Movie prime

ବାପା ମାଙ୍କୁ ପାଠ ପଢ଼ାଇଲା ପୁଅ ଦେଖନ୍ତୁ କେଉଁ କଥା ପାଇଁ ହେଲା ଏମିତି

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ବା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମନରେ ଅନେକ କଥା ଆଉ ଅନେକ ପ୍ରଶ୍ନ ଆସିବ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏବେ ଏଭଳି କିଛି ଖବର ପାଇପାରିବେ ଯାହା ଜଣେ ଛୋଟ ବାଳକ କରିଛି । 
ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ । କିନ୍ତୁ ଏବେ ଏହି କୁନି ପୁଅଟିର ଭିଡିଓକୁ ନେଇ ଚର୍ଚ୍ଚା ହେଉଛି । ଏହି କୁନି ବାଳକ ଜଣକ ଏଭଳି କଥା କହିଛନ୍ତି ଯାହା ସମସ୍ତଙ୍କୁ ପସନ୍ଦ ଆସିଛି ।
ଏହି କୁନି ପିଲାଟି ତାଙ୍କ ସ୍କୁଲରେ ହେଉଥିବା ପିତାମାତାଙ୍କ ମିଟିଂ ପୂର୍ବରୁ ନିଜ ପିତାମାତାଙ୍କୁ ଏଭଳି ବୁଝାଉଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି । ନିଜ ବାପା ମାଆଙ୍କୁ କିଭଳି ଏହି କୁନି ପିଲା ପାଠ ପଢ଼ାଉଛି ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । 
Special report
ସ୍କୁଲରେ ପ୍ୟାରେଣ୍ଟସ ମିଟିଂ ହେଲେ ସାଧାରଣତଃ ସବୁ ପିଲାମାନେ ଭୟଭୀତ ହୋଇଥାନ୍ତି । ଆଉ ସେମାନେ ଅନେକ କଥା ଭାବିଥାନ୍ତି । ଆଉ ତାଙ୍କ ବିରୋଧରେ କେତେବେଳେ ତାଙ୍କ ସ୍କୁଲ ଶିକ୍ଷକ କଣ କହିବେ ସେହିକଥାକୁ ନେଇ ପିଲାମାନେ ଭୟଭୀତ ହୋଇ ରହିଥାନ୍ତି ।
ଏହି ଭିଡିଓରେ ଆପଣମାନେ ଏମିତି ଦେଖିପାରିବେ କି ଏହି କୁନି ପିଲାଟି ମଧ୍ୟ ଏଭଳି ଭୟଭୀତ ହୋଇଯାଇଛି । ଆଉ ସେ ତାର ବାପାଙ୍କୁ ଏଭଳି କିଛି କଥା କହୁଛି ଯାହା ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକା ଯୁଗରେ ବାପା ମାମନେ ତାଙ୍କ ପିଲାଙ୍କ ସହିତ ସାଙ୍ଗ ଭଳି ମିଶୁଛନ୍ତି ।
ଆଉ ସେଥିପାଇଁ ସବୁ କଥା ପିଲାମାନେ ବାପା ମାଙ୍କ ଆଗରେ କହିଥାନ୍ତି । ଏହି କୁନି ପିଲାଟି ତାର ବାପାଙ୍କ ଆଗରେ କହୁଛି କି କାଲି ସ୍କୁଲକୁ ଗଲେ କହିବ ନାହିଁ କି ସେ ସ୍କୁଲରୁ ଆସି କୁକିଜ ଖାଇ ଶୋଇପଡେ । ବରଂ କହିବ କି ସେ ସ୍କୁଲ ରୁ ଆସି ଟିଭି ଦେଖେ ଖେଚୁଡ଼ି ଖାଇ ଶୋଇପଡେ ।
ଆଉ ଏଭଳି ଅନେକ କଥା କହି ସେ ତାର ବାପାଙ୍କୁ ବୁଝାଉଛି । ବାପା ମା ମିଟିଂ ଯିବା ପୂର୍ବରୁ ସେହି କୁନି ପିଲାଟି ତାଙ୍କୁ ଏଭଳି ବୁଝାଉଛି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି । ଆଉ ଏହି ଭିଡିଓକୁ ଦେଖି ଲୋକମାନେ ହସି ହସି ଗଡି ଯାଉଛନ୍ତି । ଏହି ଭିଡିଓ ଏବେ ଚର୍ଚ୍ଚାରେ ଅଛି ।