Movie prime

ବାପା ମ-ରି-ଗ-ଲା ପରେ ସେ ପୁଅ ମତେ ଭଲ ପାଇଲା,ଦେହ ର ଫାଇଦା ନେଇ ମତେ ଛାଡିଦେଲା..

 
Vv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Gg
ତେବେ ବନ୍ଧୁଗଣ ମହିଳା ଜଣଙ୍କ ଯେଉଁ ଯୁବକଙ୍କ ନାରେ ଅଭିଯୋଗ କରିଛନ୍ତି ତାଙ୍କ ନାଁ ହେଉଛି ହ୍ୟୁମାନ ସାଗର ବେହେରା। ଆଉ ତାଙ୍କ ଘର ହେଉଛି ଦୁମଡି ବନ୍ଧ। ଏବଂ ଯୁବକ ଜଣଙ୍କ ଯୁବତୀଙ୍କୁ ମାନସିକ ଆର୍ଥିକ ନି-ର୍ଯା-ତ-ନା ଦେଉଥିଲେ।
ଯୁବକ ଜଣଙ୍କ ଯୁବତୀଙ୍କ ଠାରୁ ବହୁତ ପଇସା ପତ୍ର ନେଇକି ତାଙ୍କୁ ମାରଧର ମଧ୍ୟ କରୁଥିଲେ। ଯେତେବେଳେ ଯୁବତୀ ଜଣଙ୍କ ସୁରକ୍ଷା ପାଇଁ ପୋଲିସଙ୍କ ପାଖକୁ ଯାଇଥିଲେ ସେତେବେଳେ ଯୁବକ ଜଣକ ଧମକ ଦେଇଥିଲେ।
Vv
ତେବେ ବନ୍ଧୁଗଣଯୁବତୀ ଗଣମାଧ୍ୟମ ଆଗରେ କହିଛନ୍ତି ତାଙ୍କୁ ଯଦି ନ୍ୟାୟ ପ୍ରଦାନ କରାଯିବ ତାହାଲେ ମୁ ଧନ୍ୟ ମନେ କରିବି ବୋଲି କହିଛନ୍ତି। ଯୁବକ ଏବଂ ଯୁବତୀ ଉଭୟ ଦୁଇଜଣ ଗୋଟିଏ କ୍ଲାସରେ ପଢୁଥିଲେ।
ଆଉ ଯେତେବେଳେ ଯୁବତୀ ଜଣଙ୍କ ୨୦୧୯ ମସିହାରେ ଭୁବନେଶ୍ୱରକୁ ଚାକିରୀ କରିବାକୁ ଆସିଥିଲେ ସେତେବେଳେ ଯୁବତୀଙ୍କ ବାପାଙ୍କର ମୃ-ତ୍ୟୁ ହୋଇଯାଇଥିଲା। ତା'ପରେ ଯୁବକ ଜଣଙ୍କ ଯୁବତୀଙ୍କୁ ଫୋନ କରି ଆସ୍ୱାସନ୍ ଦେଇଥିଲେ।
ଯୁବତୀଙ୍କ ଉଲଗ୍ନ ଅବସ୍ଥାର ଫୋଟ ମଧ୍ୟ ଯୁବକ ରଖିଥଲେ। ଆଉ ମାନସିକ ଆର୍ଥିକ ନି-ର୍ଯା-ତ-ନା ଦେଇଥିଲେ। ଯୁବକ ଜଣକ ଯୁବତୀଙ୍କୁ ଥାନାର ଦ୍ୱାରସ୍ଥ ହେବାକୁ ବିରୋଧ କରୁଛନ୍ତି।
ଯେତେବେଳେ ଯୁବତୀ ଜଣକ ଯୁବକଙ୍କ ରୁମକୁ ଯାଇଥିଲେ ସେତେବେଳେ ସେ ନିଶାଦ୍ରବ୍ୟ ଦେଇ ତାଙ୍କ ଫାଇଦା ଉଠାଇଥିଲା। ଯୁବତୀ ଜଣକ କହିଛନ୍ତି ଯେ ସେ ଚାହୁଁଛି ତାଙ୍କୁ ନ୍ୟାୟ ମିଳୁ ବୋଲି। ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ଯୁବତୀ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.