Movie prime

ଚାକରାଣୀ ସହ ଅ-ନୈ-ତି-କ କାଣ୍ତ କରି ମାଲିକ ଫେରାର..ଶେଷରେ ଘର ଆଗରେ ବସିଲା ଧର୍ଷିତା ଚାକରାଣୀ..

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜିକାଲି ପଇସାର ରାଜୁତି ସବୁଆଡେ ଚାଲିଛି। ଯାହା ପାଖରେ ପଇସା ଅଛି ସେ ଇନ୍ଦ୍ର ଚନ୍ଦ୍ର କିଛି ମାନୁ ନାହିଁ।
ସେମାନେ ପଇସା ଅଛି ମାନେ କୋଉଟା ଭୁଲ୍ କୋଉଟା ଠିକ୍ ତାହା ଜାଣି ପାରୁ ନାହାଁନ୍ତି। ଖାଲି ଜାଣିଛନ୍ତି ତ ତାହା ହେଉଛି ଅବହେଳିତ ମାନଙ୍କ ଉପରେ ସେ କିପରି ଅତ୍ୟାଚାର କରିବେ। ଆଜ୍ଞା ହଁ ବର୍ତ୍ତମାନ ଜଣେ ଝିଅ ସହ ଏଭଳି କିଛି ଘଟି ଯାଇଛି।
Hh
ଝିଅଟି ଖୁବ ଗରିବ ଘରର ଥିଲା। ତା ବାପା ଙ୍କୁ କିଛି କାମ ମଧ୍ୟ ମିଳୁ ନଥିଲା।ଏଥି ସହ ମାଆ ଦେହ ମଧ୍ୟ ଖରାପ୍ ଥିଲା। ସବୁବେଳେ ଖୋଜି ବୁଲୁଥିଲା କାମ ଖଣ୍ଡେ କେମିତି ପାଇବ ଯାହା ଦ୍ବାରା ତାର ପରିବାର ର ସବୁ ଦୁଃଖ କଷ୍ଟ ଯେମିତି ଦୂର ହୋଇ ଯିବ।
ହେଲେ ତାକୁ କାମ ମିଳୁ ନଥିଲା।ବାପା ଙ୍କ ପାଖରୁ ଜମିଦାର ଘରର ବାବୁ କଥା ଶୁଣୁ ଥିଲା। ଏହା ଶୁଣି ଶୁଣି ଦିନେ ସେ ସ୍ତିର କଲା କି ଜମିଦାର ଘରକୁ କାମ ପାଇଁ ଯିବ।
ହେଲେ ମାଆ ଯେତେବେଳେ ଏକଥା ଜାଣିବାକୁ ପାଇଲା ସେତେବେଳେ ସେ ତାର ଝିଅ କୁ ସଫାସଫା ସେଠାକୁ ଯିବା ପାଇଁ ମନା କରିଦେଲା। ହେଲେ ଝିଅଟି ଭାବିଲା କି ବୋଧ ହୁଏ ମାଆ କୁ ତାର ପରଘରେ କାମ କରିବା ପସନ୍ଦ ନୁହେଁ।
Hh
ସେଥିପାଇଁ ତାର ମାଆ ତାକୁ ମନା କରୁଛି। ହେଲେ ପ୍ରକୃତରେ ସେହି ଜମିଦାର ର ଉଦ୍ଦେଶ୍ୟ ଭଲ ନଥିଲା। ସେ ଝିଅ ମାନଙ୍କ ଉପରେ ଖୁବ୍ ଖରାପ ନଜର ମଧ୍ୟ ପକାଉ ଥିଲା।
ହେଲେ ଝିଅ ଜମିଦାର ଘରକୁ ଯାଇଥିଲା। ବାପା ଯେତେବେଳେ ଘରକୁ ଫେରିଲା ଦେଖିଲା ଗୋଟେ ଝିଅ ଗାଁ ପାହାଡ଼ ଗଛ ତଳେ ବେକରେ ଦୌଡି ଦେଇ ମ-ରି ଯାଇଛି। ଘରେ ଆସି ଯେତେବେଳେ ଝିଅ ଝୁମୁରି କୁ ଖୋଜିଲା ସେତେବେଳେ ତାର ଝିଅ ଆଉ ମିଳିଲା ନାହିଁ।
ଏହାପରେ ବାହାର ରୁ ଜଣେ ଲୋକ ଆସି କହିଲା ଜମିଦାର ତାର ଝିଅକୁ ଦୁ-ଷ୍କ-ର୍ମ କରି ତାକୁ ମା-ରିଦେଇ ଗଛରେ ଟଙ୍ଗାଇ ଦେଇଛି। ଆଉ ବାପା ସ୍ଥିର କରିଲା ଶେଷ ନିଃଶ୍ୱାସ ଯାଏଁ ତାର ଝିଅ କୁ ନ୍ୟାୟ ଦେବା ପାଇଁ ସେ ଲଢେଇ କରିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.