Movie prime

ଅପରାଜିତା ବର୍ଷା ରେ ଭିଜି..ଲୋକ ଙ୍କ ସହ ସମ୍ପର୍କ ଯୋଡିଲେ..

 
Vb
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏମ ପି ଅପରାଜିତା ଷଡ଼ଙ୍ଗୀ ବର୍ତମାନ ବର୍ଷା ରେ ଭିଜି ଗ୍ରାମ କୁ ଗ୍ରାମ ବୁଲିବାକୁ ଯାଉଥିବାର ଦେଖିବାକୁ ମିଳିଛି।ଅପରାଜିତ ଷଡ଼ଙ୍ଗୀ ବର୍ଷା ରେ ଭିଯିଲେ ଏବଂ ସମ୍ପର୍କ ଯୋଡିଲେ।
ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି।ଏମ ପି ଅପରାଜିତା ଷଡ଼ଙ୍ଗୀ ଖୋର୍ଦ୍ଧା ର ଏକ ଗ୍ରାମ ରେ ଜନ ସମ୍ପର୍କ ପଦଯାତ୍ରା କରିଛନ୍ତି।ଭିଡିଓ ରେ ଦେଖିବାକୁ ମିଳିଛି ଯେ ତାଙ୍କ ସହିତ ଅନେକ ଲୋକମାନେ ମଧ୍ୟ ଯାଇଛନ୍ତି।
Uu
ଏବଂ ବର୍ଷା ରେ ଭିଜି ଭିଜି ହାତ ଯୋଡ଼ି ଗ୍ରାମ ରେ ବୁଲିଥିଲେ।ଲୋକମାନେ ମଧ୍ୟ ଖୁସି ଥିବାର ଦେଖିବାକୁ ମିଳିଛି।ତାଙ୍କ ସହିତ ଯେଉଁ ଲୋକମାନେ ରହିଥିଲେ ସେମାନେ ମଧ୍ୟ ବର୍ଷା ରେ ଭିଜି ଭିଜି ପଦଯାତ୍ରା କରିଥିଲେ।
ଆପଣମାନେ ଭୁବନେଶ୍ୱର ର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି।ବର୍ତମାନ ମଧ୍ୟ ଅପରାଜିତ ଷଡ଼ଙ୍ଗୀ ଚର୍ଚ୍ଚା ରେ ରହିଛନ୍ତି।
Gh
ସେ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେବା ପରେ ଓଡ଼ିଶା ରେ ଚର୍ଚ୍ଚାର ଶୀର୍ଷ ରେ ରହିଛନ୍ତି।ଅପରାଜିତ ଷଡ଼ଙ୍ଗୀ ଙ୍କ ଜନ୍ମ ୧ ସେପ୍ଟେମ୍ବର ୧୯୬୯ ମସିହାରେ ବିହାର ର ଭଗଲ ପୁର ରେ ହୋଇଥିଲା।ତାଙ୍କ ବାପା ଓ ମାଆ ଉଭୟ ଶିକ୍ଷକ ଅଟନ୍ତି।
ସେ ନାଳନ୍ଦା ବିଶ୍ଵବିଦ୍ୟାଳୟ ରେ ଅର୍ଥନୀତି ରେ ଡିଗ୍ରୀ ହାସଲ କରିଛନ୍ତି।ସେ ୧୯୯୪ ମସିହା ରେ upsc ର ସିଭିଲ ସର୍ଭିସ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ପରେ ଆଇ ଏ ଏସ ଭାବରେ କାର୍ଯ୍ୟ ତୁଳାଉ ଥିଲେ।ସେ ତାଙ୍କ ସହପାଠୀ ସନ୍ତୋଷ ଷଡ଼ଙ୍ଗୀ ଙ୍କୁ ବିବାହ କରିଛନ୍ତି।
ତାଙ୍କ ସ୍ଵାମୀ ମଧ୍ୟ ଜଣେ ଆଇ ଏ ଏସ ଅଫିସର ଅଛନ୍ତି।ଅପରାଜିତ ୨୦୦୬ ରୁ ୨୦୧୩ ପର୍ଯ୍ୟନ୍ତ ଓଡ଼ିଶା ର ବିଭିନ୍ନ ବିଭାଗ ରେ କାର୍ଯ୍ୟ କରିଥିଲେ।୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ଭୁବନେଶ୍ୱର ମୁନିଶପାଲ କର୍ପୋରେସନ ର କମିଶନର ଭାବରେ କାର୍ଯ୍ୟ ତୁଲାଇ ଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.