Movie prime

Pintu nanda ଙ୍କ କରିଦିଅନ୍ତୁ ଶେଷ ଦର୍ଶନ, ପୁଅ କାନ୍ଦି କାନ୍ଦି କରୁଛି ପ୍ରଳାପ, ବାପା ତମେ ଫେରିଆସ

 
Special report
ବାପାଙ୍କୁ ମୁଖାଗ୍ନି ଦେବାପରେ ପିଣ୍ଟୁ ନନ୍ଦ ଙ୍କ ପୁଅ ଅର୍ଥାତ୍ ପିଣ୍ଟୁ ନନ୍ଦ ଙ୍କ ବଡ଼ ଭାଇ ଅଭିରାମ ନନ୍ଦ ଙ୍କ ପୁଅ ର ଅବସ୍ଥା ଦେଖିଲେ ସମସ୍ତଙ୍କ ଆଖିରେ ଲୁହ ଚାଲି ଆସିବ।
ପିଣ୍ଟୁ ନନ୍ଦ ଙ୍କ ପୁଅ ପରୀକ୍ଷା ଥିବାରୁ ସେ ତାଙ୍କ ବାପାଙ୍କୁ ଆଜି ମୁଖାଗ୍ନି ଦେବା ପାଇଁ ଆସି ପାରି ନଥିଲେ।କିନ୍ତୁ ରକ୍ତ ସମ୍ପର୍କ ଠାରୁ ବି କିଛି ଅଧିକ ଥିଲା ଏଭଳି ସମ୍ପର୍କ ଯାହା ଅଭିରାମ ଙ୍କ ପୁଅ ପିଣ୍ଟୁ ନନ୍ଦ ଙ୍କ ପାଇଁ ଅନୁଭବ କରିଥିଲେ।
ସେ ପିଣ୍ଟୁ ନନ୍ଦ ଙ୍କୁ ସବୁବେଳେ ବାପାଙ୍କ ସମ୍ମାନ ଆଉ ନିଜ ବାପାର ମର୍ଯ୍ୟାଦା ଦେଇ ଆସୁଥିଲେ।ବାପାଙ୍କୁ ମୁଖାଗ୍ନି ଦେଇ ସାରିବା ପରେ ଛାତି ଫଟେଇ ଭୋ ଭୋ ହୋଇ କାନ୍ଦୁଥିଲେ।
ଶରୀର ଜଳିଯାଏ,ହେଲେ ମନର ଆଢ଼ୁଆଳରେ ସେହି ସବୁ ସ୍ମୃତି ରହି ଯାଇଥାଏ।ଯାହା ମନର ମଣିଷ ସହିତ ଅତି ଆପଣାର ବ୍ୟକ୍ତି ସହିତ ବିତେଇଥିବା ମୁହୂର୍ତ୍ତ ସବୁ ମନେ ପଡ଼ି ଯାଇଥାଏ।ସେହି ମୁହୂର୍ତ୍ତ ସବୁ ମନେ ପକାଇ ପିଣ୍ଟୁ ନନ୍ଦ ଙ୍କ ପୁଅ ଭୋ ଭୋ ହୋଇ କାନ୍ଦୁଛନ୍ତି।
ଆଉ ଯେଉଁଥି ପାଇଁ ଅଭିରାମ ନନ୍ଦ ତାଙ୍କ ପୁଅଙ୍କୁ କୁଣ୍ଢାଇ ଧରି ତାଙ୍କୁ ଗେହ୍ଲ କରି ଶାନ୍ତ୍ବନା ଦେଉଥିବାର ଭିଡିଓ ରେ ଦେଖିବାକୁ ମିଳିଛି।କିନ୍ତୁ ଛୋଟ ଛୁଆଟି ଜନ୍ମ କଣ ଆଉ ମୃ-ତ୍ୟୁ କଣ ଭଲରେ ଜାଣିନାହିଁ।
କିନ୍ତୁ ଏଭଳି ଗୋଟିଏ ଗୋଟିଏ ଘଟଣା ଆଜି ତାଙ୍କ ଜୀବନରେ ଏତେ ତିକ୍ତ ଅନୁଭୂତି ନେଇ ଆସିଛି ଯାହା ବୋଧ ହୁଏ ଶବ୍ଦ କମ ଆଖିର ଲୁହ ବେଶୀ କହିଯାଉଛି। ପିଣ୍ଟୁ ନନ୍ଦ ଙ୍କୁ ମୁଖାଗ୍ନି ଦେବା ସମୟରେ ସେଠାରେ ଅନେକ ଲୋକମାନେ ଉପସ୍ଥିତ ରହିଥିଲେ।
ଅନେକ କଳାକାର ମାନେ ମଧ୍ୟ ଅଛନ୍ତି।ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ମଧ୍ୟ ଗୋଟିଏ କଣ ରେ ବସି ଗୁମୁରି ଗୁମୁରି କାନ୍ଦୁଥିବାର ଦେଖିବାକୁ ମିଳିଛି।ଚାରିଆଡ଼େ ସୋକର ଛାୟା ଖେଳି ଯାଇଛି।
ପିଣ୍ଟୁ ନନ୍ଦ ବହୁତ ଭଲ କଳାକାର ହେବା ସହିତ ବହୁତ ସୁନ୍ଦର ମଣିଷ ଅଟନ୍ତି।ସେ ସମସ୍ତଙ୍କୁ ବହୁତ ଭଲ ପାଉଥିଲେ।ବର୍ତମାନ ପିଣ୍ଟୁ ନନ୍ଦ ଙ୍କୁ ତାଙ୍କ ପରିବାର,
ସାରା ଓଡ଼ିଶାବାସୀ ଏବଂ କଳାକାର ମାନେ ଝୁରୁଛନ୍ତି। କାହା ଆଖିରେ ଲୁହ ସୁଖୁ ନାହିଁ।ଅଭିରାମ ଙ୍କ ପୁଅ ଭୋ ଭୋ ହୋଇ କାନ୍ଦୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.