Movie prime

ନାବାଳିକା ଝିଅ କୁ ଜ-ବ-ର-ଦସ୍ତି ବ-ଳା-ତ୍କା-ର କଲା ଯୁବକ..ପରେ ସୁଯୋଗ ଦେଖି ହେଇଗଲା ଫେରାର...

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ମାଆ ନିଜ ପିଲା ମାନଙ୍କୁ ନେଇ ମେଡିକାଲ କୁ ଚିକିତ୍ସା କରାଇବା ପାଇଁ ଆସିଥିଲେ। ତାଙ୍କର ସହ ତାଙ୍କର ଏକ ପାଗେଳି ଝିଅ ମଧ୍ୟ ଥିଲା।
ପୁଅର ଦେହ ଖରାପ ବୋଲି ତାଙ୍କୁ ଡ଼ାକ୍ତର କହିଥିଲେ କି ତାଙ୍କ ପୁଅକୁ ମାସକୁ ମାସ ରକ୍ତ ଲାଗିବ ବୋଲି। ଆଉ ରକ୍ତ ନ ଲାଗିଲେ ତାଙ୍କର ପୁଅ କୁଆଡେ ମରିଯିବ ବୋଲି। ଏକଥା ଶୁଣିବା ପରେ ସେହି ମାଆ ର ମୁଣ୍ଡ ଆଉ କିଛି କାମ କରି ନଥିଲା।
Bb
ସେଥିପାଇଁ ସେ ତାଙ୍କର ଝିଅକୁ ଶିଶୁ ବିଭାଗରେ ବସାଇ ଦେଇଥିଲେ। ଏହାପରେ ସେ ତାଙ୍କର ପୁଅକୁ ନେଇ ତଳକୁ ଚାଲି ଆସିଥିଲେ। ପୁଅ ଦେହରେ ମଧ୍ୟ ସେହି ସମୟରେ ରକ୍ତ ଦିଆ ଚାଲିଥାଏ ଆଉ ସେହି
ସମୟରେ ରାକ୍ଷସ ଡ଼ାକ୍ତର କେଉଁଠାରେ ଥିଲା ଯେ ସେ ତାଙ୍କର ନାବାଳିକା ଝିଅ ଉପରେ ଆଖି ପକାଇ ଦେଇଥିଲେ। ଆଉ ତାଙ୍କର ଏହି ପାଗଳି ଝିଅ ଡ଼ାକ୍ତର ର କିଛି ଉଦ୍ଦେଶ୍ୟ ମଧ୍ୟ ଆଦୌ ବୁଝି ପାରୁ ନଥିଲା।
Hh
ସେହି ଡ଼ାକ୍ତର ତାଙ୍କ ଝିଅକୁ ଦୁ-ଷ୍କ-ର୍ମ କରି ତାଙ୍କ ପେଟରେ ଛୁଆ ରଖି ଦେଇଥିଲା। ତାଙ୍କ ପାଖରେ ମଧ୍ୟ ସାହାରା ବୋଲି ଆଦୌ କେହି ହେଲେ ମଧ୍ୟ ନାହାଁନ୍ତି। ପୁଅର ଚିକିତ୍ସା କରିବା ଆଶା ରେ ସେ
ହସ୍ପିଟାଲ ଆସିଥିଲେ ମାତ୍ର ସେ ରାକ୍ଷସ କବଳରୁ ତାଙ୍କ ଝିଅକୁ ସେ ରକ୍ଷା କରି ପାରି ନଥିଲେ। ଆଉ ଶେଷରେ ତାଙ୍କର ଝିଅ ଗ-ର୍ଭ-ବ-ତୀ ହୋଇ ଯାଇଥିଲା। ଏକଥା ନେଇ ଏହି ଅସହାୟ ମାଆ ଜଣକ ସବୁ କଥା ପୋଲିସ କୁ ମଧ୍ୟ ଜଣାଇ ଥିଲେ।
ପୋଲିସ୍ ମାନେ ମଧ୍ଯ ସେହି ରାକ୍ଷସ କୁ ଗିରଫ କରି ଥାନା କୁ ନେଇ ଯାଇଥିଲେ। ହେଲେ ଡ଼ାକ୍ତର କହିଥିଲେ ଯଦି ସେ ଝିଅ ପେଟରୁ ଛୁଆ ଟିକୁ ମାରିଦେବେ ତେବେ ତାଙ୍କର ଝିଅ ମଧ୍ୟ ମରିଯିବ ବୋଲି।
ଏହାପରେ ସେ ତାଙ୍କୁ ସାଙ୍ଗରେ ଧରି ରହିଥିଲେ। ଏବେ ସେ ଦୁଃଖରେ ଦିନ କାଟୁ ଥିବା ବେଳେ ତାଙ୍କର ବେକରେ ବନ୍ଧା ହୋଇଛନ୍ତି ଦୁଇ ଦୁଇଟି ବିକଳାଙ୍ଗ ଛୁଆ ସହିତ ଏକ ନିରୀହ କଅଁଳ ଛୁଆ। ବଲାଙ୍ଗୀର ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.