Movie prime

ଚର୍ଚ୍ଚାରେ Ollywood ଇଣ୍ଡଷ୍ଟ୍ରି ର ଦୁଇ ଷ୍ଟାର Mohanty ଜଣେ ସ୍ତ୍ରୀ ଙ୍କ ଛାଡପତ୍ର ଅପେକ୍ଷାରେ ତ ଅନ୍ୟ ଜଣେ ଦେଉଛନ୍ତି ପତ୍ନୀ ଙ୍କୁ ଧୋକା

 
Anubhab Mohanty

ନମସ୍କାର ପାଠକ ବନ୍ଧୁ ଗଣ। ଓଲିଉଡ଼ ର ଦୁଇ ସୁପରଷ୍ଟାର ପାରିବାରିକ ଜୀବନ ପାଇଁ ଓଡ଼ିଶା ସାରା ଚହଳ ସୃଷ୍ଟି କରି ଦେଇଛି।

ଜଣେ ନିଜ ପତ୍ନୀ ଙ୍କୁ ଡିଭର୍ସ ଦେବା ପାଇଁ ଚାହିଁ ବସିଛନ୍ତି ତ ଆଉ ଜଣେ ପତ୍ନୀ ଙ୍କୁ ଧୋକା ଦେଇ ବାନ୍ଧବୀ ଙ୍କ ସହ ରହୁଛନ୍ତି। ଯାହାକୁ ନେଇ ଦୁହେଁ ଏବେ ଖୁବ୍ ଚର୍ଚ୍ଚା ରେ ହଁ ଆଜ୍ଞା ବନ୍ଧୁ ଗଣ ମହାନ୍ତି ବନାମ ମହାନ୍ତି।

ବର୍ତ୍ତମାନ ଓଲିଉଡ଼ ରେ ଷ୍ଟାର କହିଲେ ଏହି ଦୁଇ ଜଣ ଙ୍କ ନାଁ ପ୍ରଥମେ ଆସୁଛି। ଦୁଇ ଜଣ ଙ୍କ ଅଭିନୟ ର ଯାଦୁ ଓଡ଼ିଆ ଇଣ୍ଡଷ୍ଟ୍ରି ରେ କିଛି କମ୍ ନୁହେଁ କେହି କାହାଠୁ କହିବାକୁ ଗଲେ ଓଡ଼ିଆ ଚଳଚିତ୍ର ପାଇଁ ପ୍ରୋଜଯକ୍ ମାନଙ୍କ ପ୍ରଥମ ପସନ୍ଦ ଏହି ଦୁଇ ମହାନ୍ତି ହିଁ ହୋଇ ଥାଆନ୍ତି। ଫ୍ୟାନ ଫୋଲଇଂ ମଧ୍ୟ କିଛି କମ ନାହାନ୍ତି ଏହି ଦୁଇ ଜଣ ଷ୍ଟାର ଙ୍କ ର।
ଆଜ୍ଞା ବନ୍ଧୁ ଗଣ ଏ କଥା ହେଉଛି ଓଲିଉଡ଼ ର ଅନୁଭବ ମହାନ୍ତି ଓ ବାବୁଶାନ ମହାନ୍ତି ଙ୍କ କଥା। ଏବେ ରିଲ୍ ନୁହେଁ ରିଅଲ ଲାଇଫ କୁ ନେଇ ଚର୍ଚ୍ଚା ରେ ଅଛନ୍ତି ଏଥି ଦୁଇ ଅଭିନେତା।
ଜଣେ ପତ୍ନୀ ଙ୍କ ଠାରୁ ଛାଡ଼ପତ୍ର କୁ ନେଇ ଚର୍ଚ୍ଚା ରେ ଅଛନ୍ତି ତ ଆଉ ଜଣେ ପତ୍ନୀ କୁ ଧୋକା ଦେଇ ବାନ୍ଧବୀ ଙ୍କ ସହ ରହୁଛନ୍ତି 
ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶୀନି ଙ୍କ ବିବାଦ ଅନେକ ଦିନ ରୁ ଚର୍ଚ୍ଚା ସାଉଣ୍ଟୁ ଥିବା ବେଳେ ଏବେ ସାମ୍ନା କୁ ଆସିଲା ବାବୁଶାନ ମହାନ୍ତି ଙ୍କ ପାରିବାରିକ କଳହ ରାଜ ରାସ୍ତା ରେ ଦେଖିବାକୁ ମିଳିଲା ବାବୁଶାନ ଙ୍କ ଏମିତି ଏକ ଚେହେରା।
ବାବୁଶାନ ମହାନ୍ତି ଓ ପ୍ରକୃତି ମିଶ୍ର ଏଖାଠି ଚେନ୍ନାଇ ଯିବା ବେଳେ ଦୁହିଁ ଙ୍କୁ ଗାଡ଼ିରେ ଧରି ଥିଲେ ବାବୁଶାନ ଙ୍କ ପତ୍ନୀ ତୃପ୍ତି। ତା ପରେ ଗୋଟେ ପରେ ଗୋଟେ ବିବାଦ ଏବେ ସାମ୍ନା କୁ ଆସୁଛି।