Movie prime

ଦେଖନ୍ତୁ ବାହାଘର ପରେ କେମିତି ଅଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଆସିଲା ସାମ୍ନାକୁ ନୂଆ ଭିଡିଓ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣାର ସୂଚନା ପାଉଥିବେ। ଲୋକମାନେ ଓଲିଉଡ ଜଗତର ଅନେକ କଳାକାର ଏବଂ ଅନ୍ୟ ସମସ୍ତଙ୍କର କଥା ଏହି ସୋସିଆଲ ମିଡ଼ିଆ ସାହାଯ୍ୟରେ ଜାଣି ପାରୁଛନ୍ତି।
Special report
ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀଙ୍କ ବିବାହ ହେଇଯାଇଛି। ଶ୍ରଦ୍ଧା ଅଲିଉଡର ଆଗ ଧାଡ଼ିର ସିଙ୍ଗର ସନ୍ଦୀପ ପଣ୍ଡାକୁ ବିବାହ କରିଛନ୍ତି। ଓଲିଉଡ଼ ଇଣ୍ଡଷ୍ଟ୍ରିର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ହେଉଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ। 
ଯିଏ କି ବହୁତ ସାରା ସିରିଏଲ ଏବଂ ସିନେମା ମାଧ୍ୟମରେ ଦମଦାର ଆକ୍ଟିଙ୍ଗ କରି ଖୁବ କମ ଦିନ ମଧ୍ୟରେ ବେଶ ଲୋକପ୍ରିୟତା ହାସଲ କରିପାରିଛନ୍ତି। ବାହାଘରର ଚତୁର୍ଥୀ ରାତିରେ ଶ୍ରଦ୍ଧା ପାଣିଗ୍ରାହୀ ତାଙ୍କ ସ୍ଵାମୀ ସନ୍ଦୀପଙ୍କୁ ଏକ ବେଲଣା କାଠିରେ ବାଡଉଥିବାର ନଜର ଆସିଛନ୍ତି।
Special report
ଆପଣ ମାନେ ତ ଶ୍ରଦ୍ଧା ପାଣିଗ୍ରାହୀଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଆଉ ତାଙ୍କର ଆକ୍ଟିଂ ତ ଆପଣ ମାନେ ଦେଖିଥିବେ। ଶ୍ରଦ୍ଧା ବହୁତ ଓଡିଆ ସିନେମା, ସିରିୟଲ, ଆଲବମରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି। 
ଶ୍ରଦ୍ଧା ବହୁତ କମ ଦିନ ମଧ୍ୟରେ ଅନେକ ଲୋକପ୍ରିୟତା ହାସଲ କରି ସାରିଛନ୍ତି। ଆଉ ଶ୍ରଦ୍ଧାଙ୍କ ଅଭିନୟକୁ ଲୋକ ମାନେ ବେଶ ପସନ୍ଦ କରିଥାନ୍ତି। ଶ୍ରଦ୍ଧା ଗୋଟିଏ ସୁନ୍ଦର କଳାକାର ହୋଇଥିବା ବେଳେ ସନ୍ଦୀପ ହେଉଛନ୍ତି ଜଣେ ସୁନ୍ଦର କଣ୍ଠଶିଳ୍ପୀ। ଅନେକ ଓଡ଼ିଆ ଗୀତରେ କଣ୍ଠ ଦାନ ଦେଇଛନ୍ତି ସନ୍ଦୀପ।
Special report
ଏବଂ ସୁଟିଂ ସେଟରୁ ସନ୍ଦୀପ ପଣ୍ଡାକୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଶ୍ରଦ୍ଧା। ଆଉ ତାଙ୍କ ବାହାଘରର ରିସେପ୍ସନ ପାର୍ଟିରେ ଅଲିଉଡର ବହୁତ ସାରା ସେଲିବ୍ରେଟୀ ମାନେ ଆସି ତାଙ୍କୁ ଆଶୀର୍ବାଦ ଦେଇଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। 
ତେବେ ଶ୍ରଦ୍ଧା ପାଣିଗ୍ରାହୀ ଚତୁର୍ଥୀ ରାତିରେ ତାଙ୍କ ସ୍ଵାମୀଙ୍କ ବେଲଣା କାଠିରେ ବାଡଉଥିବାର ନଜର ଆସିଛନ୍ତି। ଏମିତି କିଛି ଫୋଟ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ବର୍ତ୍ତମାନ ସମୟରେ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀଙ୍କ ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ସେହି ଭିଡିଓଟି ସୁଟିଂ ସେଟର ଶ୍ରଦ୍ଧା ପାଣିଗ୍ରାହୀଙ୍କ ତାଙ୍କ ସ୍ବାମୀଙ୍କୁ ବେଲଣା କାଠିରେ ବାଡଉଥିବାର ନଜର ଆସିଛନ୍ତି। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.