Movie prime

ଅଚାନକ ଷ୍ଟେଜ ଉପରେ ଚଢ଼ି ଲୋକ ମାନଙ୍କୁ ଏମିତି କଣ କହିଦେଲେ ଅନୁଭବ ! ଆଜି ମୁ ଯଦି ଖଳନାୟକ ହୋଇଛି କେବଳ ତମ ମାନଙ୍କ ପାଇଁ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଓଡ଼ିଶା ର ସୁପରଷ୍ଟାର ଅନୁଭବ ମହାନ୍ତି ଏବେ ସୋସିଆଲ ମିଡିଆରେ କେତେ ଚର୍ଚ୍ଚା ରେ ରହୁଛନ୍ତି।ନିଜ ପାରିବାରିକ ବିବାଦ କୁ ନେଇ ଏବେ ତାଙ୍କ ବିଷୟ ରେ ଅନେକ କଥା ଶୁଣିବାକୁ ମିଳୁଛି।
Special report
ଏବେ ସେ ତାଙ୍କ ଫ୍ୟାନସ ମାନଙ୍କ ପାଇଁ ଏକ ଖୁସି ର ଖବର ନେଇ ଆସିଛନ୍ତି।ତାଙ୍କର ଏକ ନୂତନ ଫିଲ୍ମ ଏଥର ଦଶହରା ରେ ରିଲିଜ୍ ହୋଇଛି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି।ଏହି ଫିଲ୍ମ ଟି ତାଙ୍କର ଏବେ ବହୁତ ଚର୍ଚ୍ଚା ରେ ରହିଛି।
ନିକଟ ରେ ସେ ଏକ ଷ୍ଟେଜ ଶୋ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ତାଙ୍କୁ ଦେଖିବା ପାଇଁ ଅନେକ ସଂଖ୍ୟା ରେ ଲୋକ ଙ୍କ ମଧ୍ୟ ରେ ଭିଡ ଜମି ଥିଲା।ହଜାର ହଜାର ସଂଖ୍ୟାରେ ଲୋକ ମାନେ ସେଠାରେ ଉପସ୍ଥିତ ଥିଲେ।
ଏଥିରୁ ଜଣା ପଡ଼ୁଚି ଯେ ଲୋକ ମାନେ ତାଙ୍କୁ କେତେ ପସନ୍ଦ କରନ୍ତି।ସେ ଏହି ଷ୍ଟେଜ ଶୋ ରେ ବହୁତ ଭାଷଣ ଦେଲେ।ଓ ଲୋକ ମାନେ ତାଙ୍କ ଭାଷଣ ରେ ବହୁତ ଖୁସି ହୋଇ ଗଲେ।ପରେ ସେ ନିଜକୁ ଏକ ଖଳ ନାୟକ କହିଥିଲେ।
Special report
ଓ ଲୋକ ମାନେ ତାଙ୍କୁ ନାୟକ ସଜାଇଛନ୍ତି ବୋଲି କହିଥିଲେ।ଏବେ ସେ ସବୁବେଳେ ଚର୍ଚ୍ଚା ରେ ରହୁଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି କି ନିଜ ପିତା ମାତା ଙ୍କୁ ସମ୍ମାନ ଦିଅ।ତାଙ୍କ ଆଶ୍ରିର୍ବାଦ ରେ ତମେ ମାନେ ବହୁତ ଆଗକୁ ଯାଇ ପାରିବ।
ଏହା ପରେ ସେ କହିଥିଲେ କି କିଛି ଲୋକେ ତାଙ୍କୁ ଖରାପ କରିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି ହେଲେ ତାଙ୍କ ପ୍ରତି ଲୋକ ଙ୍କ ଭଲ ପାଇବା ସେପରି ରହି ଅଛି।ଆଗକୁ ତାଙ୍କର ଆହୁରି ଭଲ ଭଲ ଫିଲ୍ମ ଆସିବ।
ଏବେ ସେ ନିଜ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାଇଁ ଚର୍ଚ୍ଚା ରେ ରହୁଛନ୍ତି। ଛାଡ ପତ୍ର ମାମଲା କୁ ନେଇ ଏବେ ବହୁତ କଥା ତାଙ୍କୁ କୁହା ଯାଉ ଅଛି।ଆଗକୁ ଦେଖି ବାକୁ ବାକି ରହିଲା ସେ କେବେ ତାଙ୍କ ପତ୍ନୀ ଓ ପରିବାର ସହିତ ଖୁସି ରେ ରହୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.