Movie prime

ଅନନ୍ତ ଆମ୍ବନୀଙ୍କ ମୋଟାପଣ ଜାଣି ମଧ୍ୟ କାହିଁକି ବାହା ହେଲେ ରାଧିକା ଜଣା ପଡିଲା ବଡ ଖବର

 
Special report
ନମସ୍କାର ପାଠ୍ୟକ ବନ୍ଧୁ। ବନ୍ଧୁଗଣ ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
Special report
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ୟାଣ୍ଟଙ୍କ ବିବାହର ଗାର୍ଣ୍ଡ ସେଲିବ୍ରସନ୍ ଏବେ ଆରମ୍ଭ ହେବାକୁ ଯାଉଛି। ୧ ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ଜାମନଗରରେ ସେମାନଙ୍କର ପ୍ରିୱର୍ଡିଂ କାର୍ଯ୍ୟକ୍ରମ ହେବ।
ଫକନ୍ସଂ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହେଇସାରିଛି। ଅନନ୍ତ ଅମ୍ବାନୀ କୁହନ୍ତି ରାଧିକାଙ୍କ ପାଇଁ ସେ ବହୁତ ଖୁସି ଅଟନ୍ତି। ରାଧିକା ହେଉଛନ୍ତି ଅନନ୍ତଙ୍କ ସ୍ୱପ୍ନର ରାଣୀ। ଅନନ୍ତ ପିଲା ଦିନେ ଭାବୁଥିଲେ କେବେବି ବିବାହ କରିବେ ନାହିଁ ବୋଲି। 
କାରଣ ଅନନ୍ତ ସବୁବେଳେ ପଶୁପକ୍ଷୀଙ୍କ ପ୍ରତି ସମର୍ପିତ ହେଇ ରହୁଥିଲେ। ହେଲେ ରାଧିକାଙ୍କ ସହିତ ଭେଟ ହେବା ପରେ ଅନନ୍ତ ଜାଣିବାକୁ ପାଇଲେ ଯେ ରାଧିକା ମଧ୍ୟ ତାଙ୍କ ପରି ଅଟନ୍ତି। ରାଧିକାଙ୍କ ମନରେ ମଧ୍ୟ ପଶୁପକ୍ଷୀଙ୍କ ପ୍ରତି ଶ୍ରଦ୍ଧା ଉଦାରତା ଭାବନା ରହିଛି।
Special report
ଏକ ସାକ୍ଷାତକାର ବେଳେ ଅନନ୍ତ ଅମ୍ବାନୀ ଏମିତି କିଛି ପ୍ରତିକ୍ରିୟା ଦେଇଛନ୍ତି। ଅନନ୍ତଙ୍କୁ ପିଲାଟି ଦିନରୁ ଶାରୀରିକ ସମସ୍ୟା ଦେଇ ଗତି କରିବାକୁ ପଡ଼ିଛି। ନେତା ଅମ୍ବାନୀ ଏକ ଏଣ୍ଟରଭିୟୁରେ କହିଥିଲେ କି ଅନନ୍ତଙ୍କର ଶ୍ୱାସ ରୋଗ ରହିଥିବାରୁ ଓଜନ ହ୍ରାସ କରିବାରେ ତାଙ୍କୁ ସମସ୍ୟା ଭୋଗିବାକୁ ପଡ଼ିଥିଲା। 
ପରିବାରର ସହମତି କାରଣରୁ ଅନନ୍ତ ଏହାକୁ ଦୃଢ଼ତାର ସହିତ ସାମ୍ନା କରି ପାରିଛନ୍ତି। ଅନନ୍ତ କୁହନ୍ତି ରାଧିକା ତାଙ୍କୁ ହେଲଥ କେୟାର ଜର୍ଣିରେ ପୁରାପୁରି ସପୋର୍ଟ କରିଛନ୍ତି। ରାଧିକା ଅନନ୍ତଙ୍କର ଏପରି କଠିନ ପରିସ୍ଥିତିରେ ତାଙ୍କୁ ସାହସ ଦେବା ସହିତ ତାଙ୍କ ପଛରେ ଛିଡ଼ା ହେଇଛନ୍ତି।
Special report
ରାଧିକାଙ୍କ ବ୍ୟତୀତ ଅନନ୍ତଙ୍କ ପରିବାର ମଧ୍ୟ ତାଙ୍କୁ କେବେ ହେଲେ ଅନୁଭବ କରିବାକୁ ଦେଇ ନାହାଁନ୍ତି ଯେ, ସେ ରୋଗାକ୍ରାନ୍ତ ବୋଲି। ରାଧିକା ଅନନ୍ତଙ୍କୁ ସବୁବେଳେ କୁହନ୍ତି କେବେବି ସାହାସ ହାରିବା କଥା ନୁହେଁ।ତେବେ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ୟାଣ୍ଟ। 
ଏଥିପାଇଁ ସେମାନଙ୍କ ଫ୍ୟାନ୍ସ ମଧ୍ୟ ବହୁତ ଖୁସି ଅଛନ୍ତି। ଦୁହିଁଙ୍କର ପ୍ରିୱର୍ଡିଂ ଜାମନଗରରେ ହେବାର ଅଛି। ୩ ଦିନ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶବିଦେଶ ଅନେକ ହାଇ ପ୍ରୋଫାଇଲ୍ ଗେଷ୍ଟ ମଧ୍ୟ ଉପସ୍ଥିତ ରହିବେ। ଏବଂ ଫିଲ୍ମର ଅନେକ କଳାକାର ମଧ୍ୟ ଉପସ୍ଥିତ ରହିବେ।
ସଲମାନଖାଁ, ଅମିତା ବଚ୍ଚନ, ରଜନୀକାନ୍ତ ସମେତ ପ୍ରାୟ ହଜାରେ ଜଣେ ଅତିଥି ଏହି ପ୍ରିୱର୍ଡିଂ ସେଲିବ୍ରେସନରେ ସାମିଲ ହେବାକୁ ଯାଉଛନ୍ତି। ବାସ୍ତବରେ କିଛି ମିଡିଆ ରିପୋର୍ଟ ଅନୁସାରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ୟାଣ୍ଟ ପିଲାଦିନର ସାଙ୍ଗ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.