Movie prime

ଶେଷରେ ବୁଢ଼ା ବୟସ ରେ ପାଗଳ ହୋଇ ନିଜ ପୁରୁଣା ପ୍ରେମ କୁ ମନେ ପକେଇଲେ ଅମିତାଭ, ବେକାର ରେ ଛାଡି ଦେଲି ରେଖା କୁ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବଲିଉଡ଼ ଅଭିନେତ୍ରୀ ରେଖା ଙ୍କୁ ଜାଣି ଥିବେ।ବର୍ତ୍ତମାନ ସମୟ ରେ ସେ ୬୦ ବର୍ଷ ବୟସ ରେ ପାଦ ଥାପିଥିଲେ ମଧ୍ୟ ତାଙ୍କ ବୟସ ର ଛାପ ତାଙ୍କ ଶରୀର ଉପରେ ପଡି ନାହିଁ।ଏବେ ବି ତାଙ୍କୁ ଅନେକ ଫିଲ୍ମ ରେ ହିରୋଇନ ର ଭୁମିକା ଦିଆ ଯାଇ ପାରେ।
Special report
୮୦ ଦଶକ ରେ ସେ ବଲିଉଡ଼ ର ଜଣେ ଜଣା ଶୁଣା ଅଭିନେତ୍ରୀ ଥିଲେ।ତାଙ୍କ ଅଭିନିତ ଫିଲ୍ମ ଗୁଡିକ ଦର୍ଶକ ମାନଙ୍କୁ ବହୁତ ଭଲ ଲାଗୁଥିଲା।ହେଲେ ତାଙ୍କୁ ଏହି ସ୍ଥାନ୍ ରେ ପହଁଞ୍ଚିବା ପାଇଁ କିଛି କମ୍ କାମ କରିବାକୁ ପଡି ନ ଥିଲା।ଅନେକ କଠିନ ପରିଶ୍ରମ କରି ନିଜ ଲକ୍ଷ୍ୟ ସ୍ଥଳ ରେ ସେ ପହଁଞ୍ଚିଛନ୍ତି।
Special report
ଏହି ଅଭିନେତ୍ରୀ ଙ୍କ ନାମ ଅନେକ ଅଭିନେତା ଙ୍କ ସହିତ ଯୋଡ଼ା ଯାଇଥିଲା।ସେ ସମୟ ରେ ଅମିତାଭ ବଚ୍ଚନ ଓ ରେଖା ଙ୍କ ପ୍ରେମ ସମ୍ପର୍କ ବିଷୟ ରେ ଚାରି ଆଡ଼େ ପ୍ରଚାର ହେଉ ଥିଲା।ଉଭୟ ପରସ୍ପର କୁ ବହୁତ ଭଲ ପାଉ ଥିଲେ।
ହେଲେ ଅନେକ ସମସ୍ୟା ପାଇଁ ତାଙ୍କ ପ୍ରେମ ସଫଳ ହୋଇ ପାରି ନ ଥିଲା।ପରେ ଅମିତାଭ ବଚ୍ଚନ ଜୟା ଙ୍କୁ ବିବାହ କରି ଖୁସି ରେ ଘର ସଂସାର କରି ଥିଲେ।ତଥାପି ଅମିତାଭ ବଚ୍ଚନ ରେଖା ଙ୍କୁ ଭୁଲି ପାରି ନାହାନ୍ତି।ଏବେ ମଧ୍ୟ ସେ ରେଖା ଙ୍କ ସହିତ ଭଲ ରେ କଥା ହୁଅନ୍ତି।କୁହା ଯାଏ ରେଖା ଅମିତାଭ ଙ୍କୁ ସତ ରେ ଭଲ ପାଉ ନ ଥିଲେ।
Special report
ରେଖା ଙ୍କ ଜୀବନ ରେ ଅନ୍ୟ ଜଣେ ପୁରୁଷ ରହୁଥିଲେ ଯାହାକୁ ରେଖା ବହୁତ ଭଲ ପାଉ ଥିଲେ।ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଫରଜାନା।ଯିଏ କି ରେଖା ଙ୍କ ସହିତ ଦୀର୍ଘ ୩୦ ବର୍ଷ ହେଲାଣି ରହିଥିଲେ।
ସେ ହେଉଛନ୍ତି ତାଙ୍କ ସେକ୍ରେଟାରୀ।ଯାହାକୁ ରେଖା ସବୁ ପ୍ରକାର ଅଧିକାର ଦେଇଛନ୍ତି।ରେଖା ଙ୍କ ଜୀବନ ରେ ସେ ବହୁତ ଗୁରୁତ୍ୱପୂର୍ଣ୍ଣ ଲୋକ।ତାଙ୍କ ସହିତ ରେଖା ଙ୍କର ସମ୍ପର୍କ ରହି ଥାଏ ବୋଲି କୁହା ଯାଏ।ହେଲେ ତାହା କେତେ ଦୁର୍ ସତ୍ୟ ତାହା ଜଣା ପଡି ନାହିଁ।
Special report
ରେଖା ନିଜକୁ ଜଣେ କୁଆଁରୀ ଝିଅ ରୂପେ ଦେଖାଇ ଥାନ୍ତି।ରେଖା ନିଜ ରୁମ ଭିତରକୁ କାହାକୁ ଯିବା ପାଇଁ ଅନୁମତି ଦିଅନ୍ତି ନାହିଁ।କେବଳ ଫରଜାନା ତାଙ୍କ ରୁମ ଭିତର କୁ ପ୍ରବେଶ କରନ୍ତି।ଫରଜାନା ଙ୍କ ପାଇଁ ବୋଧେ ରେଖା ଆଜି ଯାଏ ବିବାହ କରି ନାହାନ୍ତି।ଯିଏ ଏ କଥା କୁ ଶୁଣିଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉ ଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.