Movie prime

କୁନି ଝିଅ ସହ ଅଭିନେତ୍ରୀ ଆନିଶାଙ୍କ ମସ୍ତି ଦେଖନ୍ତୁ ଏହି ସୁନ୍ଦର ଭିଡିଓ Ollywood

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅନିଶା ଶର୍ମା ହେଉଛନ୍ତି ଆମ ଓଲିଉଡ଼ ଜଗତର ଏକ ଜଣା ଶୁଣା ଅଭିନେତ୍ରୀ। ସେ ମଧ୍ୟ ଶୁଭାଶିଷ ଶର୍ମା ଙ୍କ ସହ ବିବାହ କରିଛନ୍ତି।
ଶୁଭାଶିଷ ଶର୍ମା ମଧ୍ୟ ବେଶ ଲୋକପ୍ରିୟ ଅଟନ୍ତି। ଦୁହେଁ ସ୍ୱାଭିମାନ ଧାରାବାହିକ ରେ ଏକାଠି ନଜର ଆସିଥିଲେ। ଏବଂ ସେଥିରେ ସେମାନେ ଖୁବ ଲୋକପ୍ରିୟତା ହାସଲ କରିବା ସହ ଦୁହେଁ ଦୁହିଁଙ୍କ ପ୍ରେମରେ ମଧ୍ୟ ପଡି ଯାଇଥିଲେ।
ଏହାପରେ ସେ ଦୁହେଁ ଦୁହିଁଙ୍କୁ ବିବାହ ମଧ୍ଯ କରିଥିଲେ। ତାଙ୍କ ବିବାହ ବନ୍ଧନକୁ ଅନେକ ଦିନ ବିତି ସାରିଥିବା ବେଳେ ଦୁହେଁ ତାଙ୍କର ବୈବାହିକ ଜୀବନରେ ବେଶ ଖୁସି ମଧ୍ୟ ଅଛନ୍ତି। ତାଙ୍କର ଏକ ଝିଅ ମଧ୍ୟ ଅଛି ଯାହାର ନାମ ହେଉଛି ଭିୟୋନା।
ଭିୟୋନା ମଧ୍ୟ ଦେଖିବାକୁ ଖୁବ ସୁନ୍ଦର୍। ଶୁଭାଶିଷ ଏବେ ଅନେକ ଧାରାବାହିକ ରେ ଓ ଆଲବମ ରେ ଅଭିନୟ କରୁଛନ୍ତି। ହେଲେ ଅନିଶା ଙ୍କୁ ଅନେକ ଦିନ ହେବ ଆଉ ପରଦା ଉପରେ ଦେଖିବାକୁ ମିଳୁନାହିଁ।
କାରଣ ସେ ପ୍ରାୟତଃ ସମୟ ତାଙ୍କ ଝିଅ ସହ ହିଁ ବିତାଉଛନ୍ତି। ଏବଂ ସେ ପ୍ରାୟତଃ ସମୟରେ ସୋସିଆଲ ମିଡିଆରେ ଆକ୍ଟିଭ ମଧ୍ୟ ରହୁଛନ୍ତି। ତାଙ୍କ ଝିଅ କୁ ନେଇ ସେ ଅନେକ ଫଟୋ ମଧ୍ୟ ପୋଷ୍ଟ କରନ୍ତି।
ଏବଂ ତାଙ୍କ ଝିଅ ଙ୍କ ସହ ମସ୍ତି କରି ଅନେକ ଭିଡିଓ ମଧ୍ଯ ସେୟାର କରନ୍ତି। ତାଙ୍କର ସେହି ଭିଡିଓ ମଧ୍ୟ ଅନେକ ଲୋକ ଦେଖିବା ସହ ଲୋକ ମାନେ ଏହାକୁ ଖୁବ୍ ପଶନ୍ଦ ମଧ୍ଯ କରୁଛନ୍ତି।
ସେ ଅନେକ ପ୍ରକାରର ଭିଡିଓ ମଧ୍ୟ ସେୟାର କରିଛନ୍ତି।ଏବେ ସୋସିଆଲ ମିଡ଼ିଆରେ ଏହି ସବୁ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।
ଭିୟୋନା ମଧ୍ୟ ଏତେ ଛୋଟ ବୟସ ରୁ ଖୁବ ଲୋକପ୍ରିୟତା ମଧ୍ଯ ହାସଲ କରି ସାରିଛି। ଭିୟୋନା ଓ ତାଙ୍କର ଏହି ସମସ୍ତ ଭିଡିଓ ଆପଣଙ୍କୁ କିଭଳି ଲାଗିଲା ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.