Movie prime

ନୂଆ ନୂଆ ବାହା ପରେ ସେ ପ୍ରତି ରାତି ସେ ମୋ ସହ ଏମିତି କରୁଥିଲେ, ମୁ ପ୍ରତିବାଦ ପରେ ବି...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଐଶ୍ୱର୍ୟା ରାୟ ବଚ୍ଚନ ହେଉଛନ୍ତି ଜଣେ ବଲିଉଡ ର ଆଗ ଧାଡ଼ିର ଅଭିନେତ୍ରୀ। ସେ ଫିଲ୍ମ୍ ରେ ଖୁବ୍ ସୁନ୍ଦର୍ ଅଭିନୟ ମଧ୍ୟ କରନ୍ତି।
ତେବେ ଆପଣ ମାନେ ଜାଣିଥିବେ କି ଐଶ୍ୱର୍ୟା ରାୟ ବଚ୍ଚନ ହେଉଛନ୍ତି ଅମିତାଭ ବଚ୍ଚନ ଙ୍କ ବୋହୂ। ଯେତେବେଳେ ଅମିତାଭ ବଚ୍ଚନ ,ଐଶ୍ୱର୍ୟା ରାୟ ବଚ୍ଚନ ଙ୍କୁ ବୋହୁ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ସେତେବେଳେ ସମସ୍ତେ ଏହି ନିଷ୍ପତ୍ତି କୁ ଖୁବ ବିରୋଧ କରିଥିଲେ।
Special Report
ମାତ୍ର ଅମିତାଭ ବଚ୍ଚନ କାହା କଥା ନଶୁଣି ସମସ୍ତଙ୍କ ବିପକ୍ଷରେ ଯାଇ ତାଙ୍କ ପୁଅ ଅଭିଷେକ ବଚ୍ଚନ ଙ୍କ ବିବାହ ସେ ଐଶ୍ୱର୍ୟା ରାୟ ବଚ୍ଚନ ଙ୍କ ସହ କରି ଦେଇଥିଲେ। ଆଉ ଏହାପରେ ଅମିତାଭ ବଚ୍ଚନ ଙ୍କ ନିଷ୍ପତ୍ତି ମଧ୍ୟ ସଠିକ୍ ବୋଲି ପ୍ରମାଣିତ ହୋଇଥିଲା।
କାରଣ ବିବାହର ୧୫ ବର୍ଷ ପରେ ମଧ୍ୟ ଐଶ୍ୱର୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ଦୁହେଁ ବେଶ ଖୁସୀ ଅଛନ୍ତି। ସେମାନେ ତାଙ୍କର ଝିଅ ସହ ବେଶ ଖୁସୀରେ ମଧ୍ୟ ରହୁଛନ୍ତି।
Special Report
ତେବେ ଆପଣ ମାନେ ପ୍ରାୟତଃ ସମୟରେ ଦେଖିଥିବେ କି ଅଭିଷେକ ବଚ୍ଚନ ପ୍ରାୟତଃ ସମୟରେ ଖୁବ ଚୁପ୍ ଚାପ୍ ନଜର ଆସନ୍ତି। ହେଲେ ଐଶ୍ୱର୍ୟା ରାୟ ବଚ୍ଚନ ତାଙ୍କ ସମ୍ପର୍କରେ ଏଭଳି ଏକ କଥା ଉନ୍ମୋଚନ କରିଛନ୍ତି
ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ନିକଟରେ ଐଶ୍ୱର୍ୟା ରାୟ ବଚ୍ଚନ ଅଭିଷେକ ବଚ୍ଚନ ଙ୍କ ଆଚରଣ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି କି ଅଭିଷେକ ବାହାରକୁ ଯେତେ ମାତ୍ରାରେ ଗମ୍ଭୀର ଦେଖା ଯାଆନ୍ତି,
Special Report
ସେ ଭିତରୁ ସେତିକି ମାତ୍ରାରେ କୋମଳ ଅଟନ୍ତି। କହିଛନ୍ତି କି ଯଦି ଦୁହିଁଙ୍କ ମଧ୍ୟରେ ଦିନ ବେଳେ କୌଣସି ପ୍ରକାରର ମନ ମାଳିନ୍ୟ ହୋଇଥାଏ ତେବେ ସେ ରାତ୍ରୀ ସମୟରେ ଆସି ଐଶ୍ୱର୍ୟା ଙ୍କୁ କ୍ଷମା ମାଗି ଥାଆନ୍ତି।
ଏବଂ ଐଶ୍ୱର୍ୟା ଙ୍କ ପ୍ରତି ବନ୍ଧୁ ଭଳି ଆଚରଣ ମଧ୍ଯ ଦେଖାଇ ଥାଆନ୍ତି। ଏହାକୁ ଶୁଣି ତାଙ୍କର ପ୍ରଶଂସକ ମାନେ କହିଛନ୍ତି କି ସେଥିପାଇଁ ବୋଧ ହୁଏ ତାଙ୍କର ବିବାହ ଏତେ ଦିନ ଧରି ତିଷ୍ଠି ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.