Movie prime

ସ୍ବାମୀ ଉପରେ ରାଗି କୁନି ପୁଅ କୁ ରାଗରେ...ଫ୍ରିଜ୍ ରେ ପୁରେଇ ବରଫ କରିଦେଲା ନୃଶଂସ ମା..

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜିକାଲି ସ୍ମାର୍ଟ ଫୋନ ଲୋକ ମାନଙ୍କ ଜୀବନରେ ଏଭଳି ସ୍ଥାନ ଗ୍ରହଣ କରିଛି ଯାହାକି ଖୁବ ଚିନ୍ତା ଜନକ ବିଷୟ ଅଟେ।
ଏହି ସ୍ମାର୍ଟ ଫୋନ ପାଇଁ ଲୋକମାନେ ନିଜ ଲୋକ ମାନଙ୍କ ଠାରୁ ଦୂରେଇ ଯାଉଛନ୍ତି। କୋଉଟା ଠିକ୍ କୋଉଟା ଭୁଲ ତାହା ସେମାନେ ଆଦୌ ମଧ୍ୟ ଜାଣି ପାରୁ ନାହାଁନ୍ତି। ଏବେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Fg
ଏହି ଭିଡିଓ ଦେଖିବା ପରେ ଆପଣ ମାନେ ମଧ୍ଯ ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। କାରଣ କାରଣ ଏହି ସ୍ମାର୍ଟ ଫୋନ ପାଇଁ ଜଣେ ମାଆ ନିଜ ପିଲା ସହ ଏଭଳି କିଛି କରିଛି ଯାହାକୁ କି କେହି ହେଲେ ମଧ୍ୟ ବିଶ୍ଵାସ କରି ପାରୁ ନାହାଁନ୍ତି।
ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ଜଣେ ମହିଳା ବସି ପରିବା କାଟୁ ଥିବା ବେଳେ ସେଠାରେ ତାଙ୍କର ଏକ ଛୋଟ ପିଲାଟି ମଧ୍ୟ ବସିଛି। ପିଲାଟି ମାଆ ପାଖରେ ବସିଥିବା ବେଳେ,
ମାଆ ଜଣକ ଫୋନ ରେ କାହା ସହ କଥା ହେଉଛନ୍ତି। ହେଲେ ମହିଳା ଜଣକ ଫୋନ ରେ କଥା ହେଉ ହେଉ ସଂପୂର୍ଣ୍ଣ ଭାବରେ ଅନ୍ୟମନସ୍କ ଅଛନ୍ତି। ଆଉ ଏହାପରେ ଯେତେବେଳେ ଫ୍ରିଜ୍ କୁ ପରିବା ରଖିବା ପାଇଁ ଯାଉଛନ୍ତି
Hh
ସେତେବେଳେ ସେ ପରିବା ବଦଳରେ ନିଜ ପିଲାଟିକୁ ନେଇ ସେହି ଫ୍ରିଜ ଭିତରେ ରଖି ଦେଇଛନ୍ତି।ଆଉ ଏତେ ଅନ୍ୟ ମନସ୍କ ଅଛନ୍ତି ଯେ ତାଙ୍କ ପିଲା କଥା ମଧ୍ୟ ତାଙ୍କର ମନେ ପଡୁ ନାହିଁ।
ସେ ଆସି ସୋଫା ଉପରେ ବସି ପଡିଛନ୍ତି। ଆଉ ଯେତେବେଳେ ପିଲାଟିର ବାପା ଘରକୁ ଆସିଲେ ସେ ଫ୍ରିଜ ଖୋଲିବା ପରେ ତାଙ୍କର କୁନି ପିଲାଟିକୁ ଦେଖିବାକୁ ପାଇଲେ ଆଉ ସେ ପାଟି କରିବାରୁ ମହିଳା ଏହା ଜାଣିବାକୁ ପାଇଲେ କି ସେ କେତେବଡ଼ ଭୁଲ୍ କରି ବସିଛନ୍ତି।
ଏହି ଘଟଣା ସଂପର୍କରେ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏହି ସ୍ମାର୍ଟ ଫୋନ ନିଶା ଦିନକୁ ଦିନ ଖୁବ୍ ଭୟଙ୍କର ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.