Movie prime

ରାଗିଗଲେ ଅଭିଷେକ : ଆଗାମୀ ପିଲା କେବେ ଆସୁଛି ପଚାରିବା ଭିତରେ ମିଡ଼ିଆ ରୁ କେହି ଜଣେ ସଲମାନ୍ ବିଷୟରେ ଐଶ୍ୱର୍ଯ୍ୟା ଙ୍କୁ ପଚାରିଲେ, ବାସ ତାପରେ ଯାହା ହେଲା..

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଐଶୋର୍ୟା ରାୟ ବଚ୍ଚନ ହେଉଛନ୍ତି ବଲିଉଡ ର ଜଣେ ଆଗ ଧାଡ଼ିର ଅଭିନେତ୍ରୀ। ଗତ କିଛି ଦିନ ହେବ ସେ ବେଶ ଚର୍ଚ୍ଚାରେ ମଧ୍ଯ ରହୁଥିଲେ।
ଏବେ ମଧ୍ୟ ତାଙ୍କର ଫିଲ୍ମ ଓ ପାରିବାରିକ କାରଣ କୁ ନେଇ ସେ ଚର୍ଚ୍ଚାରେ ରହୁଛନ୍ତି। ତେବେ ଆପଣ ମାନେ ଜାଣିଥିବେ କି ବଲିଉଡ ର ବଡ଼ ବଡ଼ ସୁନ୍ଦରୀ ଅଭିନେତ୍ରୀ ମାନେ ତାଙ୍କ ସମ୍ମୁଖରେ ଫିକା ପଡି ଯିବେ। କାରଣ ତାଙ୍କର ସୁନ୍ଦରତା ର କୌଣସି ତୁଳନା ନାହିଁ।
Special Report
ତାଙ୍କର ପାଠ ପଢ଼ିବା ସମୟରୁ ହିଁ ମଡେଲିଂ ପ୍ରତି ବିଶେଷ ଆଗ୍ରହ ଥିଲା। ସେଥିପାଇଁ ୧୯୯୪ ମସିହାରେ ସେ ମିସ ଇଣ୍ଡିଆ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। ଏବଂ ସେ ଏଥିରେ ମଧ୍ଯ ରନର୍ସ୍ ଅପ୍ ହେଇଥିଲେ।
ଏହାପରେ ସେ ଏହି ବର୍ଷ ହିଁ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ ଏବଂ ଏଥିରେ ସେ ସମସ୍ତ ସୁନ୍ଦରୀ ମାନଙ୍କୁ ପଛରେ ପକାଇ ନିଜେ ହିଁ ଏହି ପ୍ରତିଯୋଗିତା ର ବିଜେତା ହୋଇଥିଲେ । ଏବଂ ମିସ୍ ୱାର୍ଲ୍ଟ ର ବିଜେତା ହୋଇଥିଲେ।
ଏହାପରେ ସେ ଅମିତାଭ ବଚ୍ଚନ ଙ୍କ ପୁତ୍ର ଅଭିଷେକ ବଚ୍ଚନ ଙ୍କୁ ବିବାହ କରିଥିଲେ। ଆପଣ ମାନେ ଜାଣିଥିବେ କି ଦୁହିଁଙ୍କର ଏକ କନ୍ୟା ସନ୍ତାନ ମଧ୍ଯ ଅଛି। ଆଉ ତାଙ୍କ ନାମ ହେଉଛି ଆରାଧ୍ୟା। ଏବେ ଅଭିଷେକ,
Special Report
ଐଶୋର୍ୟା ଓ ଆରାଧ୍ୟା ଙ୍କୁ ଏୟାରପୋର୍ଟ ରେ ସ୍ପଟ୍ କରାଯାଇଥିଲା। ଆଉ ଉଭୟ ମୁହଁରେ ମାସ୍କ ମଧ୍ଯ ପିନ୍ଧି ଥିଲେ । ଏବେ ପୂରା ପରିବାର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଏହା ଚର୍ଚ୍ଚା ହେବାରେ ଲାଗିଛି କି,
ଐଶୋର୍ୟା ଏବେ ମାଆ ହେବା ପାଇଁ ଯାଉଛନ୍ତି। ମାତ୍ର ଏହି ସମ୍ପର୍କରେ ତାଙ୍କ ତରଫରୁ କୌଣସି ସୁଚନା ମିଳି ନାହିଁ। ମାତ୍ର ତାଙ୍କର ଫ୍ୟାନ ପେଜ ତତଫରୁ ଏହା କୁହା ଯାଉଛି କି ଐଶୋର୍ୟା ଏବେ ଗ-ର୍ଭ-ବ-ତୀ ଅଛନ୍ତି।
ହେଲେ ଏକଥା କେତେଦୂର ସତ ତାହା ଜଣା ପଡ଼ି ନାହିଁ। ତେବେ ଆପଣ ମାନଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ ଅଟେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.