Movie prime

ଅକ୍ଷୟ କୁମାର ପୁଅ ସହ ରାତି ବିତେଇଲା ଅଜୟ ଦେବଗନ ଝିଅ ଲୋକେ କହିଲେ ହଁ ମ, ଷ୍ଟାର ଙ୍କ ପିଲା.. ଯାହା ଇଚ୍ଛା କରିବେ

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅକ୍ଷୟ କୁମାର ଏବଂ ଅଜୟ ଦେବଗନ ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ସେ ହେଉଛନ୍ତି ବଲିଉଡ ର ଆଗ ଧାଡ଼ିର ସୁନାମ ଧନ୍ୟ କଳାକାର ଅଟନ୍ତି।
ନିଜ ଚଳଚ୍ଚିତ୍ର କୁ ନେଇ ସେ ସର୍ବଦା ଚର୍ଚ୍ଚାରେ ରହି ଆସୁଛନ୍ତି। ହେଲେ ଏବେ ଅଜୟ ଦେବଗନ୍ ଏବଂ ଅକ୍ଷୟ କୁମାର ଙ୍କ ଦୁଇ ପିଲାଙ୍କୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି।
Yy
ତାଙ୍କର ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।ନୟାସା ଏବଂ ଆରବ ଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ତେବେ ଆପଣ ମାନେ ଜାଣିଥିବେ କି ଅଜୟ ଦେବଗନ ଙ୍କ ଝିଅ ନୟାସା ସବୁବେଳେ ଗଣମାଧ୍ୟମର ଚର୍ଚ୍ଚାରେ ରହିଥାନ୍ତି। ହେଲେ ଏବେ ଚର୍ଚ୍ଚାରେ ଅକ୍ଷୟ କୁମାର ଙ୍କ ପୁଅ ମଧ୍ୟ ଆସି ଯାଇଛନ୍ତି। ଦୁହେଁ ଏକା ସହ ରାତିରେ ନଜର ଆସିଛନ୍ତି।
ଆଉ ଦୁହିଁଙ୍କୁ ଏକାଠି ଭାବରେ ଗୋଟିଏ ଫଟୋ ରେ ଦେଖି ସାରିବା ପରେ ଲୋକମାନେ ଏହା ଭାବୁଛନ୍ତି କି ବୋଧ ହୁଏ ଦୁହିଁଙ୍କ ଭିତରେ କିଛି ଚାଲିଛି ବୋଲି ହେଲେ। ସେଭଳି କିଛି ନାହିଁ।
H
କାରଣ ଦୁହେଁ ଲଣ୍ଡନରେ ଓରହାନ ଅବତାରାମୀଙ୍କ ପାର୍ଟୀରେ ନଜର ଆସିଛନ୍ତି। ଉଭୟଙ୍କ ସେହି ପାର୍ଟି ରେ ଖୁବ୍ ମଜାମସ୍ତି ମଧ୍ୟ କରିଥିଲେ। କାରଣ ଖୁବ ଆଗରୁ ସେମାନେ ବେଶ ଭଲ ଭାବରେ ପରସ୍ପରକୁ ଚିହ୍ନି ଥିଲେ ମଧ୍ୟ।
ଆଉ ଏହି ଫଟୋ ରେ ଦୁହେଁ ଖୁବ ଖୁସୀ ଥିବା ଜଣା ପଡିଥିଲେ। ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଛି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। କାରଣ ପୂର୍ବରୁ ଲୋକମାନେ ଏଭଳି ଭାବରେ ଦୁହିଁକୁ ଦେଖି ନଥିଲେ।
ଦୁହେଁ ଏତେ ଭଲ ସାଙ୍ଗ ଜାଣିବା ପରେ ଲୋକମାନେ ମଧ୍ଯ ଖୁସୀ ହୋଇ ଯାଇଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.