Movie prime

ହେ ଭଗବାନ, ବାହାଘର ରେ ଏମିତି କଣ ହେଇଗଲା ଯେ ନୂଆ ବୋହୂ ଧୋତି ଖୋଲି ବର କୁ ପିଟିଲା...

 
Special report
ନମସ୍କାର ପାଠକ ବନ୍ଧୁ। ଦ୍ୱିତୀୟ ଥର ବିବାହ କରୁଥିବା ସମୟ ରେ ଧରା ପଡ଼ି ଯାଇଥିଲେ ସ୍ଵାମୀ।ପ୍ରଥମ ପତ୍ନୀ ଥାଉ ଥାଉ ଦ୍ଵିତୀୟ ଥର ବିବାହ କରିବାକୁ ଯାଉଥିଲେ ସ୍ଵାମୀ।ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡ ରାଜ୍ୟ ରେ।
Special report
ସେଠାରେ ଜଣେ ବ୍ୟକ୍ତି ବର ବେଶ ରେ ସଜେଇ ହୋଇ ଯାଇଥିଲେ ବିବାହ କରିବାକୁ।କେହି ମଧ୍ୟ ଜାଣି ନ ଥିଲେ ସେ ଆଗରୁ ବିବାହିତ ଥିଲେ।ଏହି ବିବାହ ହେଉଥିବା ସମୟ ରେ ପହଞ୍ଚି ଯାଇଥିଲେ ତାଙ୍କ ପ୍ରଥମ ପତ୍ନୀ।ଯାହାକୁ ନେଇ ଏବେ ସୋସିଆଲ ମିଡିଆ ଆକାଉଣ୍ଟ ରେ ଅନେକ ଭିଡିଓ ସାମ୍ନା କୁ ଆସିଛି।
ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କିପରି ପ୍ରଥମ ପତ୍ନୀ ବିବାହ ହେଉଥିବା ସମୟ ରେ ଆସି ବିବାହ କୁ ଭାଙ୍ଗି ଦେଇଥିଲେ।ସୂଚନା ଅନୁସାରେ ସେହି ଅଞ୍ଚଳ ର ସିଦ୍ଧାର୍ଥ ନାମକ ଜଣେ ବ୍ୟକ୍ତି ଗତ କିଛି ବର୍ଷ ତଳେ ବିବାହ କରିଥିଲେ ନମ୍ରତା ଙ୍କୁ।ବିବାହ ର କିଛି ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଥିଲା।
Special report
ଏହା ପରେ ଆରମ୍ଭ ହୋଇ ଯାଇଥିଲା ଅତ୍ୟାଚାର।ଏହାକୁ ସହି ପାରି ନ ଥିଲେ ନମ୍ରତା।ଏହା ପରେ ସେ ନିଜ ବାପ ଘର କୁ ଚାଲି ଯାଇଥିଲେ।ତାଙ୍କୁ ଛାଡ ପତ୍ର ଦେଇ ନ ଥିଲେ।ହେଲେ ପ୍ରଥମ ପତ୍ନୀ ଥାଉ ଥାଉ ସିଦ୍ଧାର୍ଥ ଦ୍ଵିତୀୟ ବିବାହ କରିବାକୁ ଯାଉ ଥିଲେ।
ଏଥିରେ ତାଙ୍କ ପରିବାର ଲୋକେ ମଧ୍ୟ ସାହାର୍ଯ୍ୟ କରି ଥିଲେ।ଏହି ବିବାହ ହେଉଥିବା ସମୟ ରେ ପ୍ରଥମ ପତ୍ନୀ ଯାଇ ଉକ୍ତ ବିବାହ ମଣ୍ଡପ ରେ ପହଞ୍ଚି ଯାଇଥିଲା।ସେଠାରେ ବିବାହ ପାଇଁ ସବୁ କିଛି ପ୍ରସ୍ତୁତ ହୋଇ ସାରି ଥିଲା।
ବର କେବଳ ବିବାହ ପାଇଁ ମଣ୍ଡପ କୁ ଯାଉଥିଲା।ଏହି ସମୟ ରେ ସେ ତାର ପ୍ରଥମ ପତ୍ନୀ କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା।ପ୍ରଥମ ପତ୍ନୀ ନମ୍ରତା କିଛି ପୋଲିସ କୁ ନେଇ ସେଠାରେ ପହଞ୍ଚି ଥିଲେ।ଏହା ପରେ ସେଠାରେ ଝଗଡ଼ା ଲାଗି ଥିଲା।
ଏହାକୁ ବନ୍ଦ କରିବା ପାଇଁ ସମସ୍ତେ କହିଥିଲେ।ଶେଷ ରେ ସିଦ୍ଧାର୍ଥ ଙ୍କ ବିବାହ ହୋଇ ପାରି ନ ଥିଲା।ନମ୍ରତା ସାହାସ ର ସହିତ ଲଢି ଥିଲା ସିଦ୍ଧାର୍ଥ ଓ ତାର ପରିବାର ଲୋକ ଙ୍କ ସହିତ।ଏହାକୁ ଦେଖି ସମସ୍ତେ ସେଠାରେ ଚକିତ ହୋଇ ଯାଇଥିଲେ।ଏବେ ଏହାକୁ ନେଇ ସବୁ ଠାରେ ଚର୍ଚ୍ଚା କରା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.