Movie prime

ଚୋର ର କୋଟି କୋଟି ସମ୍ପତ୍ତି ଆଗରେ ଅମ୍ବାନୀ ଫେଲ..ପୋ-ଲି-ସ୍ ବି ସମ୍ପତ୍ତି ଗଣି ଗଣି ହାଲିଆ..

 
Hh
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ରାଜଧାନୀ ରୁ ଧରା ପଡ଼ିଲା କୋଟିପତି ଚୋର। ଲୁଟ ପଇସା ରେ ବିଳାସମୟ ଜୀବନ ବଞ୍ଚୁଥିଲା କୋଟିପତି ଚୋର। ଚୋରି ସମୟରେ ଖାଲି ପାଦ ରେ ଚାଲୁଥିଲା,ଏବଂ ମୋବାଇଲ ଅଫ ରଖୁଥିଲା।
ଫ୍ଲାଇଟ୍ ରେ ବୁଲିବା ଏବଂ ମୁମ୍ବାଇ ତାଜ ହୋଟେଲ ରେ ରହିବା ଥିଲା ସଉକ। ଟଙ୍କା ଓ ସୁନା ଅଳଙ୍କାର ଦେଖି କମିଶନରେଟ ପୋଲିସ ଟେରା।୨୧ ଲକ୍ଷ ଟଙ୍କା,୭୦୦ ଗ୍ରାମ ସୁନା ଓ ସାତ କେଜି ରୂପା ଅଳଂକାର ଜବତ କରାଯାଇଛି।
Jj
ଏହି ଚୋର ଜଣଙ୍କର ସଉକ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। କାମ ଚୋରି କରିବା କିନ୍ତୁ କୋଟିପତି ଙ୍କ ଭଳି ଥିଲା ଜୀବନ ଶୈଳୀ।ରାଜଧାନୀ ଭୁବନେଶ୍ଵର ରେ ଲୁଟୁ ଥିଲା ଆଉ ସେହି ଟଙ୍କା ରେ ଏଞ୍ଜୟ୍ କରୁଥିଲା।
ବିମାନ ରେ ଯିବା ଆସିବା କରୁଥିଲେ।ମୁମ୍ବାଇ ବୁଲିବାକୁ ଯାଇ ତାଜ ହୋଟେଲ ରେ ରହୁଥିଲେ।କୋଟିପତି ଙ୍କ ଭଳି ଜୀବନ ବଞ୍ଚୁଥିବା ଏହି ଚୋର ଜଣଙ୍କ ନାମ ହେଉଛି ପର୍ଶୁରାମ ଗିରି।
ରବିବାର ଦିନ ସେ ଭୁବନେଶ୍ଵର କମିଶନରେଟ ପୋଲିସ ଙ୍କ ହାତ ରେ ଧରା ପଡ଼ିଛନ୍ତି।ରାଜଧାନୀ ରେ ଚେକୀଙ୍ଗ ପୋଲିସ ଙ୍କ ଚକ୍ରଭିୟୁ ରେ ଫସି ଯାଇଥିଲେ ପର୍ଶୁରାମ ଗିରି।ପୋଲିସ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଜବତ କରିଛି।
ପର୍ଶୁରାମ ଗିରି ପୂର୍ବରୁ ଏକାଧିକ ଥର ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ ମଧ୍ୟ ଚୋରି ବନ୍ଦ କରୁ ନଥିଲେ।ଅତି ଚାଲାକ ର ସହିତ ଲୋକଙ୍କ ଘରେ କଳକାନା ବୁଲାଇ ଦେଉଥିଲେ।
ଯେଉଁ ଘର ବନ୍ଦ ଥିବ ସେଇ ଘର କୁ ଟାର୍ଗେଟ କରୁଥିଲେ। ଖାଲି ପାଦ ରେ ଯାଇ ଝରକା ତାଡ଼ି ଲୋକଙ୍କ ଘରେ ପଶୁଥିଲେ। ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଚୋରି କରୁଥିଲା।ଚୋରି ପୂର୍ବରୁ ନିଜ ଫୋନ କୁ ଫ୍ଲାଇଟ ମୋଡ ରେ ରଖି ଦେଇଥିଲା।
ବର୍ତମାନ କିନ୍ତୁ ପୋଲିସ ପର୍ଶୁରାମ ଗିରି ଙ୍କୁ ଗିରଫ କରି କୋର୍ଟ ତାରିଖ କରିଛି।ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.