Movie prime

ଦୁନିଆରେ ଏମିତି ବଡ ବଡ଼ ଜିନିଷ ଆପଣ କେବେ ଦେଖି ନଥିିବେ ଦେଖନ୍ତୁ ଏହା କଣ ସବୁ ଅଟେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ଦୁନିଆରେ ଏଭଳି କିଛି ଜିନିଷ ଅଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଆନ୍ତି। ଏଭଳି ବଡ଼ ବଡ଼ ଜିନିଷ ମଧ୍ୟ ଅଛି ଯାହାର ଉଚ୍ଚତା ମଧ୍ୟ ଖୁବ ଅଧିକ ହୋଇଥାଏ।
ଏବଂ ଯାହାକୁ ଆପଣ ମାନେ ପୂର୍ବରୁ କେବେ ହେଲେ ମଧ୍ୟ ଦେଖିବାକୁ ପାଇ ନଥିବେ। ତେବେ ଚାଲନ୍ତୁ ଜଣିନେବା କି ସେଭଳି ଯେଉଁ ଜିନିଷ ଅଛି ଯାହାକି ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ କରି ଦିଏ।
Special Report
ତେବେ ଆପଣ ମାନେ ଜାଣିଥିବେ କି ଷ୍ଟାଚ୍ୟୁ ଅଫ ୟୁନିଟି । ଏହା ହେଉଛି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ପ୍ରତିମୂର୍ତ୍ତି ଏହାକୁ ତିଆରି କରିବା ପାଇଁ ଏହାକୁ ତିଆରି କରିବା ପାଇଁ ୩୦୦୦ କୋଟି ଟଙ୍କାର ଖର୍ଚ୍ଚ ମଧ୍ୟ ହୋଇଥିଲା।
Special Report
ଆଉ ଏହା ମଧ୍ଯ ଆମର ଭାରତରେ ହିଁ ଅବସ୍ଥିତ ଅଟେ। ଏହା କେବଳ ଭାରତର ନୁହେଁ ବରଂ ସମଗ୍ର ଦୁନିଆର ସବୁଠାରୁ ବଡ଼ ଓ ଉଚ୍ଚତମ ମୂର୍ତ୍ତୀ ଅଟେ। ଏହି ମୂର୍ତ୍ତି ଏତେ ବଡ ଅଟେ ଯେ ଏହାକୁ ଆପଣ ମାନେ ସ୍ପେସ ରୁ ଦେଖି ପାରିବେ।
ଆଉ ଏକ ସେଭଳି ଆଶ୍ଚର୍ଯ୍ୟ କର ଜିନିଷ ହେଉଛି ବ୍ରହ୍ମ ଚିକେନ। ଯାହାକି ସାଧାରଣ କୁକୁଡ଼ା ଠାରୁ ବଡ଼ ହୋଇଥିବା ବେଳେ ଏହାର ଓଜନ ମଧ୍ୟ ୫ ରୁ ୬ କିଲୋ ଥାଏ।
Special Report
ଆଉ ଏହା ସମ୍ମୁଖରେ ଏକ ବିଲେଇ ମଧ୍ୟ ଏକ ଛୋଟ ଛୁଆ ଭଳି ଦେଖାଯାଏ। ଏହାପରେ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଏକ ବଡ଼ ବେଙ୍ଗ। ଏଭଳି ଆମ ଦୁନିଆରେ ଏକ ସବୁଠାରୁ ବଡ଼ ବେଙ୍ଗ ଦେଖିବାକୁ ମିଳିଛି।
ଏହାର ଓଜନ ମଧ୍ୟ ହେଉଛି ଚାରି ରୁ ପାଞ୍ଚ କିଲୋ। ଏହାକୁ ଦେଖି ଏବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। କେତେକ ଲୋକ ମଧ୍ୟ ଏହାକୁ ଦେଖି ବିଶ୍ବାସ ମଧ୍ୟ କରି ପାରୁ ନାହାଁନ୍ତି।
ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଦର୍ଶକ ମାନେ ମଧ୍ଯ ଏହି ଭିଡିଓ କୁ ଖୁବ୍ ପସନ୍ଦ କରିଛନ୍ତି ତେବେ ଆପଣ ମାନଙ୍କୁ ଏହି ଭିଡିଓ କିଭଳି ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.