Movie prime

ଅଞ୍ଜନକୁ ମା-ରି-ଥିବା ପିଙ୍କୁ କୁ ଜଲଦି ହେବ ଫା-ଶୀ,ପ୍ରେମିକା କହିଲା ସେ ମ-ଲେ ମୁ ବି ମ-ରି-ଯିବି..

 
Vb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ତେବେ ବନ୍ଧୁଗଣ ବହୁଚର୍ଚ୍ଚିତ ଚିନ୍ତାମଣିଶ୍ୱର ଅଞ୍ଜନ ବେହେରାଙ୍କ ହ-ତ୍ୟା ମାମଲାର ଗିରଫ ହେଲେ ନିହାରୀକ ଓ ପିଙ୍କୁଙ୍କ ୪ ସହଯୋଗୀ। କଟକର ଏକ ଲଜରେ ନୁଚିଥିବା ବେଳେ ଗିରଫ କଲା ଲକ୍ଷ୍ମୀଧରସାଗର ପୋଲିସ।
Bh
ପୂର୍ବରୁ ଗିରଫ ହୋଇଥିଲେ ଏହି ହ-ତ୍ୟା ଷଡଯନ୍ତ୍ରର ୨ ମୁଖ୍ୟ ଅଭିଯୁକ୍ତ ପିଙ୍କୁ ଓ ନିହାରୀକା। ଗତ ମାର୍ଚ୍ଚ ବିଳମ୍ବିତ ରାତିରେ ତ୍ରିକୋଣୀୟ ପ୍ରେମକୁ ନେଇ ଲକ୍ଷ୍ମିସାଗର ଚିନ୍ତାମଣିଶ୍ୱର ଗ୍ରାମର ଘଟିଥିଲା ହ-ତ୍ୟା-କା-ଣ୍ଡ।
ସାଙ୍ଗ ପାଇଁ ବଳି ପଡ଼ିଥିଲେ ଅଞ୍ଜନ ବେହେରା। ଏହି ହ-ତ୍ୟା-କା-ଣ୍ଡର ମୁଖ୍ୟଖଳନାୟକ ଚିନ୍ତାମଣିଶ୍ୱର ଚମ୍ପା ପୋଖରୀ ଅଞ୍ଚଳର ନିହାରିକା ଦାସ। ସୋମବାର ସାଲିଆ ସାହିରୁ ନିହାରିକା ଓ ତା'ର ପ୍ରେମିକ ପିଙ୍କୁକୁ ଗିରଫ କରିଥିଲା ପୋଲିସ।
ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ସ୍କୁଲରେ ନିହାରିକାଙ୍କ ସହ ପଢୁଥିଲେ ସେହି ଅଞ୍ଚଳର ଗୌତମ ସାହୁ। ସ୍କୁଲ ବେଳରୁ ଗୌତମ ନିହାରିକା ଏକତରଫା ପ୍ରେମ କରୁଥିଲେ।
Yy
ପିଙ୍କୁ ସହ ନୀହରିକାର ପୂର୍ବରୁ ପ୍ରେମ ସମ୍ପର୍କ ଥିବାରୁ ସେ ଗୌତମଙ୍କ ପ୍ରସ୍ତାବକୁ ପ୍ରତ୍ୟାଖନ କରିଥିଲେ। ଗତ ୧୫ ତାରିଖରେ ଗୌତମ ନିହାରିକାଙ୍କ କଲେଜ ନିକଟକୁ ଯାଇ ସେଠାରେ ପୁଣି ତାଙ୍କୁ ପ୍ରେମ ନିବେଦନ କରିଥିଲେ।
ଏନେଇ ନିହାରିକା ପିଙ୍କୁ ଜଣାଇଥିଲେ ଫଳରେ ପିଙ୍କୁ ପ୍ରତିଶୋଧପରାୟଣ ହୋଇ ପଡ଼ିଥିଲେ। ସବୁଦିନ ପାଇଁ ଗୌତମକୁ ଏହି ରାସ୍ତାରୁ ହଟାଇ ଦେବା ପାଇଁ ପିଙ୍କୁ ଏବଂ ନିହାରିକା ମିଶି ଷଡ଼ଯନ୍ତ୍ର କରିଥିଲେ।
ହ-ତ୍ୟା-କା-ରୀ ପିଙ୍କୁ ନାମରେ ପୂର୍ବରୁ ନୂଆପଲ୍ଲୀ ଥାନାରେ ୨ଟି ମାମଲା ଥିବା ଜଣାପଡିଥିଲା। ସୋମବାର ରାଜ୍ୟ ବାହାରୁ ଖସିଯିବା ପାଇଁ ଉଦ୍ୟମ କରୁଥିବା ଜାଣିବାକୁ ପାଇ ସାଲିଆ ସାହିରୁ ପିଙ୍କୁ ଓ ନିହାରିକାଙ୍କୁ ଗିରଫ କରିଥିଲା ପୋଲିସ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.