Movie prime

ଲାଟିନ ରୁ ଦଉଡ଼ି ଦଉଡ଼ି ଶେଷରେ ଅମିର୍ ଖାଁ ଝିଅ କୁ ବାହା ହେଲା ଯୁବକ , ଲୋକେ କହିଲେ କଣ ଯିଏ ନାଇ ସେ ବାହା ହେଇ ଯିବ କି

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ନିଜ ବିବାହ କୁ ନେଇ ସମସ୍ତଙ୍କ ମନ ରେ ବହୁତ ଆଶା ଥାଏ।କିଛି ନୂଆ ଢଙ୍ଗ ରେ ବିବାହ କରିବା ପାଇଁ ସମସ୍ତେ ଇଚ୍ଛା କରି ଥାଆନ୍ତି।ତେବେ ଆମେ ଆଜି ଆପଣ ମାନଙ୍କୁ ସେଭଳି ଏକ ଅଜବ ବିବାହ ବିଷୟ ରେ କହିବାକୁ ଯାଉଛୁ।
Special Report
ତାହା ପୁଣି କୌଣସି ସାଧାରଣ ପରିବାର ର ବିବାହ ନୁହେଁ।ତାହା ହେଉଚି ବଲିଉଡ ରେ ଆଗ ଧାଡ଼ି ର ଅଭିନେତା ଅମିର ଖାଁ ଙ୍କ ପରିବାର ରେ।ଅମିର୍ ଖାଁ ଙ୍କ ଝିଅ ବାହାଘର କୁ ଆପଣ ମାନେ ଦେଖିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ।
ସୂଚନା ଅନୁସାରେ ଅମୀର ଖାଁଙ୍କ ଝିଅ ଇରା ଖାଁ ନିଜ ଜିମ୍ ଟ୍ରେନର ନୁପୁର ଶିଖ୍ରାନ ଙ୍କୁ ବିବାହ କରିଛନ୍ତି।୨୦୧୭ ମସିହା ରେ ପ୍ରଥମେ ନୁପୁର ଅମୀର ଖାଁଙ୍କ ଜିମ ଟ୍ରେନର ଥିଲେ।ଏହି ସମୟ ରେ ତାଙ୍କର ଇରା ଙ୍କ ସହିତ ଦେଖା ହୋଇ ଥିଲା।
ଏହା ପରେ ଉଭୟ ଙ୍କ ମଧ୍ୟ ରେ ପ୍ରେମ ସଂପର୍କ ଗଢି ଉଠିଲା।ସେମାନେ ୨୦୨୧ ମସିହା ରେ ନିଜ ସମ୍ପର୍କ କୁ ସମସ୍ତଙ୍କ ସମ୍ମୁଖ କୁ ଆଣି ଥିଲେ।ଏଥିରେ ଉଭୟ ଙ୍କ ପରିବାର ର ସମ୍ମତି ରହିଥିଲା।ତେଣୁ ଗତ କାଲି ମୁମ୍ବାଇ ର ଗୋଟିଏ ବଡ ହୋଟେଲ ଏହି ବିବାହ ଆୟୋଜନ ହୋଇ ଥିଲା।
Special Report
ଉଭୟ ପୂର୍ବ ରୁ କୋର୍ଟ ମ୍ୟାରେଜ୍ କରି ସାରି ଥିଲେ।ତେବେ ଏହି ବିବାହ ରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା।ଏଥିରେ ଅମୀର ଙ୍କ ଜ୍ୱାଇଁ ନୁପୁର କୌଣସି ଶେରବାନି ପିନ୍ଧି ବିବାହ ମଣ୍ଡପ କୁ ଆସି ନ ଥିଲେ।ଏଥିରେ ସେ ହାପ ପ୍ୟାଣ୍ଟ ସହିତ ଗୋଟିଏ ଗଞ୍ଜି ପିନ୍ଧିଥିଲେ।
ସେ ଆଠ କିଲୋ ମିଟର ବର ଯାତ୍ରୀ ସହିତ ଦଉଡ଼ି ଦଉଡ଼ି ବିବାହ ମଣ୍ଡପ କୁ ଆସି ଥିଲେ।ଅନ୍ୟ ପଟେ ଇରା ଖାଁ ମଧ୍ୟ ସେପରି କିଛି ଭଲ ପୋଷାକ ପିନ୍ଧି ନ ଥିଲେ।ସେ ଗୋଟିଏ ପ୍ୟାଣ୍ଟ ସହିତ ଉପରେ ବ୍ଲାଉଜ ପିନ୍ଧି ଥିଲେ।ଯାହାକୁ ନେଇ ସାଧାରଣ ରେ ଖୁବ୍ ଚର୍ଚ୍ଚା କରା ଯାଇଥିଲା।
ତେବେ ଏହି ବିବାହ ରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ।ଏଥିରେ ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ନିତା ଅମ୍ବାନୀ ଯୋଗ ଦେଇଥିଲେ।ଏହା ମୁମ୍ବାଇ ର ଏକ ହୋଟେଲ ରେ ଆୟୋଜନ କରା ଯାଇ ଥିଲା।ତେବେ ବିବାହ ର କିଛି ଦୃଶ୍ୟ କୁ ଆପଣ ମାନେ ଦେଖିଲେ ଖୁବ୍ ଆଶ୍ଚର୍ଯ୍ୟ ହେବେ।
ତେବେ ଅମୀର ଖାଁ ଏହି ବିବାହ କୁ ନେଇ ଉତ୍ତର ପ୍ରଦେଶ ରେ ଏକ ବଡ ପାର୍ଟି ର ଆୟୋଜନ କରିଛନ୍ତି।ଏହା ଆସନ୍ତା ଆଠ ତାରିଖ ରେ ଅନୁଷ୍ଠିତ ହେବ।ପାରମ୍ପରିକ ରୀତି ନୀତି ଅନୁସାରେ ଏହି ବିବାହ ଟି କରା ଯିବ ବୋଲି ସୂଚନା ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.