Movie prime

ଅଧା ରାତି ରେ ମହିଳା ପୋଲିସ କୁ ଚୁମା ଦେବା ଦେଖିଦେଲେ ବଡ଼ ଅଫିସର ଆଉ ତାପରେ ଯାହା ହେଲା...

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟ ରେ ଯୁବକ ମାନେ ନିଜ ଦେହ ର ସୁଖ କୁ ମେଣ୍ଟାଇବା ପାଇଁ କିଛି ବି କରି ଦେଉଛନ୍ତି।ସେମାନେ ଥରେ ହେଲେ ବି ନିଜ ପରିବାର କଥା ଭାବୁ ନାହାନ୍ତି।
Special report
ଆମେ ଆଜି ସେଭଳି ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ସୁନ୍ଦରୀ ଯୁବତୀ ଙ୍କୁ ଦେଖି ତାଙ୍କ ପ୍ରେମ ରେ ପଡ଼ି ଯାଇଥିଲା ଯୁବକ।ଏହା ପରେ ଯାହା କିଛି ଘଟିଲା ଆପଣ ମାନେ ଶୁଣିଲେ ବିଶ୍ଵାସ କରି ପାରିବେ ନାହିଁ।ଯୁବକ ମାନେ ଏଭଳି କାମ କରିବାକୁ ଆଉ ଜୀବନ ରେ କେବେ ଇଚ୍ଛା କରିବେ ନାହିଁ।
ସୂଚନା ଅନୁସାରେ ଯୁବକ ଜଣକ ପ୍ରାୟ ସବୁବେଳେ ରାସ୍ତା କଡ ରେ ଅନ୍ଧାର ରାତି ରେ ଠିଆ ହୋଇ ଥିବା ଯୁବତୀ ମାନଙ୍କୁ ହଇରାଣ କରି ଥାଏ।ନିଜ ଦେହ ର ସୁଖ କୁ ମେଣ୍ଟାଇବା ପାଇଁ ଚେଷ୍ଟା କରି ଥାଏ।
ତାଙ୍କୁ ଯୁବତୀ ମାନଙ୍କୁ ନିଜ ପ୍ରେମ ଜାଲ ରେ ଫସାଇ ନିଜ ଘର କୁ ନେଇ ଆସି ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖି ଥାଏ।କିଛି ଝିଅ ଙ୍କ ସହିତ ସେ ଜୋର୍ ଜବରଦସ୍ତି କରି ଥାଏ।ହେଲେ ସବୁବେଳେ ସମୟ ସମାନ ନ ଥାଏ।ଏମିତି ଏକ ଘଟଣା ଦିନେ ଯୁବକ ଙ୍କ ସହିତ ଲାଗି ଥିଲା କି ଶେଷ ରେ ନିଜ ଭୁଲ ପାଇଁ ମାଡ ଖାଇବାକୁ ପଡ଼ିଲା ଯୁବକ ଙ୍କୁ।
Special report
ରାସ୍ତା କଡ଼ରେ ଜଣେ ଯୁବତୀ ଚିକିମିକିଆ ଶାଢ଼ୀ ପିନ୍ଧି ମୁଣ୍ଡ ରେ ଫୁଲ ଦେଇ ଠିଆ ହୋଇ ଥିଲେ।ଦେଖିବାକୁ ବହୁତ ସୁନ୍ଦର ଥିଲେ।ଏହି ସମୟ ରେ ସେହି ଯୁବକ ଜଣକ ରାସ୍ତା ରେ ଆସୁ ଥିଲେ।ଯୁବତୀ ଙ୍କୁ ଦେଖି ତାଙ୍କ ପାଖକୁ ଆସି ଥିଲେ।
ତାଙ୍କ ସହିତ କଥା ହୋଇ ଶା-ରୀ-ରି-କ ସମ୍ପର୍କ ରଖିବାକୁ ଚେଷ୍ଟା କରୁ ଥିଲେ।ଯୁବତୀ ଜଣକ ତାଙ୍କ କଥା ରେ ରାଜି ହୋଇ ଯାଇ ଥିଲେ।ଏହାର କିଛି ସମୟ ପରେ ଯୁବତୀ ଜଣକ ନିଜ ଅସଲ ରୂପ ଦେଖାଇ ଥିଲେ।ସେ ଜଣେ ପୋଲିସ ଅଫିସର ଥିଲେ।
ଏହି ଯୁବକ ଙ୍କୁ ଧରିବା ପାଇଁ ସେ ଅନେକ ଦିନ ରୁ ଚେଷ୍ଟା କରୁଥିଲେ।ଶେଷ ରେ ନିଜ ପ୍ରେମ ଜାଲ ରେ ଯୁବକ ଙ୍କୁ ଫସାଇ ଧରି ପକାଇ ଥିଲେ।ଏହା ପରେ ଅନ୍ୟ ପୋଲିସ ମାନେ ସେହି ସ୍ଥାନ ରେ ପହଞ୍ଚି ଯୁବକ ଙ୍କୁ ଧରି ପକାଇ ଥିଲେ।
ତାଙ୍କୁ ଖୁବ୍ ପିଟି ଥିଲେ।ତେବେ ଆପଣ ମାନେ କୁହନ୍ତୁ ପୋଲିସ ଅଧିକାରୀ ଏପରି କରି ଠିକ୍ କରିଛନ୍ତି ନା ଭୁଲ କରିଛନ୍ତି।ଏଭଳି ଯୁବକ ମାନଙ୍କୁ ଦଣ୍ଡ ଦିଆ ଯିବା ଉଚିତ ନା ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.