Movie prime

ଅର୍ଜୁନ ଯେତେବେଳେ public ଆଗରେ ମଲାଇକା କୁ kiss କଲେ,ଲୋକେ କହିଲେ କି ସେକେଣ୍ଡ ହ୍ୟାଣ୍ଡ ରେ ଅର୍ଜୁନ ହି ଖୁସି ରହି ପାରିବେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅର୍ଜୁନ କପୁର ଓ ମଲାଇକା ଆରୋରା ହେଉଛନ୍ତି ବଲିଉଡ ର ଏକ ଚର୍ଚ୍ଚିତ ଚେହେରା। ସେ ସର୍ବଦା ତାଙ୍କର ପ୍ରେମ ସମ୍ପର୍କ କୁ ନେଇ ଚର୍ଚ୍ଚାରେ ରହି ଥାନ୍ତି।
ଅନେକ ସମୟରେ ତାଙ୍କ ସମ୍ପର୍କରେ ଅନେକ କଥା ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥାଏ। ଲୋକ ମାନେ ସେମାନଙ୍କ କଥାକୁ ଖୁବ ପଶନ୍ଦ ମଧ୍ଯ କରନ୍ତି। ଦିନକୁ ଦିନ ସୋସିଆଲ ମିଡିଆରେ ତାଙ୍କ ସମ୍ପର୍କରେ ଚର୍ଚ୍ଚା ବଢ଼ିବାରେ ଲାଗିଛି।
Special report
ଏକ ରିପୋର୍ଟ ଅନୁସାରେ ମଲାଇକା ଆରୋରା ଏକ ଗେମ୍ ଶୋ କୁ ଯାଇଥିଲେ। ସେଠାରେ ତାଙ୍କୁ କିଛି ପ୍ରଶ୍ନ ପଚରା ଯାଇଥିଲା ଏବଂ ସେ ଏହାର ଉତ୍ତର ମଧ୍ଯ ଦେଇଥିଲେ ଆଉ ଏହାର ଉତ୍ତର ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ତାଙ୍କୁ ପଚରା ଯାଇଥିଲା କି ପ୍ରଥମ ଥର ସେ କେବେ ଅର୍ଜୁନ କପୁର ଙ୍କ ପାଇଁ ରୋଷେଇ କରିଥିଲେ ଏବଂ ଅର୍ଜୁନ କପୁର ପ୍ରଥମ ଥର ପାଇଁ ତାଙ୍କ ପାଇଁ କେବେ ରୋଷେଇ କରିଥିଲେ?
ଏହାର ଉତ୍ତର ଦେଇ ମଲାଇକା ଆରୋରା କହିଥିଲେ କି ସେ ସର୍ବଦା ଅର୍ଜୁନ ଙ୍କ ପାଇଁ ରୋଷେଇ କରନ୍ତି। ହେଲେ ଅର୍ଜୁନ କେବେ ହେଲେ ବି ତାଙ୍କ ପାଇଁ ରୋଷେଇ କରନ୍ତି ନାହିଁ କାରଣ ତାଙ୍କର ରୋଷେଇ ଆସେ ନାହିଁ।
Special Report
ଆଉ ସେ ମଲାଇକା ଆରୋରା ଯାହା ବି ବନେଇ ଥାଆନ୍ତି ତାକୁ ଖାଇବାକୁ ଖୁବ ପସନ୍ଦ ମଧ୍ଯ କରନ୍ତି। ଏବଂ ଅର୍ଜୁନ ଙ୍କୁ ମଲାଇକା ଆରୋରା ଙ୍କ ରୋଷେଇ ବହୁତ ପସନ୍ଦ ମଧ୍ଯ। ସେଥିପାଇଁ ଅର୍ଜୁନ ଙ୍କୁ ରୋଷେଇ କରିବାକୁ ପଡ଼େ ନାହିଁ।
ଏଭଳି କହିଥିଲେ କି ଅର୍ଜୁନ ଙ୍କୁ ଚାହା ମଧ୍ୟ ପ୍ରସ୍ତୁତ କରି ଆସେ ନାହିଁ। କାରଣ ସେ କୌଣସି ପ୍ରକାରର ରୋଷେଇ ଜାଣି ନାହାଁନ୍ତି। ଏବେ ସୋସିଆଲ ମିଡ଼ିଆରେ ମଲାଇକା ଆରୋରା ଦେଇଥିବା ଏହି ମନ୍ତବ୍ୟ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଏହାକୁ ଏକାଧିକ ଲୋକ ମଧ୍ଯ ଦେଖି ସାରିଲେଣି। ଏବଂ ସେମାନେ ମଲାଇକା ଆରୋରା ଙ୍କ କଥାକୁ ଖୁବ ମଜା ର ସହିତ ନେଇଛନ୍ତି। ତେବେ ଆପଣଙ୍କୁ ଏହା କିଭଳି ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.