Movie prime

ନବ ବିବାହିତା ଅଭିନେତ୍ରୀଙ୍କ ଅସଲ ଗୁଣ କହିଦେଲେ ଶାଶୁ ଆଉ ନଣନ୍ଦ ଦେଖନ୍ତୁ କଣ କହିଲେ ବୋହୂଙ୍କ ବିଷୟରେ - Exclusive

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି ।
Special report
ଏବେ ଆପଣମାନେ ଧାରାବାହିକରେ ଅଭିନୟ କରୁଥିବା ଅଭିନେତ୍ରୀଙ୍କ ବିଷୟରେ ଆସିଥିବା ଖବର ଜାଣିପାରିବେ । ଆପଣମାନେ ସମସ୍ତେ ସାର୍ଥକ ଚ୍ୟାନେଲରେ ପ୍ରସାରିତ ହେଉଥିବା ଝିଲି ସିରିଏଲର ଖଳନାୟିକା ଟିନାଙ୍କୁ ଜାଣିଥିବେ । 
ଏହି ଅଭିନେତ୍ରୀ ଜଣଙ୍କର ନାମ ହେଉଛି ସୁମନ । ସେ ତାଙ୍କ ଶାଶୁଘରେ କିଭଳି ଭାବରେ ରହୁଛନ୍ତି ସେହି ବିଷୟରେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଆପଣମାନେ ସମସ୍ତେ ଏହି ଅଭିନେତ୍ରୀ ଜଣକ ନିକଟରେ ବିବାହ କରିଥିଲେ ଏହି କଥା ଜାଣିଥିବେ ।
Special report
ଏହି ଅଭିନେତ୍ରୀ ଜଣକ ପ୍ରେମ ବିବାହ କରିଛନ୍ତି । ଆଉ ଏବେ ସେ ତାଙ୍କ ଶାଶୁଘରେ ବହୁତ ଖୁସିରେ ଅଛନ୍ତି ବୋଲି କହିଥିଲେ । ଆଉ ଏବେ ତାଙ୍କ ଶାଶୂଘର ଲୋକ ତାଙ୍କ ବିଷୟରେ କହିଛନ୍ତି । 
ଏହି ଅଭିନେତ୍ରୀ ଜଣକ ସବୁବେଳେ ଖଳନାୟିକା ଭୂମିକାରେ ଅଭିନୟ କରିଥାନ୍ତି । ଆଉ ଏବେ ଏହି ଅଭିନେତ୍ରୀ ଜଣକ ଖଳନାୟିକା ହୋଇ ମଧ୍ୟ ସେ ତାଙ୍କ ଶାଶୁଘରେ ବହୁତ ଖୁସିରେ ଅଛନ୍ତି । ତାଙ୍କ ଶାଶୁ କହିଛନ୍ତି ସେ ତାଙ୍କ ଗେହ୍ଲୀ ବୋହୂ ପାଇଛନ୍ତି ।
Special Report
ଆଉ ପୁଅ ବିବାହରେ ସମସ୍ତେ ମାଆ କାନ୍ଦି ଥାଆନ୍ତି କିନ୍ତୁ ଏହି ଅଭିନେତ୍ରୀଙ୍କୁ ବିବାହ କରିବାକୁ ତାଙ୍କ ପୁଅ ଯିବା ବେଳେ ସେ କାନ୍ଦି ନଥିଲେ କାରଣ ସେ ଜାଣିଥିଲେ ତାଙ୍କର ଭଲ ବୋହୂ ଆସିବ । ଏହି ଅଭିନେତ୍ରୀ ଜଣଙ୍କର ନଣନ୍ଦ ମଧ୍ୟ ତାଙ୍କୁ ବହୁତ ଭଲ ପାଆନ୍ତି । 
Special Report
ଅଭିନେତ୍ରୀ ଜଣଙ୍କର ନଣନ୍ଦ ତାଙ୍କୁ ବଡ ଭଉଣୀ ବୋଲି ଭାବିଥାଆନ୍ତି । ଆଉ ସେମାନେ ଘରେ ସବୁବେଳେ ହସି ଖେଳି ରହିଥାନ୍ତି । ତାଙ୍କ ପରିବାର ଛାଡି ସେ ଆଉ ଏକ ପରିବାର ପାଇଛନ୍ତି । ଆଉ ଏହି ପରିବାରରେ ସେ ଖୁସି ଅଛନ୍ତି ।
ଅଭିନେତ୍ରୀ ସୁମନଙ୍କ ଶଶୁର ମଧ୍ୟ ତାଙ୍କ ବିଷୟରେ କିଛି କଥା କହିଥିଲେ । ଆଉ ସେମାନେ ସମସ୍ତେ ତାଙ୍କୁ ବହୁତ ଭଲ ପାଆନ୍ତି । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ସବୁ କଥା ଅଭିନେତ୍ରୀଙ୍କ ବିଷୟରେ ଜାଣିପାରିବେ ।