Movie prime

ଆଗାମୀ ଦିନରେ ଆସୁଛି ଓଡ଼ିଶାକୁ ପ୍ରବଳ ବର୍ଷା ଦେଖନ୍ତୁ ମିଳିଲା ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ପାଣିପାଗକୁ ନେଇ ଆସୁଥିବା ଖବର ବିଷୟରେ ସୂଚନା ପାଇପାରିବେ । ପାଣିପାଗ କେତେବେଳେ ବଦଳୁଛି ତାହାର ହିସାବ ନାହିଁ । ଆଉ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଣିପାଗକୁ ନେଇ ଯେଉଁ ଖବର ଆସେ ତାହା ଜାଣିପାରିବେ ।
ଆଗକୁ ମାଡି ଆସୁଛି ଆଉ ଏକ ବନ୍ୟା । ବଡ ଧରଣର ବର୍ଷା ହେବ ଯାହା ବନ୍ୟା ଆଣିବ । ସକାଳୁ ଆରମ୍ଭ ହେବ ବର୍ଷା ଏବଂ ୨୪ ଘଣ୍ଟା ଯାଏଁ ହେବ ମୁଷଳ ଧରଣର ବର୍ଷା । ବଜ୍ରପାତ ପାଇଁ ବିପଦରେ ପଡିପାରେ ଜୀବନ ।
ଅର୍ଥାତ୍ କେବଳ ବର୍ଷା ହେବ ନାହିଁ ବର୍ଷା ସହ ଘଡଘଡି ମଧ୍ୟ ହେବ । ଭାଙ୍ଗିପାରେ ରାସ୍ତା ଘାଟ ହୋଇପାରେ ଭୂସ୍ଖଳନ । ଓଡ଼ିଶାକୁ ଏବେ ମାଡ଼ି ଆସୁଛି ପ୍ରବନ୍ ବର୍ଷା । ଏହି ବର୍ଷା ଅନେକ କ୍ଷୟକ୍ଷତି କରିବ ବୋଲି ଆକଳନ କରାଯାଉଛି । ଏହି ଖବର ଏବେ ସାମ୍ନାକୁ ଆସିଛି । 
Special report
ଏହି ବର୍ଷା ଆଗକୁ ବନ୍ୟା ଆଣିବ ବୋଲି ଆକଳନ କରାଯାଉଛି । ଏବେ ଠାରୁ ସତର୍କ ଜାରି କରିଛନ୍ତି ସରକାର । ମୌସୁମୀ ନିମ୍ନ ରେଖା ତାର ସ୍ଥାନରୁ ନିମ୍ନରେ ରହିଛି । ମୌସୁମୀ ପଞ୍ଜାବର ଧିରେଶପୁରରୁ ବାହାରି ମିଜୋରାମ ଯାଏଁ ଯାଇଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଭ୍ୟନ୍ତରୀଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ଝଡ଼ ବର୍ଷା ସହ କାଳବୈଶାଖୀ ହୋଇପାରେ ବୋଲି ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ସୂଚନା ଜାରି କରିଛି ।
୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ ବୋଲି ଜଣାପଡିଛି । ମୟୂରଭଞ୍ଜ, କେନ୍ଦୁଝର , ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ଭଦ୍ରକ, ସୋନପୁର, ବୌଦ୍ଧ, ଢେଙ୍କାନାଳ ,
ଯାଜପୁର, ବାଲେଶ୍ଵର, କେନ୍ଦ୍ରାପଡ଼ା, ଜଗତସିଂପୁର, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କୋରାପୁଟ, ମାଲକାନଗିରି, ପ୍ରଭୃତି ୨୫ ଜିଲ୍ଲାରେ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି । ୨୫ ତାରିଖ ଯାଏଁ ଏହି ବର୍ଷା ହୋଇପାରେ ବୋଲି ଜଣାପଡିଛି ।