙ୍ଗ ରୁମକୁ ଭାଙ୍ଗି ନପାରି, ଖାଲି ହାତରେ ଫେରିଲେ ଚୋର।
Gv
କାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ସିସିଟିଭି କ୍ୟାମେରାରେ ମାଟି ଲଗାଇ ବ୍ୟାଙ୍କକୁ ଲୁଟିବାକୁ ବସିଥିଲେ। ତାଲା ଭାଙ୍ଗି ସିନା ବ୍ୟାଙ୍କ ଭିତରକୁ ପସିଗଲେ କିନ୍ତୁ ଷ୍ଟ୍ରଙ୍ଗ ରୁମକୁ ଭାଙ୍ଗି ପାରିଲେ ନାହିଁ। 
ଲୁଟି କରିବାରେ ଦୁର୍ବୃତ୍ତ ମାନେ ବିଫଳ ହେଇଥିଲେ। ଶେଷରେ ଚୋର ମାନଙ୍କୁ ଖାଲି ହତାରେ ଫେରିବାକୁ ପଡ଼ିଥିଲା। ସକାଳେ ଯେତେବେଳେ ବ୍ୟାଙ୍କ ମ୍ୟାନେଜର ବ୍ୟାଙ୍କକୁ ଆସନ୍ତି ସେତେବେଳେ ସିସିଟିଭି କ୍ୟାମେରାରେ ମାଟି ଲାଗିଥିବା ଦେଖିବାକୁ ପାଇଥିଲେ।
ତା'ପରେ ସଙ୍ଗେ ସଙ୍ଗେ ଥାନାକୁ ଯାଇଥିଲେ ବ୍ୟାଙ୍କ ମ୍ୟାନେଜର। ଆଉ ବ୍ୟାଙ୍କରେ ଚୋରୀ ଉଦ୍ୟମ ହୋଇଥିବା ଅଭିଯୋଗ କରିଥିଲେ। ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.