Movie prime

ମା ପୁଅଙ୍କ ଚମତ୍କାର ନାଚ ଦେଖି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଦେଖନ୍ତୁ କେମିତି ଆରମ୍ଭ କଲେ ନାଚ

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ନିଜର ଫ୍ୟାନ୍ସ ଫଲୋର୍ସ ବଢାଇବାକୁ ବିଭିନ୍ନ ପ୍ରୟାସ କରୁଛନ୍ତି ଯୁବପିଢୀ। ସମସ୍ତେ ନିଜର ଟ୍ୟାଲେଣ୍ଟକୁ ଖୁବ ସହଜରେ ଉପସ୍ଥାପନ କରିପାରୁଛନ୍ତି ସୋସିଆଲ୍ ମିଡିଆ ମାଧ୍ୟମରେ।
ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟକ ଦିନ କିଛି ନା କିଛି ଡ୍ୟାନ୍ସ ଭିଡିଓ ଭାଇରାଲ୍ ହେଉଥାଏ। ଏହି କ୍ରମରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଜଣେ ଓଡ଼ିଶା ଯୁବକଙ୍କ ଡ୍ୟାନ୍ସ ଭିଡିଓ ଜୋରଦାର ଭାଇରାଲ୍ ହେଉଛି।
Hh
ତେବେ ଛୁଆ ବେଳୁ ସେ ନାଚିବା ଆରମ୍ଭ କରିଥିଲେ। ଲୋକ ମାନେ ତାଙ୍କୁ ଟିକଟକ ରେ ଆନେକ ଭଲ ପାଇବା ଦେଇଥିଲେ। ଆଉ ଯେତେବେଳେ ତାଙ୍କର ରିଲସ ଷ୍ଟାର୍ଟ ହେଲା ତାଙ୍କୁ ଆହୁରି ଭଲ ପାଇବା ମିଳିଲା। ରିଲସ ରୁ ଆରମ୍ଭ କରିଥିବା ସେହି ଛୁଆ ଏବେ ମ୍ୟୁଜିକ ଭିଡ଼ିଓ ରେ ମଧ୍ୟ ପହଂଚିଲାଣି।
ଏତିକି ବାଟ ପର୍ଯ୍ୟନ୍ତ ଆସିବା ଏହି କମ ବୟସର ପିଲାଟିକୁ କେତେ କଷ୍ଟ ଥିଲା। ତେବେ ବନ୍ଧୁଗଣ ବର୍ତମାନ ସେହି ଛୋଟ ପିଲା ନୃତ୍ୟଶିଳ୍ପୀ ରିତେଶ ଦାସଙ୍କୁ ଏକ ଗଣମାଧ୍ୟମ ସାକ୍ଷାତକାର ଦେଖିବାକୁ ମିଳିଛି।
Hg
ଯାହାଙ୍କୁ ସୋସିଆଲ ମିଡ଼ିଆ ରେ ଡ୍ୟାନ୍ସର ରିତେଶ ବୋଲି ଜାଣିଛନ୍ତି। ଆନେକ ମ୍ୟୁଜିକ ଭିଡ଼ିଓ ଭାଇରାଲ ହେଇଥିବା ବେଳେ ନିକଟରେ ଟିକିଲି ଗୀତ ମଧ୍ୟ ଆସିଥିଲା। ଯେଉଁଥିରେ ଲୋକମାନେ ଆନେକ ପ୍ରସଂଶା କରିଥିଲେ ତାଙ୍କର ଡାନ୍ସ କୁ।
ତେବେ ବନ୍ଧୁଗଣ ରିତେଶଙ୍କର ଷ୍ଟୋନ ହେଇଥିଲା ଛଅ ମାସ ତାଙ୍କୁ ବହୁତ କଷ୍ଟ ହେଇଥିଲା ସେଥିପାଇଁ। ଡାକ୍ତରଙ୍କୁ ଦେଖେଇବା ପରେ ତାଙ୍କର ଅପରେସନ ହୋଇଥିଲା।ସେ ଆଗ ଅପେକ୍ଷା ଭଲ ଅଛନ୍ତି କିନ୍ତୁ ସମ୍ପୂର୍ଣ ଭାବେ ଭଲ ନାହାନ୍ତି ରିତେଶ।ରିତେଶଙ୍କ ସଫଳତା ପାଇଁ ସେ ତାଙ୍କ ମାଆଙ୍କୁ କ୍ରେଡିଟ ଦେଇଆସିଛନ୍ତି।
ତାଙ୍କର ପ୍ରଥମେ ଟିକଟକ ଭିଡ଼ିଓ ଭାଇରାଲ ହେଇଥିଲା। ଯାହାକି ସେତେବେଳେ ବମ୍ବେ ରେ ଏକ ଡାନ୍ସ ଶୋକୁ ଯାଇଥିଲେ। ଏବଂ ରିତେଶଙ୍କ ମାଆ କହିଛନ୍ତି କି "ଅନ୍ୟ ଝିଅଙ୍କ ସହିତ ନାଚିବାକୁ ମୋ ପୁଅ କମ୍ଫର୍ଟେବୁଲ ହେଉନି ବୋଲି ପ୍ରଥମେ ମୁଁ ତା’ ସହ ନାଚିଲି"।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.