Movie prime

ଧନ୍ୟ ରେ କଳିଯୁଗ ର ଯୋଗ୍ୟ ସନ୍ତାନ...ସାମାନ୍ୟ ସମ୍ପତ୍ତି ପାଇଁ ବାପା କୁ ଗାଆଁ ଦାଣ୍ଡ ରେ ବାଡେଇଲା

 
Yu
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆପଣ ମାନେ ସମସ୍ତେ ଜାଣି ଥିବେ ବାପା ମା ମାନେ ପିଲା ଙ୍କ ପାଇଁ ବୋଝ ହୋଇ ଯାଉଛନ୍ତି।ଯେଉଁ ବାପା ମା କୋଳେଇ କାଖେଇ ଏତେ ବଡ କଲେ।ଆଜି ସେହି ପୁଅ ବାପା ଙ୍କୁ ମାରି ଘରୁ ବିଦା କରିଛି।
ଆଜି ଆମେ ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ରହାଣ ପଞ୍ଚାୟତ ରେ।ଜଣେ ବାପା ନିଜ ପୁଅ ବିଷୟ ରେ କହିବାକୁ ଯାଇ ଏପରି କିଛି କହି ଦେଇଛନ୍ତି।ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଛନ୍ତି।
Gg
ସୂଚନା ଅନୁସାରେ ସେଠାରେ ବାଗେଶ୍ଵର ମଲ୍ଲିକ ନାମକ ଜଣେ ବ୍ୟକ୍ତି ପ୍ରଶାନ୍ତ ନାମକ ଜଣକ ମେସ ଆଗରେ ପଡ଼ି ରହି ଥିଲେ।ପ୍ରଶାନ୍ତ ମେସ ର ପିଲା ମାନଙ୍କ ସହାୟତା ରେ ସେହି ବୃଦ୍ଧ ଙ୍କୁ ମେଡିକାଲ ରେ ଭର୍ତି କରି ଥିଲେ।
ତାଙ୍କୁ ଖାଇବାକୁ ଦେଇ ଥିଲେ ଓ ରହିବାକୁ ଦେଇ ଥିଲେ।ଏହା ପରେ ତାଙ୍କ ପୁଅ ଆସି ତାଙ୍କୁ ନେଇ ଯାଇ ଥିଲେ।ତାଙ୍କ ପୁଅ ର ନାମ ହେଉଚି ବିଭୂତି ମଲ୍ଲିକ।ଯିଏ କି ସବୁବେଳେ ନିଜ ବାପା ଙ୍କୁ ମଦ ପିଇ ପିଟି ଥିଲା।
Hu
ସେ ନିଜ ସ୍ତ୍ରୀ ଓ ପିଲା ଙ୍କୁ ମଧ୍ୟ ଘରୁ ବାହାର କରି ଦେଇ ଥିଲା।ଏହା ପରେ ନିଜ ବାପା ଙ୍କୁ ନେଇ।ପୁଣି ଥରେ ମାରି ଥିଲା। ମଦ ପିଇ ଘର କୁ ଆସି ତାଙ୍କ ବାପା ଙ୍କୁ ଗୋଇଠା ବିଧା କରୁଥିଲେ।ଏଥିରେ ତାଙ୍କ ବାପା ଙ୍କ ଦେହ ବହୁତ ଖରାପ ହୋଇ ଯାଇ ଥିଲା।
ଏହା ପରେ ପ୍ରଶାନ୍ତ ତାଙ୍କୁ ନେଇ ମେଡିକାଲ ଯାଇ ଥିଲେ।ସେଠାରୁ ସେମାନେ ସିଧା ଥାନା କୁ ଯାଇ ଥିଲେ।ବିଭୂତି ଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଥିଲେ।ଏହି ଅଭିଯୋଗ କୁ ନେଇ ବାଗେଶ୍ୱର ଙ୍କୁ ପଚରା ଯିବାରୁ ସେ କହିଥିଲେ କି ସେ ତାଙ୍କ ପୁଅ ଙ୍କ ପାଖରେ ରହିବେ ନାହି।
ତାଙ୍କ ପୁଅ ସବୁଦିନ ମଦ ପିଏ।ନିଜ ସ୍ତ୍ରୀ ପିଲା ଙ୍କୁ ଘରୁ ବାହାର କରି ଦିଏ।ମୋତେ ସବୁବେଳେ ଖୁବ୍ ମାରେ।ଏହି ପିଲା ମାନେ ମୋ ଜୀବନ ରକ୍ଷା କରିଛନ୍ତି।
ମୁଁ ଏମାନଙ୍କୁ କେବେ ବି ଭୁଲିବି ନାହି।ମୁଁ ଏଠାରେ ବହୁତ ଖୁସି ଅଛି।ଭଗବାନ ସବୁବେଳେ ଏହି ପିଲା ମାନଙ୍କୁ ଭଲ ରେ ରଖନ୍ତୁ ବୋଲି।ସେ କହିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.