Movie prime

ବାହାଘର ପରେ କେମିତି ଅଛନ୍ତି ଲୋକପ୍ରିୟ ଅଭିନେତ୍ରୀ Lipi Mohapatra ଦେଖନ୍ତୁ ଶାଶୁଘରେ ଏମିତି କାଟୁଛନ୍ତି ଦିନ !!

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଓଲିଉଡ, ବଲିଉଡ ଏବଂ ସିନେମା ଆଉ ଏହାସହ ଆଲବମ୍ ଦୁନିଆର ସବୁ ଖବର ଏବଂ ସବୁ ଅଭିନେତା ଆଉ ଅଭିନେତ୍ରୀମାନଙ୍କ ବିଷୟରେ ଆସୁଥିବା ଖବର ଆପଣମାନେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।
ଆପଣମାନେ ସମସ୍ତେ ଓଲିଉଡ ଜଗତର ବା ଆଲବମ ଦୁନିଆର ଅନେକ କଳାକାରମାନଙ୍କୁ ଜାଣିଥିବେ । କିନ୍ତୁ ଏହି ଅଭିନେତ୍ରୀଙ୍କ ବିଷୟରେ ଆସୁଥିବା ସବୁ ଖବର ଏବେ ଜାଣିପାରିବେ । ଆପଣମାନେ ସମସ୍ତେ ଆଲବମ୍ କ୍ୱିନ ଲିପି ମହାପାତ୍ରଙ୍କୁ ଜାଣିଥିବେ ।
Special Report
ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି । ଅଭିନେତ୍ରୀ ଲିପି ଦେଖିବାକୁ ବହୁତ ସୁନ୍ଦରୀ ଅଟନ୍ତି । ସେ ସବୁବେଳେ ତାଙ୍କ କାମକୁ ନେଇ ଚର୍ଚ୍ଚାରେ ରୁହନ୍ତି । 
ଏବେ ତାଙ୍କୁ ନେଇ କିଛି ଖବର ଆସିଛି । ଏହି ଅଭିନେତ୍ରୀ ଜଣକ ଆଲବମ ଦୁନିଆରୁ ଓଲିଉଡ ଦୁନିଆରେ ପାଦ ଦେଇଥିଲେ । ସେ ୧୦୦୦ ରୁ ଅଧିକ ଆଲବମ ଏବଂ ତାସହ ବହୁତ ସିରିଏଲ୍ ଓ ସିନେମା କରିଛନ୍ତି । ଆଉ ଏହାସହ ସେ ଅନେକ ରିଆଲିଟି ଶୋ ମଧ୍ୟ କରିଛନ୍ତି ।
ଏବେ ତାଙ୍କ ବିବାହକୁ ନେଇ ଏହି ଖବର ଆସିଛି । ଅଭିନେତ୍ରୀ ଲିପି ମହାପାତ୍ରଙ୍କୁ ୪୨ ବର୍ଷ ହୋଇଗଲାଣି କିନ୍ତୁ ସେ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ତାଙ୍କ ମାଆ ଜଣେ ମଧ୍ୟ ଅଭିନେତ୍ରୀ ଅଟନ୍ତି ।
ସେ ଲିପିଙ୍କୁ ଛୋଟ ବେଳୁ ଅଭିନୟ ଶିଖାଇ ଥିଲେ । ଏବେ ସୋସିଆଲ ମିଡିଆରେ ଅଭିନେତ୍ରୀ ଲିପି ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ସିନ୍ଦୂର ପିନ୍ଧିଥିଲେ । ଏହି ଫଟୋରୁ ଜଣାପଡୁଛି କି ଅଭିନେତ୍ରୀ ଲିପି ପୂର୍ବରୁ ବିବାହ କରିଥିଲେ ।
ଆଉ ତାଙ୍କ ସ୍ବାମୀଙ୍କୁ ସେ ଛାଡ଼ି ଦେଇଛନ୍ତି କିନ୍ତୁ ସେ କେଉଁ ଅଭିନେତାଙ୍କୁ ବିବାହ କରିଥିଲେ , ତାଙ୍କ ସହ କଣ ଘଟିଥିଲା ତାହା ବିଷୟରେ ସେ କିଛି ଲେଖି ନାହାଁନ୍ତି । ଆଉ ଏବେ ଏହି କଥାକୁ ନେଇ ଚର୍ଚ୍ଚା ହେଉଛି । ଅଭିନେତ୍ରୀ ରିଲ ଲାଇଫରେ ବିବାହ କରିଥିଲେ ।