Movie prime

ପାଠ ପଢ଼ିଚି ମାତ୍ର +2, ହେଲେ ଚୂନ ଲଗେଇଲା ୮୫ ଲକ୍ଷ..ରାତି ଭିତରେ ପଇସା ଡବଲ କରିଦେବି କହି ଫସେଇଥିଲା ଲୋକଙ୍କୁ

 
Gg
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ଅନଲାଇନ୍ ଠକେଇ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।ଲୋକ ମାନଙ୍କ ଠାରୁ ଟଙ୍କା ନେଇ ସେମାନେ ଆଉ ଦେଖା ଦେଉ ନାହାନ୍ତି।ତେବେ ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ।
ସାଇବର ଥାନା ରେ ଏହା ପୂର୍ବରୁ ଅନେକ ଅନଲାଇନ୍ ଠକେଇ ମାନଙ୍କ ବିରୋଧ ରେ ଅଭିଯୋଗ ହୋଇଚି।ବିଶ୍ବରଂଜନ ଓ ପ୍ରକାଶ ନାମକ ଦୁଇ ଜଣ ବ୍ୟକ୍ତି ଏ ନେଇ ଥାନା ରେ ଅଭିଯୋଗ କରି ଥିଲେ।ତାଙ୍କର ୮୫ ଲକ୍ଷ ଟଙ୍କା କୁ ଲୁଟି ନେଇଛନ୍ତି ସାଇବର ଠକ।
Vv
ସୂଚନା ଅନୁସାରେ ଆକ୍ୟୁଜ ନାମକ ଜଣେ ବ୍ୟକ୍ତି ପ୍ରକାଶ ଓ ବିଶ୍ଵ ରଞ୍ଜନ ଙ୍କୁ ଫୋନ୍ କରି ଜଣାଇ ଥିଲେ କି ମୋର ଗୋଟିଏ କମ୍ପାନୀ ରହିଛି।ଆପଣ ସେଥିରେ ଟଙ୍କା ରଖିଲେ ଆପଣ ମାନଙ୍କୁ ତାହାର ଡବଲ ମିଳିବ।ଏଥିରେ ପ୍ରକାଶ ଓ ବିଶ୍ବରଂଜନ ଖୁସି ହୋଇ ଯାଇ ଥିଲେ।
ସେ ଆକ୍ୟୁଜ୍ ଟଙ୍କା ଦେଇ ଥିଲେ।ସେ ଏହି ଟଙ୍କା କୁ ନେଇ କୌଣସି ଏକ ଅନ ଲାଇନ୍ ସଂସ୍ଥା ରେ ଲଗାଇ ଥିଲେ।ଏକ ସପ୍ତାହ ଭିତରେ ଟଙ୍କା ଡବଲ ହେବ ବୋଲି ଅକ୍ୟୁଜ ଭାବୁ ଥିଲେ।ହେଲେ ଏପରି କରି କରି ସେ ୮୫ ଲକ୍ଷ ଟଙ୍କା ନେଇ ଯାଇ ଥିଲେ।
Bb
ଏ ନେଇ ପ୍ରକାଶ ଓ ବିଶ୍ବରଂଜନ ସାଇବର ଥାନା ରେ ଅଭିଯୋଗ କରି ଥିଲେ।ଏହା ପରେ ଆକ୍ୟୁଜ ଙ୍କୁ ଗିରଫ କରା ଯାଇ ଥିଲା।ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।ବର୍ତ୍ତମାନ ସମୟ ରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁ ମାନେ କି ଏପରି ଅନଲାଇନ୍ ଠକେଇ ର ଶିକାର ହେଉଛନ୍ତି।
ପ୍ରକାଶ ଚନ୍ଦ୍ର ଙ୍କ ବୟସ ୨୫ ବର୍ଷ।ସେ ବିବାହିତ।ତାଙ୍କର ଗୋଟିଏ ଛୋଟ ପୁଅ ଟି ମଧ୍ୟ ରହିଛି।ତେବେ ସେ କାହିଁକି ଏଭଳି।ଏକ ଠକ ସଂସ୍ଥା ର ଶିକାର ହେଲେ ବୋଲି ଏବେ ସମସ୍ତଙ୍କ ମନ ରେ ପ୍ରଶ୍ନ ସୃଷ୍ଟି ହୋଇଛି।
ତେଣୁ ଆପଣ ମାନେ କୌଣସି ପ୍ରକାର ଟ୍ରେଡିଂ ଆପ ରେ ନିଜ ସଞ୍ଚିତ ଧନ କୁ ଲଗାନ୍ତୁ ନାହିଁ।ବର୍ତ୍ତମାନ ସମୟ ରେ ଅନେକ ଠକ ସଂସ୍ଥା ମାନେ ଅଛନ୍ତି।ସେମାନେ ଲୋକ ମାନଙ୍କୁ ଠକି ତାଙ୍କ ଠାରୁ ଟଙ୍କା ନେଇ ଫେରାର ହୋଇ ଯାଉଛନ୍ତି।ତେଣୁ ଆପଣ ମାନେ ଏଥିପ୍ରତି ସଚେତନ ହୁଅନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.