Movie prime

ମଲାଇକା ବାହାଘର ରେ cold drinks ପିଉଥିବା ଛୋଟ ଅର୍ଜୁନ ଏବେ ହନିମୁନ କରି ମଲାଇକା କୁ ଦେଉଛନ୍ତି ଖୁସି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ମଲାଇକା ଆରୋରା।
ପ୍ରତ୍ୟକ ଦିନ ତାଙ୍କ ସମ୍ପର୍କରେ କୌଣସି ନା କୌଣସି ଖବର ଖୁବ ଭାଇରାଲ୍ ହେବାରେ ଲାଗିଛି। ଆମେ ଏବେ ଆପଣଙ୍କୁ ସେଭଳି କିଛି ଖବର ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
Special Report
ତେବେ ଆପଣ ମାନେ ଜାଣିଥିବେ କି ମଲାଇକା ଆରୋରା ସଲମାନ୍ ଖାନ୍ ଙ୍କ ଭାଇ ଅରବାଜ ଖାନ୍ ଙ୍କୁ ବିବାହ କରିଥିଲେ। ହେଲେ ତାଙ୍କର ଏହି ବିବାହ ବନ୍ଧନ ଏବେ ଆଉ ନାହିଁ। ସେ ଦୁହେଁ ପରସ୍ପର ଠାରୁ ସଂପୂର୍ଣ୍ଣ ଭାବରେ ଅଲଗା ହୋଇ ସାରିଛନ୍ତି।
ବର୍ତ୍ତମାନ୍ ସମୟରେ ତାଙ୍କର ବିବାହ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲେ ହେବାରେ ଲାଗିଛି। ଆଉ ଆପଣ ମାନେ ଜାଣିଥିବେ କି ଏବେ ମଲାଇକା ଆରୋରା ଅର୍ଜୁନ କାପୁର ଙ୍କୁ ପ୍ରେମ କରୁଛନ୍ତି।
Special report
ଦୁହିଁଙ୍କୁ ପ୍ରାୟ ସମୟରେ ଏକାଠି ମଧ୍ୟ ଦେଖିବାକୁ ମିଳିଛି। ଅରବାଜ ଙ୍କ ଠାରୁ ଦୂରେଇବା ର କିଛି ଦିନ ପରେ ହିଁ ମଲାଇକା ଙ୍କୁ ଅର୍ଜୁନ ଙ୍କ ସହ ଦେଖିବାକୁ ମଳିଥିଲା ହେଲେ ଉଭୟ ଉଭୟ ଙ୍କ ସମ୍ପର୍କ କୁ ବେଶ ଲୁଚାଇ ଥିଲେ।
ମାତ୍ର ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିବା ଦ୍ୱାରା ଲୋକ ମାନେ ଏହା ଜାଣି ଯାଇଥିଲେ କି ଉଭୟ ପରସ୍ପର କୁ ଡେଟ୍ କରୁଛନ୍ତି ବୋଲି। ହେଲେ ପ୍ରକୃତରେ ମଲାଇକା ଅର୍ଜୁନ ଙ୍କ ଠାରୁ ବହୁତ ବଡ଼ ଅଟନ୍ତି।
Special Report
ଏବେ ମଲାଇକା ଓ ଅରବାଜ ଙ୍କ ବିବାହ ଫଟୋ ଭାଇରାଲ ହେବା ସହ ଅର୍ଜୁନ ଙ୍କ ଏକ ଫଟୋ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖି କୁହା ଯାଉଛି କି ମଲାଇକା ଆରୋରା ଙ୍କ ବିବାହ ସମୟରେ ଅର୍ଜୁନ ଏହିଭଳି ଦେଖା ଯାଉଥିଲେ।
ସେହି ସମୟରେ ଅର୍ଜୁନ ପ୍ରାୟତଃ ୧୩ ବର୍ଷର ଏକ ବାଳକ ଥିଲେ। ଆଉ ଏବେ ସେ ନିଜେ ମଲାଇକା ଙ୍କୁ ଡେଟ୍ କରୁଛନ୍ତି। ତେବେ ଏହି ଫଟୋ ଦେଖି ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.