Movie prime

ବନ୍ଧୁକ ଦେଖାଇ କ୍ୟାମେରା ଆଗରେ କରୁଥିଲା ରିଲସ, ଗଳା ଧକ୍କା ମାରି ଚାକିରି ରୁ ବିଦା କଲେ ବଡ଼ ଅଫିସର

 
Special report
ନମସ୍କାର ପାଠକ ବନ୍ଧୁ।ପୋଲିସ ମାନେ ଲୋକ ମାନଙ୍କର ସୁରକ୍ଷା ପାଇଁ ରହି ଥାଆନ୍ତି।ସେମାନେ ନ ଥିଲେ ଚାରି ଆଡ଼େ ଅରାଜକତା ବ୍ୟାପି ଥାନ୍ତା।ହେଲେ ବର୍ତ୍ତମାନ ର ପୋଲିସ ମାନେ ନିଜ ନିଜର ବ୍ୟକ୍ତିଗତ ଜୀବନ କୁ ନେଇ ବେଶ୍ ଚର୍ଚ୍ଚା ରେ ରହୁଛନ୍ତି।
ସୋସିଆଲ ମିଡିଆରେ ସବୁବେଳେ ଆକ୍ଟୀଭ ରହୁଛନ୍ତି ପୋଲିସ ମାନେ।ନିଜ କାମ ଠିକ୍ ରୂପେ କରୁ ନାହାନ୍ତି ସେମାନେ।ଯେଉଁଥିପାଇଁ ତାଙ୍କୁ ଅନେକ କଥା ଲୋକ ଙ୍କ ଠାରୁ ଶୁଣିବାକୁ ମିଳିଛି।ଏଭଳି ଏକ ଘଟଣା ବିଷୟ ରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଏହି ଘଟଣା ଟି ଘଟିଛି ମହାରାଷ୍ଟ୍ର ପୋଲିସ ଥାନାରେ।ଏଠାରେ ଜଣେ ମହିଳା ପୋଲିସ ପୋଷାକ ପିନ୍ଧି ଇନଷ୍ଟାଗ୍ରାମ ରେ ରିଲ୍ସ କରୁଛନ୍ତି।କ୍ୟାମେରା ଆଗରେ ପୋଲିସ ପୋଷାକ ପିନ୍ଧି ବନ୍ଧୁକ ଧରି ନାଚି ଥିଲେ।
Special report
ଏହାକୁ ଦେଖି ଲୋକ ମାନେ ତାଙ୍କ କମେଣ୍ଟ ବକ୍ସ ରେ ଅନେକ କଥା କହିଥିଲେ।ଲୋକ ମାନେ କହିଥିଲେ କି ଜଣେ ପୋଲିସ କର୍ମଚାରି ହୋଇ ତାଙ୍କର ଏଭଳି କାମ କରିବା ଠିକ୍ ନୁହେଁ।ସେମାନେ ଲୋକ ଙ୍କ ହିତ ପାଇଁ ରହିଥାନ୍ତି।ହେଲେ ଏପରି ନାଚ ଗୀତ କରି ସମୟ କୁ ବର୍ବାଦ କରିବା ଠିକ୍ ନୁହେଁ।
ସୂଚନା ଅନୁସାରେ ମହିଳା ଜଣକ ମହାରାଷ୍ଟ୍ର ପୋଲିସ ଷ୍ଟେସନ ରେ ଜଣେ କନେଷ୍ଟବଳ ରୂପେ କାର୍ଯ୍ୟରତ।ତାଙ୍କ ନାମ ହେଉଛି ପ୍ରିୟଙ୍କା।ଯିଏ କି ଗତ ୨୦୨୦ ମସିହା ରେ ପୋଲିସ ବିଭାଗ ର କର୍ମ ଚାରି ରୂପେ କାର୍ଯ୍ୟ ରେ ଯୋଗ ଦେଇଥିଲେ।
ସେ ଏବେ ଇନଷ୍ଟା ଗ୍ରାମ ରେ ରିଲ୍ସ୍ କରୁଛନ୍ତି।ଲୋକ ଙ୍କ ଖରାପ ଖରାପ କମେଣ୍ଟ ଶୁଣିବା ପରେ ସେ ତାର ପ୍ରତିକ୍ରିୟା ଦେଇଛନ୍ତି।ସେ କହିଛନ୍ତି କି ସେ ତାଙ୍କ ଚାକିରି ରୁ ଇସ୍ତଫା ଦେଇ ଦେବେ।ଆପଣ ମାନେ ଯଦି ଏଭଳି କଥା କହିଛନ୍ତି ତେବେ ମୁ ଚାକିରି ଛାଡ଼ି ଦେବୀ।
ଏଭଳି ଛଅ ରାଉଣ୍ଡ ର ବନ୍ଧୁକ ଧରି ସୋସିଆଲ ମିଡିଆରେ ଭିଡିଓ କରିବା ଉଚିତ୍ ନୁହେଁ ବୋଲି ଲୋକ ମାନେ କହିଛନ୍ତି।କିନ୍ତୁ ଏବେ ଯାଏଁ ଜଣା ପଡି ନାହିଁ କି ସେ ତାଙ୍କ ଚାକିରି ରୁ ଇସ୍ତଫା ନେଇଛନ୍ତି କି ନାହିଁ।ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.