Movie prime

କ୍ୟାମେରା ନଥିଲେ ହୁଏତ ଆଜି ଏହି କଥା କେହି ବିଶ୍ୱାସ କରି ନଥାନ୍ତେ ହେଲେ CCTV ରେ ରେକର୍ଡ ହୋଇ VIRAl ହେଲା ଏହି ଘଟଣା ସମସ୍ତେ ଆଶ୍ଚର୍ୟ୍ଯ !!

 
Special Report
ଆପଣମାନେ ଜାଣିଥିବେ ସୋସିଆଲ ମିଡ଼ିଆ ରେ ଅନେକ ସମୟ ରେ ଅଜବ ପ୍ରକାରର ଘଟଣା ଘଟିଥାଏ।ବର୍ତମାନ ଏପରି କିଛି କିଛି ଘଟଣାର ସିସିଟିଭି ଫୁଟେଜ ଭାଇଭରାଲ ହେବାରେ ଲାଗିଛି।
ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ଫିଲ୍ମ ରେ ଦେଖିଥିବେ ଚୋର ଆଉ ଆତଙ୍କବାଦୀ ଙ୍କୁ ପୋଲିସ ମାନେ କେଉଁ ଭଳି ଭାବରେ ଗିରଫ କରିଥାନ୍ତି।ମହାରାଷ୍ଟ୍ର ରେ ଏଭଳି ଘଟଣା ଘଟିଛି।
ପୋଲିସ ମାନେ ଜାଣିବାକୁ ପାଇଲେ କେ କିଛି ଲୋକମାନେ ବସ୍ ରେ ବମ ଲଗାଇବା ପାଇଁ ଯୋଜନା କରିଥିଲେ।ପୋଲିସ ସତର୍କ ହୋଇ ଯାଇଥିଲେ।ପୋଲିସ ସେହି ମାନଙ୍କୁ ଠିକ୍ ସମୟରେ ଗିରଫ କରି ଦେଇଥିଲେ।
Special Report
ଅଟୋ ରେ ଆପଣମାନେ କେବେ ନା କେବେ ଯାଇଥିବେ।ଆପଣମାନେ ଜାଣିଥିବେ କିଛି କିଛି ଅଟୋ ବାଲା ବେଶୀ ଟଙ୍କା ନେବା ପାଇଁ କହିଥାନ୍ତି।ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି।
ଜଣେ ବାହାର ଦେଶ ରୁ ଆସିଥିବା ବ୍ୟକ୍ତି ଅଟୋ ରେ ଯାଇଥିଲେ।ଏବଂ ମିଟର ଅନୁସାରେ ପଇସା ଦେବା ପାଇଁ କହିଥିଲେ।ଅଟୋ ଚାଳକ ରାଜି ହୋଇଥିଲା।
କାରଣ ଅଟୋ ଚାଳକ ଜଣଙ୍କ ମିଟର ରେ ଏଭଳି ସେଟିଂ କରିଥିଲେ ଯେଉଁ କାରଣରୁ ବହୁତ ଜଲ୍ଦୀ ଯାଉଥିଲା।ଆପଣମାନେ ଜାଣିଥିବେ ରୋଷେଇ ବିଭିନ୍ନ ସ୍ଥାନ ରେ ଅଲଗା ଅଲଗା ପ୍ରକାରର ତିଆରି ହୋଇଥାଏ।ମିଠା ତିଆରି କରିବାରେ ବହୁତ ଆଗରେ ରହିଥାନ୍ତି।
ସମସ୍ତେ ଭାବୁଥାନ୍ତି ଯେ ଅସଲି ଘିଅ ଆଉ କ୍ଷୀର ବ୍ୟବହାର କରି ମିଠା ତିଆରି କରାଯାଇଥାଏ।କିନ୍ତୁ ଏମିତି ନୁହେଁ।ଯେଉଁମାନେ ରାବିଡି ଖାଇବାକୁ ପସନ୍ଦ କରୁଥିବେ ତାହେଲେ ଏହା ଜାଣିବା ନିହାତି ଆବଶ୍ୟକ।ଯେଉଁମାନେ ରାବିଡି ତିଆରି କରୁଛନ୍ତି ସେମାନେ ଗୋଡ଼ ରେ ଦଳୁ ଥିବାର ଦେଖିବାକୁ ମିଳିଛି।
ଯଦି ଏମାନେ ଏଭଳି ମିଠା ତିଆରି କରିବେ ତାହେଲେ ଲୋକମାନେ ମିଠା ଖାଇବା ଛାଡ଼ି ଦେବେ।ଏହିଭଳି ଭିଡିଓ ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.