Movie prime

ବାଘର ବଦଳି ଯାଉଛି ରଙ୍ଗ ଦେଖନ୍ତୁ ଏମିତି ବାଘ ଆପଣ ଆପଣଙ୍କ ଜୀବନରେ କେବେ ଦେଖି ନଥିବେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ସିନେମା ଜଗତ, ପଶୁପକ୍ଷୀ ଜଗତ ଏବଂ ଅନେକ ଅଞ୍ଚଳର, ଗାଁର, ସହରର ସବୁ ଖବର ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣି ପାରିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।
ଆପଣମାନେ ସମସ୍ତେ ମହାବଳ ବାଘ ଦେଖିଥିବେ । ଆଉ ଏହାର ରଙ୍ଗ ହଳଦିଆ ଅଟେ । କିନ୍ତୁ ଏବେ କିନ୍ତୁ ଦୁନିଆ ପରିବର୍ତ୍ତନଶିଳ ହେଉଛି । ଆଉ ଏଭଳି କିଛି ଖବର ଆସୁଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।
ଆପଣମାନେ ସମସ୍ତେ ଏହି ଖବର ଜାଣିଲେ ବି ମନରେ ଅନେକ କଥା ଭାବିବା ସହିତ ଏଭଳି କିଛି ହେଉଛି ଯାହା ଆପଣମାନଙ୍କ ମନରେ ଅନେକ ପ୍ରଶ୍ନ ଆଣିବ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ପାଇପାରିବେ । ଏହି ଖବର ହେଉଛି ଏବେ ବଦଳି ଯାଉଛି ବାଘଙ୍କ ରଙ୍ଗ । 
Special report
ବାଘର ରଙ୍ଗ ହଳଦିଆ ପରିବର୍ତ୍ତେ କଳା ରଙ୍ଗ ହୋଇଯାଉଛି । ଯୁଗ ଯେତିକି ବଦଳୁଛି ସେତିକି ବଦଳୁଛି ଲୋକଙ୍କ ଚିନ୍ତାଧାରା । ଆଉ ଜଳବାୟୁ ପରିବର୍ତ୍ତନ ପାଇଁ ଅନେକ କିଛି ପରିବର୍ତ୍ତନ ହେଉଛି । ପୃଥିବୀ ଛାଡ଼ି ମନୁଷ୍ୟ ଅଲଗା ଗ୍ରହରେ ରହିବାକୁ ଲାଗିଲାଣି ।
ଏବେ ବହୁତ ଜିନିଷ ପରିବର୍ତ୍ତନ ହେବା ସହିତ ଅନେକ ଜିନିଷରେ ପରିବର୍ତ୍ତନ ହେଉଛି । ମହାବଳ ବାଘଙ୍କ ରଙ୍ଗ ହଳଦିଆ ହେବା ପରିବର୍ତ୍ତେ କଳା ହେଇଯାଉଛି । ଆଉ ଦିନକୁ ଦିନ ମହାବଳ ବାଘଙ୍କ ସଂଖ୍ୟା କମିବାକୁ ମଧ୍ୟ ଲାଗିଲାଣି ।
ଏହାକୁ ଦେଖି ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟ ହେବା ସହ ଏହାର କାରଣ ଖୋଜୁଛନ୍ତି । ସଂକ୍ରମଣ ଜନିତ ରୋଗ, ବା ଜିନ କାରଣରୁ ବାଘମାନଙ୍କର ରଙ୍ଗ ପରିବର୍ତ୍ତନ ହେଉଛି ବୋଲି ଜଣାପଡିଛି । ଜନ୍ମ ହେବା ସମୟରେ ବାଘଙ୍କ ରଙ୍ଗ ହଳଦିଆ ହୋଇଥିବା ବେଳେ କାଳକ୍ରମେ ସେହି ରଙ୍ଗ କଳାରେ ପରିବର୍ତ୍ତନ ହୋଇଯାଉଛି ।
ଶିମିଳିପାଳ ଅଭୟାରଣ୍ୟରେ ୨୦ଟି ମହାବଳ ବାଘ ଥିବା ବେଳେ ସେମାନଙ୍କ ରଙ୍ଗ କଳା ହୋଇ ସାରିଛି । ଅନ୍ୟ ସ୍ଥାନରେ ବାଘମାନଙ୍କର ରଙ୍ଗ ହଳଦିଆ ହୋଇଥିବା ବେଳେ ଏଠାରେ ଏଭଳି ରଙ୍ଗ କାହିଁକି ହୋଇଛି ଏହାର କାରଣ ଜଣାପଡି ନାହିଁ ।