Movie prime

ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ଚାଞ୍ଚଲ୍ୟ କର ବୟାନ!! କହିଲେ ସେ ସବୁ ଅଭିନେତ୍ରୀ ମାନଙ୍କ ଠାରୁ ଭିନ୍ନ.....

 
Special report
ଓଡ଼ିଆ ଲୋକମାନେ ଓଡ଼ିଆ ମେଗା ଧାରାବାହିକ ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି।ଏବଂ ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତା ଆଉ ଅଭିନେତ୍ରୀ ମାନଙ୍କ ଅଭିନୟ କୁ ମଧ୍ୟ ବହୁତ ପସନ୍ଦ କରିଥାନ୍ତି।
ନିଜକୁ ସବୁ ହିରୋଇନ୍ ମାନଙ୍କ ଠାରୁ ଅଭିନେତ୍ରୀ ଅର୍ଚ୍ଚିତା ଭିନ୍ନ ବୋଲି କହିଛନ୍ତି।ଆପଣମାନେ ଅଭିନେତ୍ରୀ ଅର୍ଚ୍ଚିତା ମହାନ୍ତି ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।
Special report
ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀ ଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ସେ ଅନେକ ଧାରାବାହିକ ରେ ଅଭିନୟ କରିଛନ୍ତି।ସବୁ ଧାରାବାହିକ ରେ ତାଙ୍କର ଲିଡ଼ ଚରିତ୍ର କୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି।
ତାଙ୍କର ସୁନ୍ଦର ଅଭିନୟ ଦ୍ଵାରା ସେ ଓଡ଼ିଶାର ଘରେ ଘରେ ପରିଚିତ ଚେହେରା ହୋଇ ପାରିଛନ୍ତି।ତେବେ ଧାରାବାହିକ ପରେ ବର୍ତମାନ ସେ ଏକ ସିନେମା ରେ ନଜର ଆସିବାକୁ ଯାଉଛନ୍ତି।
ଆଉ ସମସ୍ତ ଦର୍ଶକ ମାନଙ୍କ ଭଲ ପାଇବା ଯୋଗୁ ସେ ଛୋଟ ପରଦା ରୁ ବଡ଼ ପରଦା ରେ ନଜର ଆସିବାକୁ ଯାଉଛନ୍ତି ବୋଲି ଅଭିନେତ୍ରୀ ଅର୍ଚ୍ଚିତା ମହାନ୍ତି କହିଛନ୍ତି।ତେବେ ସେହି ଚଳଚ୍ଚିତ୍ର ର ନାମ ହେଉଛି ଇନ୍ସପେକ୍ଟର ସନା।
Special report
ଆଉ ତାଙ୍କର ଏହି ନୂଆ ସିନେମା କୁ ଦେଖିଲେ ଲୋକମାନେ ହସି ହସି ବେଦମ୍ ହୋଇଯିବେ ବୋଲି ସେ କହିଛନ୍ତି।ଏମିତି କି ଅଭିନେତ୍ରୀ ଅର୍ଚ୍ଚିତା ମହାନ୍ତି ନିଜେ ମଧ୍ୟ ସୁଟିଂ ସମୟରେ ବହୁତ ହସି ଛନ୍ତି।
ଆଉ ଫିଲ୍ମକୁ ନେଇ କହିଛନ୍ତି ଯେ ଏହି ଫିଲ୍ମ କୁ ଦେଖିଲେ ଆପଣମାନେ ବହୁତ ହସିବେ।ଆଉ ଆପଣଙ୍କର ପଇସା ମଧ୍ୟ ବ୍ୟର୍ଥ ଯିବ ନାହିଁ।ବର୍ତମାନ ପର୍ଯ୍ୟନ୍ତ ସେ ଯେତେ ବି ନାୟିକା ଭୂମିକାରେ ଅଭିନୟ କରିଛନ୍ତି
 ଏହି ନାୟିକା ଚରିତ୍ର ଟି ପୁରା ପୁରି ଅଲଗା ପ୍ରକାରର ବୋଲି ଅଭିନେତ୍ରୀ ଅର୍ଚ୍ଚିତା କହିଛନ୍ତି।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.