Movie prime

ଦୀର୍ଘ ୨୦ ବର୍ଷ ପରେ ରାମାୟଣ ର ଅସଲି ସୀତା ପୁଣି ଥରେ ନେଲେ ସୀତା ଙ୍କ ରୂପ, ଲୋକେ କହିଲେ କୁ ସେ ଆଦିପୁରୁଷ ଟିମ୍ କିଛି ଶିଖୁ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ରିଲିଜ୍ ହୋଇଥିବା ଆଦିପୁରୁଷ ଫିଲ୍ମ କୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକ ମାନେ ଏହି ଫିଲ୍ମ ରେ ଥିବା ସଂଳାପ କୁ ଆଦୌ ପଶନ୍ଦ କରି ନାହାଁନ୍ତି।
ଆଉ ସେମାନେ ଏହି ଫିଲ୍ମ୍ କୁ ନେଇ ନାହିଁ ନଥିବା କଥା କହୁଛନ୍ତି। ଏହି ଫିଲ୍ମ ରେ ପ୍ରଭାସ ରାମ ଓ କ୍ରିତି ଶନନ୍ ସୀତା ଭୂମିକାରେ ନଜର ଆସିଛନ୍ତି। ମାତ୍ର ଦୁହିଁଙ୍କୁ କେହି ହେଲେ ମଧ୍ୟ ପସନ୍ଦ କରି ନାହାଁନ୍ତି। ତାଙ୍କ ସହ ଦୀପିକା ଚିଖଲିଆ ଙ୍କୁ ତୁଳନା କରିଛନ୍ତି।
Special Report
କାରଣ ନିକଟରେ ଦୀପିକା ଚିଖଲିଆ ପୁଣି ଥରେ ସୀତା ଙ୍କ ଭଳି ପୋଷାକ ପରିଧାନ କରିଥିଲେ। ଯାହାକୁ ଦେଖିବା ପରେ ହିଁ ଲୋକ ମାନେ କହି ଦେଇଥିଲେ କି ଦୀପିକା ଙ୍କ ଭଳି ସୀତା ଙ୍କ ଅଭିନୟ କେହି ହେଲେ ମଧ୍ୟ କରି ପାରିବେ ନାହିଁ।
Special Report
କ୍ରିତି ଶନନ୍ ମଧ୍ୟ ଦୀପିକା ଙ୍କ ପାଖ ବି ମାଡି ପାରିବେ ନାହିଁ। କାରଣ ଦୀପିକା କରିଥିବା ସୀତା ଙ୍କ ଭୂମିକା ସଂପୂର୍ଣ୍ଣ ନିଆରା ଅଟେ। ଆଜି ମଧ୍ୟ ତାଙ୍କୁ ଲୋକମାନେ ମାତା ସୀତା ବୋଲି ଭାବି ପ୍ରଣାମ କରୁଛନ୍ତି।
ଆଉ ତାଙ୍କ ନିକଟରୁ ଆଶୀର୍ବାଦ ନେଉଛନ୍ତି। ରମାନନ୍ଦ ଶାଗର ଙ୍କ ଦ୍ବାରା ନିର୍ମାଣ କରା ଯାଇଥିବା ଏହି ରାମାୟଣ ରେ ସମସ୍ତ କଳାକାର ସଂପୂର୍ଣ୍ଣ ଭାବରେ ଜୀବନ୍ତ ଅଭିନୟ କରିଥିଲେ। ଯିଏ ଯେଉଁ ରୂପରେ ଅଭିନୟ କରିଥିଲେ ଲୋକ ମାନେ
Special Report
ତାଙ୍କୁ ତାହା ହିଁ ଭାବି ଦେଇଥିଲେ। ଯେପରି କି ଅରୁଣ ଗୋଭିଲ ଙ୍କୁ ଲୋକ ମାନେ ପ୍ରକୃତ ରାମ ବୋଲି ଭାବି ତାଙ୍କର ପୂଜାର୍ଚ୍ଚନା କରୁଥିଲେ। ଆଉ ଏବେ ମଧ୍ୟ ଲୋକ ତାଙ୍କର ପୂଜାର୍ଚ୍ଚନା କରିଛନ୍ତି।
ଆଉ ନିକଟରେ ରିଲିଜ୍ ହୋଇଥିବା ଆଦି ପୁରୁଷ ଫିଲ୍ମ୍ କୁ ନେଇ ଲୋକ ମାନେ ଏହା କହୁ ଛନ୍ତି କି ଏହି ଫିଲ୍ମ ରୋଜଗାର ଭଲ କରୁଛି ମାତ୍ର ଏହି ଫିଲ୍ମ କାହାରି ହୃଦୟକୁ ଜିତି ପାରି ନାହିଁ। ଆଉ ଏହି ଫିଲ୍ମ ଠାରୁ ଶହେ ଗୁଣ ରେ ରମାନନ୍ଦ ଶାଗର ଙ୍କ ରାମାୟଣ ଥିଲା ବୋଲି କହିଛନ୍ତି।
Special Report
ଏଭଳି କି ଏହା ମଧ୍ୟ କୁହା ଯାଇଛି ଦୀପିକା ଚିଖାଲିଆ ଏବେ ସୋସିଆଲ ମିଡ଼ିଆରେ ସୀତା ଙ୍କ ଭୂମିକାରେ ଯେତେ ସୁନ୍ଦର୍ ନଜର ଆସୁଛନ୍ତି ତାଙ୍କ ସମ୍ମୁଖରେ କ୍ରିତି ଶନନ୍ କିଛି ନୁହେଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.