Movie prime

ବସ ଷ୍ଟାଣ୍ଡ ରେ ପେଟରେ ଗଞ୍ଜେଇ ପ୍ୟାକ କରି ବିକୁଥିଲା ଯୁବକ, ଗୋଡେଇ ଗୋଡେଇ ଧରିଲା ପୋ-ଲି-ସ..

 
Yy6
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କିଛିଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଥିଲା ଆଉ ଆପଣ ମାନେ ଏଭଳି ଚିତ୍ର ମଧ୍ୟ ନିଶ୍ଚିତ ଭାବରେ କିଛିଦିନ ତଳେ ଦେଖିବାକୁ ପାଇଥିବେ।
ଏବେ ଏହି ଘଟଣାର ପୁଣି ଥରେ ପୁନରାବୃତ୍ତି ଘଟିବାରେ ଲାଗିଛି। ଦେହ ସାରା ଜଣେ ଯୁବକ ଗୁଡ଼ାଇ ହୋଇଛନ୍ତି ସେଲୋଟେପ୍। ଆଉ ଏହା ଭିତରେ ରହିଛି ପୂଳା ପୂଳା ମାତ୍ରାରେ ଗ-ଞ୍ଜେ-ଇ।
Fr
କେହି ଯେମିତି ଜାଣି ନପାରିବେ ସେଥିପାଇଁ ସେ ଏଭଳି କିଛି ପ୍ଲାନ୍ କରିଛନ୍ତି। ହେଲେ ଏବେ ତାଙ୍କର ଏହି ପ୍ଲାନ୍ ସମସ୍ତଙ୍କ ସାମ୍ନାରେ ଧରା ପଡି ଯାଇଛି। ଫିଲ୍ମ୍ ଷ୍ଟାଇଲ ରେ ଗ-ଞ୍ଜେ-ଇ ଚାଲାଣ ହେଉଥିବା ବେଳେ ହଠାତ୍ ତାଙ୍କୁ ମାଡ଼ି ବସିଥିଲା ପୋଲିସ।
ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା, ପାଡୁଆ ଥାନା ରେ। ସେଠାକାର ଜଣେ ବସ୍ତି ବାସିନ୍ଦା ମଣିକାନ୍ତ ନାମକ ଏକ ଯୁବକ ନିଜ ଦେହରେ ୭ କେଜି ର ଗ-ଞ୍ଜେ-ଇ ଭର୍ତ୍ତି କରିଥିଲେ।
ଆଉ ଏହାକୁ ସେ ସେଲୋଟେପ ରେ ଗୁଡେ଼ଇ ହୋଇ ଯାଇଥିଲେ। ଗୋଟେ ବ୍ୟାଗ ରେ ପ୍ରାୟ ୧୫ କେଜି ଗ-ଞ୍ଜେ-ଇ ଧରି ଚାଲାଣ କରିବା ପାଇଁ ସେ ଉଦ୍ୟମ ମଧ୍ୟ କରୁଥିଲେ। କୌଣସି ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର ଏସଡିପିଓ ଙ୍କ ନେତୃତ୍ୱରେ
Gh
ପାଡୁଆ ପୋଲିସ ବସ୍ କୁ ଅପେକ୍ଷା କରିବା ସହ ଏହି ବ୍ୟକ୍ତି ଜଣକୁ ମାଡ଼ି ବସି ଧରି ପକାଇ ଥିଲା। ଆଉ ଏହି ଗ-ଞ୍ଜେ-ଇ ସବୁ କୁ ଜବତ କରିଥିଲା ଏହି ଗଞ୍ଜେଇର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ବୋଲି କହିଥିଲା।
ତେବେ ଆପଣ ମାନେ ଜାଣି ପାରୁଥିବେ କି ଆଜିକାଲି ର ଲୋକମାନେ କେତେ ଚାଲାକ୍ ପଇସା ପାଇଁ ସେମାନେ ଏଭଳି କାର୍ଯ୍ୟ ଏମିତି ସବୁ ପ୍ଲାନ୍ କରି କରୁଛନ୍ତି କି ତାଙ୍କ ଉପରକୁ କାହାର ହେଲେ ମଧ୍ୟ ନଜର ପଡ଼ିବ ନାହିଁ।
ହେଲେ ସେମାନେ ଏହା ଜାଣି ନାହାଁନ୍ତି କି ସତ କେବେ ଲୁଚି ରହେ ନାହିଁ ତାହା ଦିନେ ନା ଦିନେ ସାମ୍ନା କୁ ଆସିବ ଠିକ୍ ଯେମିତି ଏବେ ଏହି ବ୍ୟକ୍ତି ଜଣକ ସହ ହୋଇଛି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.