Movie prime

ଦାଦା କୁ ଜୀବନ ରୁ ଶେଷ କରି..ଖୁଡି କୁ ଜବରଦସ୍ତି ଧ-ର୍ଷ-ଣ କଲା ପୁତୁରା..

 
Vh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍ୱାମୀକୁ ଛାଡ଼ି ନିଜ ପୁତୁରା ପ୍ରେମରେ ସଂପୂର୍ଣ୍ଣ ଭାବରେ ବାୟାଣୀ ହୋଇ ଯାଇଥିଲା ସ୍ତ୍ରୀ। ଶେଷରେ ସେହି ପୁତୁରା ପ୍ରେମରେ ନିଜର ଜନ୍ମ କଲା ଛୁଆ ସହ ଏଭଳି କରିବ ବୋଲି କେହି ହେଲେ ମଧ୍ୟ ଏହା ଭାବି ନଥିଲେ।
ସ୍ୱାମୀ ନଥିବା ଦେଖି ନିଜର ପୁତୁରା ପ୍ରେମରେ ପଡ଼ି ଯାଇଥିଲା ସ୍ତ୍ରୀ। ଏପଟେ ନିଜର ସ୍ୱାମୀ ସହ ସମୟ ବିତାଉ ଥିବା ବେଳେ ସେପଟେ ନିଜର ପୁତୁରା ସହ ମଧ୍ୟ ସମୟ ବିତାଉ ଥିଲା।
Hh
୪୦ ବର୍ଷର ଖୁଡି କୁ ୨୦ ବର୍ଷର ପୁତୁରା ଦୁହେଁ ଦୁହିଁଙ୍କ ପ୍ରେମରେ ସଂପୂର୍ଣ୍ଣ ଭାବରେ ପାଗଳ ହୋଇ ଯାଇଥିଲେ। ହେଲେ ଦୁହିଁଙ୍କ ପ୍ରେମ ଧରା ପଡ଼ି ଯାଇଥିଲା। ସୁଚନା ମୁତାବକ ସୁରେଖା ନାମରେ ମହିଳା ଜଣକ ରାଜେଶ ନାମକ ଏକ ଯୁବକକୁ ବିବାହ କରିଥିଲା।
ଯିଏକି ପେଶାରେ ଜଣେ ଟ୍ରକ୍ ଡ୍ରାଇଭର ଥିଲା। ସେ ଅଧିକାଂଶ ସମୟରେ ଘରେ ରହୁ ନଥିଲେ। ଯେଉଁଥି ପାଇଁ ସୁରେଖା କଅଁଳିଆ ପୁତୁରା ଦେଖି ପ୍ରେମରେ ପାଗଳ ହୋଇ ଯାଇଥିଲା।
ସ୍ଵାମୀ ନଥିବା ସମୟରେ ସେ ତାର ପୁତୁରା କୁ ଡ଼ାକି ପ୍ରାୟତଃ ସମୟରେ ତାକୁ ସେ ନିଜ ବେଡ଼ରୁମ ରେ ପୁରାଉ ଥିଲା। ସେହି ବେଡ଼ରୁମ ରେ ସେ ତାର ପୁତୁରା ସହ ରୋମାନ୍ସ ମଧ୍ଯ କରୁଥିଲା। ହେଲେ ଖୁଡି ପୁତୁରା ଙ୍କ ଏହି ଖେଳ ସବୁଦିନ ପାଇଁ ଚାଲି ନଥିଲା।
Hh
ଶେଷରେ ସବୁ କିଛି ଧରା ପଡି ଯାଇଥିଲା। ଖୁଡି ପୁତୁରା ଥିବା ବେଳେ ସେଠାକୁ ସୁରେଖା ର ଛଅ ବର୍ଷର ଝିଅ ଚାଲି ଆସିଥିଲା। ଯାହାକୁ ଦେଖି ଚମକି ପଡ଼ିଥିଲେ ସୁରେଖାଓ ତାଙ୍କ ପୁତୁରା।
ସେଠାରେ ହିଁ ସୁରେଖା ଓ ଅଙ୍କିତ ସେହି ଛଅ ବର୍ଷର ଝିଅଟିକୁ ତଣ୍ଟୀ ଚିପି ମାରି ଦେଇଥିଲେ। ସେମାନଙ୍କୁ ମାରି ସାରି ତାଙ୍କୁ ନେଇ ଜଙ୍ଗଲରେ ଫିଙ୍ଗି ଦେଇ ଚାଲି ଆସିଥିଲେ। ଏହାପରେ ପୋଲିସ ଏହାକୁ ତଦନ୍ତ କରିବା ପରେ ମହାରାଷ୍ଟ୍ରରୁ ଏହି ଘଟଣା ଏବେ ସାମ୍ନା କୁ ଆସିଛି।
ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହି ଘଟଣାକୁ ଖୁବ ନିନ୍ଦା କରିଛନ୍ତି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.