Movie prime

ଅଟୋ ଭିତରେ ପ୍ୟାଣ୍ଟ୍ ଖୋଲି ବେପାର କରୁଥିଲା ଯୁବତୀ.. ଏକା ସାଙ୍ଗ ରେ କରୁଥିଲା ୩-୩ ଜଣ ଟୋକା ମାନଙ୍କ ସହ ଡିଲ

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଦେଖିଥିବେ ବର୍ତ୍ତମାନ ସମୟ ରେ ଝିଅ ମାନେ ସାମାନ୍ୟ କିଛି ଅର୍ଥ ଲୋଭ ରେ କିଭଳି କାମ କରି ବସିଛନ୍ତି।ନିକଟ ରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ର ମାଷ୍ଟର କ୍ୟାଣ୍ଟିନ ଛକ ରେ।
Special report
ଜଣେ ମହିଳା ଟ୍ରେନ ରେ ଆସୁଥିବା ଯାତ୍ରୀ ମାନଙ୍କୁ ନିଜ ଦେହ ର ଅଙ୍ଗ ପ୍ରତ୍ୟଙ୍ଗ ଦେଖାଇ ଟଙ୍କା ଲୁଟି ନେଉଥିଲା।ଏହି କାମ ରେ ମହିଳା ଜଣକ ଦିନ କୁ ଦିନ ଧନୀ ହେବାକୁ ଲାଗିଲା।ଏଥିରେ କେବଳ ସେ ଏକୁଟିଆ ନ ଥିଲେ ତାଙ୍କ ସହଯୋଗୀ ମାନେ ମଧ୍ୟ ଥିଲେ।
ସୂଚନା ଅନୁସାରେ ଭୁବନେଶ୍ୱର ର ଏକ ଭଡ଼ା ଘରେ ରହୁ ଥିଲା ମୁଷ୍କାନ ନାମକ ଝିଅ ଟି।ଦେଖିବାକୁ ବହୁତ ସୁନ୍ଦର ଥିଲା।ହେଲେ ନିଜର ୨୨ ବର୍ଷୀୟ ଶରୀର କୁ ଦେଖାଇ ଲୋକ ଙ୍କ ଠାରୁ ପଇସା ଠକି ନେବା ହେଉଛି ତାର କାମ।ସେ ପ୍ରତିଦିନ ସକାଳୁ ରେଲୱେ ଷ୍ଟେସନ ରେ ଯାଇ ବସି ଯାଉଥିଲା।
ଏଥିରେ କିଛି ତାର ଗୁଣ୍ଡା ମାନେ ସାମିଲ ଥିଲେ।ଯେଉଁ ଧନୀ ଶ୍ରେଣୀ ର ଲୋକ ମାନେ ଟ୍ରେନ ରୁ ବାହାରକୁ ଆସୁ ଥିଲେ।ସେମାନେ ତାଙ୍କୁ ନେଇ ନିଜ ଅଟୋ ରେ ବସାଉ ଥିଲେ।ଏହା ପରେ ସେମାନେ ମଧ୍ୟ ମୂଷ୍କାନ ର ସୁନ୍ଦରତା କୁ ଦେଖି ପ୍ରଲୋଭିତ ହେଉ ଥିଲେ।
Special report
ଗାଡ଼ି ରେ ବସି ସାରିଲା ପରେ ମୁଷ୍କାନ ନିଜ ଗୁଣ୍ଡା ମାନଙ୍କୁ କହି ଚା ଆଣିବା ପାଇଁ କହୁଥିଲା। ଏହା ପରେ ମୁଶକାନ ନିଜ ଦେହ କୁ ଦେଖାଉ ଥିଲା।ଏଥିରେ ଯାତ୍ରୀ ମାନେ ବହୁତ ଖୁସି ହୋଇ ଯାଉ ଥିଲେ।ସେହି ଚା ରେ ମୁଷ୍କାନ୍ ନିଶା ଦ୍ରବ୍ୟ ମିଶାଇ ଦେଉ ଥିଲା।
ଏହା ପରେ ଯାତ୍ରୀ ମାନେ ବେହୋସ୍ ହୋଇ ଯାଉ ଥିଲେ।ବେହୋସ୍ ହେବା ପରେ ମୁଷ୍କାନ ଓ ତାର ଗୁଣ୍ଡା ମାନେ ମିଶି ଯାତ୍ରୀ ଙ୍କ ବ୍ୟାଗ୍ ସହିତ ଟଙ୍କା ସୁନା ସବୁ କିଛି ନେଇ ଯାଉ ଥିଲେ।ଯାତ୍ରୀ ଙ୍କୁ ରାସ୍ତା ରେ ଫୋପାଡି ଦେଇ ଚାଲି ଯାଉ ଥିଲେ।
ଏପରି ସବୁବେଳେ ଘଟିବା ପରେ ପୋଲିସ ଘଟଣା ର ତଦନ୍ତ କରିବା ଆରମ୍ଭ କଲା।ଏହା ପରେ ମୂଷ୍କାନ୍ ଓ ତାର ସାଥୀ ମାନଙ୍କୁ ପୋଲିସ ଗିରଫ କରିଥିଲା।ଘଟଣା ର ଅଧିକ ରୁ ଅଧିକ ତଦନ୍ତ ଜାରି ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.