Movie prime

ଯୁବତୀ କୁ ଆଶ୍ରମ ଭିତରେ ନିଶା ଦେଇ ନେଇଗଲା ବାବା..ବେହୋଶ ଅବସ୍ଥାରେ ବ-ଳା-ତ୍କା-ର କରି ହେଇଗଲା ଫେରାର

 
Hhh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Gh
ବନ୍ଧୁଗଣ ଆଶ୍ରମରେ ବାବା ମହିଳାଙ୍କ ସହିତ କଲେ ଦୁ-ଷ୍କ-ର୍ମ। ମହିଳାଙ୍କ ବୟସ ହେଉଛି ୫୫ବର୍ଷ । ବୟସ ଗଡିବା ପରେ ମହିଳା ଜଣଙ୍କ ତୀର୍ଥ କରିବା ପାଇଁ ଘରୁ ବାହାରକୁ ଚାଲିଆସିଥିଲେ। ଆଉ ଜଣେ ବାବାଙ୍କ ଆଶ୍ରମରେ ରହି ଲୋକଙ୍କର ସେବା ମଧ୍ୟ କରୁଥିଲେ।
କିନ୍ତୁ କିଛିଦିନ ପରେ ଆଶ୍ରମରେ ରହୁଥିବା କିଛି ଅସାଧୁ ବ୍ୟକ୍ତି ତାଙ୍କ ଉପରେ ଖରାପ ନଜର ପକାଉଥିବା ନେଇ ମହିଳା ଜଣଙ୍କ ଆଶ୍ରମର ଗୁରୁଜୀ ମନମୋହନ ଦାସଙ୍କୁ ଜଣାଇଥିଲେ। 
Gh
ସେହି ଗୁରୁଜୀ ଜଣଙ୍କ ନିଜ ସାଥୀ ମାନଙ୍କ ସହିତ ମିଶି ମହିଳାଙ୍କ ସହିତ ଦୁ-ଷ୍କ-ର୍ମ କରିଥିଲେ। ମିଳିଥିବା ସୂଚନା ଅନୁସାରେ ମହିଳାଙ୍କ ଠାରୁ ଅଭିଯୋଗ ପାଇବା ପରେ ବାବା ମନମୋହନ କୁଆଡେ ମହିଳା ଜଣଙ୍କୁ ପାଖ କୋଠରୀରେ ରହିବାକୁ ଦେଇଥିଲେ।
ଆଉ ସବୁବେଳେ ତାଙ୍କ ଉପରେ ନଜର ମଧ୍ୟ ରଖୁଥିଲେ। ଆଉ ତାପରେ ଗୁରୁଜୀ ଜଣଙ୍କ ମହିଳାଙ୍କୁ ଖାଇବାରେ ମିଶା ଔଷଧ ମିଶାଇ ଖାଇବାକୁ ଦେଇଥିଲେ। 
ଆଉ ଗୁରୁଜୀ ଜଣଙ୍କ ନିଜ ଆଶ୍ରମ କର୍ମଚାରୀଙ୍କ ସହିତ ମିଶି ଜଣଜଣ କରି ଚାରି ଜଣ ମିଶି ମହିଳାଙ୍କୁ ଦୁ-ଷ୍କ-ର୍ମ କରୁଥିଲେ। ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନଥିବାରୁ ସେ ନିଜର ସୁରକ୍ଷା ପାଇଁ ନିକଟସ୍ଥ ପୋଲିସ ଷ୍ଟେସନକୁ ଜଣାଇଥିବା ଘଟଣାସ୍ଥଳରୁ ସଂପୃକ୍ତ ମାନେ ଫେରାର ଥିବା ଅଭିଯୋଗ ହୋଇଛି।
ତେବେ ପୋଲିସ ଉତ୍ତରପ୍ରଦେଶର ଲଖନୋରେ ଥିବା ବାବା ମନମୋହନ ଦାସଙ୍କ ଚାରୋଟି ଆଶ୍ରମକୁ ସିଲ କରିବା ସହିତ ତଦନ୍ତ ଜାରୀ ରଖିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.