Movie prime

ନିଜ ବାପା ହୋଇ ନିଜ ୧୮ ବର୍ଷୀୟା ଝିଅ ଯୌବନ ଦେଖି ପାଗଳ ହେଲା ବାପା ଆଉ ସୁଯୋଗ ଦେଖି ଝିଅ ର ଇଜ୍ଜତ ଲୁଟିଲା

 
Special report
ନମସ୍କାର ପାଠକ ବନ୍ଧୁ।ମା ହେଉଛି ଏପରି ଏକ ଶବ୍ଦ ଯାହାକୁ ପିଲା ଜନ୍ମ ହେବା ପରେ ଡାକି ଥାଏ।ମା ସବୁ ବିପଦ ରୁ ପିଲା କୁ ରକ୍ଷା କରିଥାଏ।ମା ଶବ୍ଦ ରେ ହିଁ ଥାଏ ସ୍ନେହ ମମତା।ହେଲେ ଆମେ ଆପଣ ଙ୍କୁ ଏପରି ଏକ ମା ବିଷୟ ରେ କହିବାକୁ ଯାଉଛୁ ଯିଏ ନିଜ ପିଲା କୁ ବିପଦ ମୁହଁ କୁ ଠେଲି ଦେଇଛି।
Special report
ନିଜ ପ୍ରେମିକ ସହିତ ସମ୍ପର୍କ ରଖିବାକୁ ଝିଅ କୁ ବାଧ୍ୟ କରିଛି।ଏମିତି ଏକ ଘଟଣା ଘଟିଛି ଗୁରଗାଓଁ ର ଫରୁଖନଗର ଥାନା ଅଞ୍ଚଳ ରେ।ଏଠାରେ ଗତ ଡ଼ିସେମ୍ୱର ମାସ ୧୦ ତାରିଖ ରେ ଏକ ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି।ଜଣେ ନାବାଳିକା କୁ ତାର ମା ର ପ୍ରେମିକ ଗତ ୬ ମାସ ହେଲାଣି ଦୁ-ଷ୍କ-ର୍ମ କରି ଚାଲିଛି।
ସୁଚନା ଅନୁଯାୟି ନାବାଳିକା ର ବାପା ଙ୍କ ଗତ କିଛି ଦିନ ତଳେ ମୃ-ତ୍ୟୁ ହୋଇ ଥିଲା।ଏହାପରେ ତାଙ୍କ ମା ଏକ ଘରୋଇ କମ୍ପାନୀ ରେ ଚାକିରୀ କରୁଥିଲେ।ସେଠାରେ ତାଙ୍କର ଦେଖା ହୋଇ ଥିଲା ଅନ୍ୟ ଜଣେ ଯୁବକ ଙ୍କ ସହିତ।
Special report
ଯାହା କୁ ସେ ପ୍ରେମ କରି ବସି ଥିଲେ।ଅଧିକାଂଶ ସମୟ ରେ ଉକ୍ତ ଯୁବକ ମହିଳା ଙ୍କ ଘରେ ରୁହନ୍ତି।ଗତ ଡ଼ିସେମ୍ୱର ୧୦ ତାରିଖ ରେ ମହିଳା ଜଣକ ଙ୍କ ୧୫ ବର୍ଷିୟ ଝିଅ ଙ୍କୁ ଦେଖି ତାଙ୍କୁ ଦୁ-ଷ୍କ-ର୍ମ କରି ଥିଲେ।ଏବଂ କାହାକୁ କହିଲେ ସେ ତାର ସର୍ବନାଶ କରି ଦେବ ବୋଲି କହିଥିଲା।
Special report
ଏହି କଥା ରେ ଝିଅ ଟି ଡରି ଯାଇଥିଲା।ସେ କାହାକୁ କିଛି କହି ନ ଥିଲା।କିନ୍ତୁ ସେହି ଯୁବକ ଙ୍କ ସାହାସ ବଢ଼ି ସାରି ଥିଲା।ସେ ୬ ମାସ ଧରି ନାବାଳିକା କି ବଳତ୍କାର କରି ଚାଲି ଥିଲା।ଏ ବିଷୟ ରେ ନାବାଳିକା ଜଣକ ତା ମା କୁ ଜଣାଇ ଥିଲା।
ହେଲେ ତା ମା ତାକୁ କହିଲା ତୁ ଏ କଥା କାହାକୁ କହିଲେ ମୁ ତୋତେ ମାରି ଦେବି।ପରେ ସେ ଝିଅ ଏ ବିଷୟ ରେ ତା ପିଇସି ଙ୍କୁ ସବୁ କଥା କହିଲା।ତା ପିଇସି ତାକୁ ସାହାଯ୍ୟ କରିବାକୁ ଆଗକୁ ଆଗେଇ ଆସିଲେ।ତାକୁ ନେଇ ଥାନା ର ଦ୍ଵାରସ୍ଥ ହେଲେ।ଏହା ପରେ ପ୍ରେମିକ ଜଣକ ଡରି ଯାଇ ଥିଲା।ଫେରାର୍ ହେବା ପାଇଁ ଚେ଼ଷ୍ଟା କଲା।
Special report
ତା ପିଇସି ପିଉସା ଙ୍କ ଏଭଳି ସାହସିକତା ପାଇଁ ଝିଅ ଟି ଆଜି ନ୍ୟାୟ ପାଇଛି।ଏ ଯାଏ ସେହି ଅଭିଯୁକ୍ତ ଜଣକ ଧରା ପଡି ନାହାନ୍ତି।ଜଣେ ମା ହୋଇ ଏଭଳି କାର୍ଯ୍ୟ କରି ଥିବାରୁ ତାଙ୍କୁ ସମସ୍ତେ ନିନ୍ଦା କରିଛନ୍ତି।ପୋଲିସ ଥାନା ଅଧିକାରୀ ମାନେ କହିଛନ୍ତି କି ଖୁବ ଶୀଘ୍ର ଦୋଷୀ କୁ ଉପଯୁକ୍ତ ଦଣ୍ଡ ଦିଆ ଯିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.